India vs New Zealand Live Score 3rd ODI: ସିରିଜ କ୍ଲିନ ସୁଇପ କଲା ଭାରତ
Advertisement

India vs New Zealand Live Score 3rd ODI: ସିରିଜ କ୍ଲିନ ସୁଇପ କଲା ଭାରତ

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ।

India vs New Zealand Live Score 3rd ODI: ସିରିଜ କ୍ଲିନ ସୁଇପ କଲା ଭାରତ
LIVE Blog

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ।

24 January 2023
20:57 PM

୯୦ ରନରେ ବିଜୟ ହାସଲ କଲା ଭାରତ। ଏହା ସହିତ ସିରିଜ କ୍ଲିନ ସୁଇପ କରିଛି ଘରୋଇ ଦଲ। ୪୧ ଓଭରର ଦ୍ୱିତୀୟ ବଲରେ ମିଚେଲ ସାଣ୍ଟେନରଙ୍କୁ ଆଉଟ କରିଛନ୍ତି ୟୁଜୁବେନ୍ଦ୍ର ଚହଲ।

20:56 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୯୫/୯

ବ୍ୟାଟସମ୍ୟାନ
ବ୍ଲେୟାର ଟିକନର : ୦
ମିଚେଲ ସାଣ୍ଚନର : ୩୪

୪୧ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

20:52 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୮୦/୯

ବ୍ୟାଟସମ୍ୟାନ
ବ୍ଲେୟାର ଟିକନର : ୦
ମିଚେଲ ସାଣ୍ଚନର : ୧୯

୪୦ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

20:48 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୭୯/୮

ବ୍ୟାଟସମ୍ୟାନ
ଜାକବ ଡଫି : ୦
ମିଚେଲ ସାଣ୍ଚନର : ୧୮

୩୯ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୨
ପଞ୍ଚମ ବଲ : ଓ୍ୱିକେଟ
ଷଷ୍ଠ ବଲ : ୦

20:41 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୭୭/୭

ବ୍ୟାଟସମ୍ୟାନ
ଲକି ଫର୍ଗୁସନ : ୫
ମିଚେଲ ସାଣ୍ଚନର : ୧୮

୩୮ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

20:37 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୭୨/୭

ବ୍ୟାଟସମ୍ୟାନ
ଲକି ଫର୍ଗୁସନ : ୨
ମିଚେଲ ସାଣ୍ଚନର : ୧୬

୩୭ତମ ଓଭର
ବୋଲର: କୁଳଦୀପ ଯାଦବ

ପ୍ରଥମ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼+ଓ୍ୱିକେଟ
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

20:32 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୬୭/୬

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୨୬
ମିଚେଲ ସାଣ୍ଚନର : ୧୪

୩୬ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

20:28 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୫୫/୬

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୨୦
ମିଚେଲ ଷ୍ଟେନର : ୯

୩୫ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼+3
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

20:23 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୪୬/୬

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ :୧୭
ମିଚେଲ ଷ୍ଟେନର: ୬

୩୪ତମ ଓଭର
ବୋଲର: ଉମରାନ ମଲ୍ଲିକ

ଅତିରିକ୍ତ ବଲ: ଓ୍ୱାଇଡ଼
ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

20:18 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୩୭/୬

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୯
ମିଚେଲ ଷ୍ଟେନର: ୬

୩୩ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

20:14 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୩୦/୬

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୮
ମିଚେଲ ଷ୍ଟେନର: ୦

୩୨ତମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୧ 
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

20:06 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୨୮/୫

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୮
ଡେଭଲନ କନଭୟ : ୧୩୭

୩୧ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୧ (LB)
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୪
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

20:02 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୧୭/୫

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୩
ଡେଭଲନ କନଭୟ : ୧୩୨

୩୦ତମ ଓଭର
ବୋଲର: ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:56 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୧୨/୫

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୧
ଡେଭଲନ କନଭୟ : ୧୩୦

୨୯ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୬
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

19:51 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୦୦/୫

ବ୍ୟାଟସମ୍ୟାନ
ମିଚେଲ ବ୍ରେସଓ୍ୱେଲ : ୦
ଡେଭଲନ କନଭୟ : ୧୧୯

୨୮ତମ ଓଭର
ବୋଲର: ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:47 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୯୯/୪

ବ୍ୟାଟସମ୍ୟାନ
ଗ୍ଲେନ ଫିଲିପ : ୫
ଡେଭଲନ କନଭୟ : ୧୧୮

୨୭ତମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

19:42 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୯୩/୪

ବ୍ୟାଟସମ୍ୟାନ
ଗ୍ଲେନ ଫିଲିପ : ୧
ଡେଭଲନ କନଭୟ : ୧୧୬

୨୬ତମ ଓଭର
ବୋଲର: ଶାର୍ଦ୍ଦୁଲ ଠାକୁର

ପ୍ରଥମ ବଲ : ଓ୍ୱିକେଟ (ଡାରି ମିଚେଲ)
ଦ୍ୱିତୀୟ ବଲ : ଓ୍ୱିକେଟ (ଟମ ଲାଥମ)
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୪

19:41 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୮୪/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୨୪
ଡେଭଲନ କନଭୟ : ୧୦୮

୨୫ତମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଅତିରିକ୍ତ ବଲ: ଓ୍ୱାଇଡ଼
ଷଷ୍ଠ ବଲ : ୦

19:36 PM

ଚତୁର୍ଥ ଓ୍ୱିକେଟ ଭାବେ ଟମ ଲାଥମ ଆଉଟ ହୋଇଛନ୍ତି। ଖାତା ଖୋଲି ନ ପାରି ଲାଥମ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ଲଗାତାର ଭାବେ ଦୁଇଟି ଓ୍ୱିକେଟ ହରାଇଛି କିଓ୍ୱି ଦଳ। 

19:33 PM

ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟର ପତନ। ତୃତୀୟ ଓ୍ୱିକେଟ ଭାବେ ଡାରି ମିଚେଲ ଆଉଟ ହୋଇଛନ୍ତି। ବ୍ୟକ୍ତିଗତ ୨୪ ରନ କରି ପାଭିଲିୟନ ଫେରିଛନ୍ତି ମିଚେଲ। 

19:31 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୭୫/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୨୨
ଡେଭଲନ କନଭୟ : ୧୦୨

୨୪ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:24 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୬୦/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୨୧
ଡେଭଲନ କନଭୟ : ୮୮

୨୩ତମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୬
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:20 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୫୧/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୨୦
ଡେଭଲନ କନଭୟ : ୮୦

୨୨ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:16 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୪୫/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୧୫
ଡେଭଲନ କନଭୟ : ୭୯

୨୧ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:13 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୩୬/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୧୩
ଡେଭଲନ କନଭୟ : ୭୨

୨୦ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:08 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୩୦/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୧୨
ଡେଭଲନ କନଭୟ : ୬୭

୧୯ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:04 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୨୫/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୧୩
ଡେଭଲନ କନଭୟ : ୬୨

୧୮ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୨
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୨

19:00 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୧୯/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୮
ଡେଭଲନ କନଭୟ : ୬୨

୧୭ତମ ଓଭର
ବୋଲର: କୁଳଦୀପ ଯାଦବ

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

18:57 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୧୩/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୬
ଡେଭଲନ କନଭୟ : ୫୮

୧୬ତମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

18:53 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୦୭/୨

ବ୍ୟାଟସମ୍ୟାନ
ଡାରି ମିଚେଲ : ୧
ଡେଭଲନ କନଭୟ : ୫୮

୧୫ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ଓ୍ୱିକେଟ (ହେନେରୀ ନିକୋଲାସ)
ଷଷ୍ଠ ବଲ : ୧

18:48 PM

ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳର ଦ୍ୱିତୀୟ ଓ୍ୱିକେଟ ପତନ। ଦ୍ୱିତୀୟ ଓ୍ୱିକେଟ ଭାବେ ହେନରି ନିକୋଲାସ ଆଉଟ। ୪୨ ରନ କରି ପାଭିଲିୟନ ଫେରିଛନ୍ତି ନିକୋଲାସ। 

18:46 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୯୯/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୪୨
ଡେଭଲନ କନଭୟ : ୫୧

୧୪ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

18:42 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୯୦/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୪୧
ଡେଭଲନ କନଭୟ : ୪୩

୧୩ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

18:39 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୮୫/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୩୯
ଡେଭଲନ କନଭୟ : ୪୦

୧୨ତମ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ଅତିରିକ୍ତ ବଲ: ଓ୍ୱାଇଡ଼
ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

18:36 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୭୯/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୩୭
ଡେଭଲନ କନଭୟ : ୩୭

୧୧ତମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

18:32 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୭୩/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୩୨
ଡେଭଲନ କନଭୟ : ୩୬

ଦଶମ ଓଭର
ବୋଲର: ଶାର୍ଦ୍ଦୁଲ ଠାକୁର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

18:26 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୬୮/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୨୯
ଡେଭଲନ କନଭୟ : ୩୪

ନବମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୪
ଷଷ୍ଠ ବଲ : ୬

18:23 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୫୬/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୨୮
ଡେଭଲନ କନଭୟ : ୨୩

ଅଷ୍ଟମ ଓଭର
ବୋଲର: ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

18:18 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୪୪/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୨୨
ଡେଭଲନ କନଭୟ : ୧୮

ସପ୍ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ୦

18:12 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୩୬/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୨୧
ଡେଭଲନ କନଭୟ : ୧୨

ଷଷ୍ଠ ଓଭର
ବୋଲର: ଶାର୍ଦ୍ଦୁଳ ଠାକୁର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୨
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

18:07 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୨/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୮
ଡେଭଲନ କନଭୟ : ୧୧

ପଞ୍ଚମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:03 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୨୦/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୬
ଡେଭଲନ କନଭୟ : ୧୧

ଚତୁର୍ଥ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:00 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୧୨/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୬
ଡେଭଲନ କନଭୟ : ୩

ତୃତୀୟ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

17:57 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୭/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୨
ଡେଭଲନ କନଭୟ : ୨

ଦ୍ୱିତୀୟ ଓଭର
ବୋଲର: ଓ୍ୱାସିଂଟନ ସୁନ୍ଦର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

17:52 PM

ସ୍କୋର ବୋର୍ଡ
ଭାରତ: ୩୮୫/୧
ନ୍ୟୁଜିଲାଣ୍ଡ: ୫/୧

ବ୍ୟାଟସମ୍ୟାନ
ହେନରି ନିକୋଲାସ : ୧
ଡେଭଲନ କନଭୟ : ୧

ପ୍ରଥମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ଓ୍ୱିକେଟ (ଫିନ ଆଲେନ)
ତୃତୀୟ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼ +୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼
ଷଷ୍ଠ ବଲ : ୦

17:47 PM

ପ୍ରଥମ ଓ୍ୱିକେଟ ହରାଇଲା ନ୍ୟୁଜିଲାଣ୍ଡ। ଖାତା ଖୋଲି ନ ପାରି ପାଭିଲିୟନ ଫେରିଲେ ଫିନ ଆଲେନ। 

17:05 PM

ସ୍କୋର ବୋର୍ଡ
ଭାରତ: ୩୮୫/୯

ବ୍ୟାଟସମ୍ୟାନ
ଉମରାନ ମଲ୍ଲିକ: ୨
କୁଲଦୀପ ଯାଦବ: ୩

୫୦ତମ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧ (LB)
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ଓ୍ୱିକେଟ

ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ଏକ ବୃହତ ବିଜୟ ଲକ୍ଷ୍ୟ ଦେଇଛି ଘରୋଇ ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୯ ଓ୍ୱିକେଟ ହରାଇ ୩୮୫ ରନ କରିଛି। ୩୮୬ ରନର ବିଜୟ ଲକ୍ଷ୍ୟ ଦେଇଛି ଭାରତ।

17:03 PM

ସ୍କୋର ବୋର୍ଡ
ଭାରତ: ୩୮୨/୮

ବ୍ୟାଟସମ୍ୟାନ
ଉମରାନ ମଲ୍ଲିକ: ୧
କୁଲଦୀପ ଯାଦବ: ୨

୪୯ତମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୪
ଚତୁର୍ଥ ବଲ : ଓ୍ୱିକେଟ (ହାର୍ଦ୍ଦିକ ପାଣ୍ଡ୍ୟା)
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

17:00 PM

ଅର୍ଦ୍ଧଶତକ ପୂରଣ କଲେ ହାର୍ଦ୍ଦିକ ପାଣ୍ଡ୍ୟା। ୩୭ ବଲ ଖେଳି ୫୪ ରନ କରିଛନ୍ତି ହାର୍ଦ୍ଦିକ। 

16:57 PM

ସ୍କୋର ବୋର୍ଡ
ଭାରତ: ୩୬୭/୭

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୪୨
ଶାର୍ଦ୍ଦୁଳ ଠାକୁର: ୨୫

୪୮ତମ ଓଭର
ବୋଲର: ବ୍ଲାକ ଟିକନର

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୬
ଷଷ୍ଠ ବଲ : ଓ୍ୱିକେଟ (ଶାର୍ଦ୍ଦୁଲ ଠାକୁର)

16:56 PM

ସ୍କୋର ବୋର୍ଡ
ଭାରତ: ୩୫୨/୬

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୩୪
ଶାର୍ଦ୍ଦୁଳ ଠାକୁର: ୧୮

୪୭ତମ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୨
ଷଷ୍ଠ ବଲ : ୧

16:50 PM

ସ୍କୋର ବୋର୍ଡ
ଭାରତ: ୩୪୨/୬

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୩୦
ଶାର୍ଦ୍ଦୁଳ ଠାକୁର: ୧୩

୪୬ତମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

16:46 PM

ସ୍କୋର ବୋର୍ଡ
ଭାରତ: ୩୨୫/୬

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୮
ଶାର୍ଦ୍ଦୁଳ ଠାକୁର: ୮

୪୫ତମ ଓଭର
ବୋଲର: ବ୍ଲାକ ଟିକନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

16:40 PM

ସ୍କୋର ବୋର୍ଡ
ଭାରତ: ୩୨୧/୬

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୬
ଶାର୍ଦ୍ଦୁଳ ଠାକୁର: ୬

୪୪ତମ ଓଭର
ବୋଲର: ମିଚେଲ ସେଣ୍ଟନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

16:37 PM

ସ୍କୋର ବୋର୍ଡ
ଭାରତ: ୩୧୯/୬

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୫
ଶାର୍ଦ୍ଦୁଳ ଠାକୁର: ୫

୪୩ତମ ଓଭର
ବୋଲର: ବ୍ଲେୟାର ଟିକନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ଓ୍ୱିକେଟ (ଓ୍ୱାସିଂଟନ ସୁନ୍ଦର)
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୪

16:30 PM

ସ୍କୋର ବୋର୍ଡ
ଭାରତ: ୩୧୨/୫

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୩
ଓ୍ୱାସିଂଟନ ସୁନ୍ଦର: ୯

୪୨ତମ ଓଭର
ବୋଲର: ମିଚେଲ ସେଣ୍ଟନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

16:27 PM

ସ୍କୋର ବୋର୍ଡ
ଭାରତ: ୩୦୯/୫

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧୧
ଓ୍ୱାସିଂଟନ ସୁନ୍ଦର: ୮

୪୧ତମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

16:23 PM

ସ୍କୋର ବୋର୍ଡ
ଭାରତ: ୨୯୮/୫

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୫
ଓ୍ୱାସିଂଟନ ସୁନ୍ଦର: ୩

୪୦ତମ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

16:19 PM

ସ୍କୋର ବୋର୍ଡ
ଭାରତ: ୨୯୪/୫

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୩
ଓ୍ୱାସିଂଟନ ସୁନ୍ଦର: ୧

୩୯ତମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ଓ୍ୱିକେଟ (ସୂର୍ଯ୍ୟ କୁମାର ଯାଦବ)
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

16:16 PM

ପାଭିଲିୟନ ଫେରିଲେ ସୂର୍ଯ୍ୟକୁମାର ଯାଦବ । ମାତ୍ର ବ୍ୟକ୍ତିଗତ ୧୬ ରନ କରି ପାଭିଲିୟନ ଫେରିଛନ୍ତି ସୂର୍ଯ୍ୟ। ଏହା ସହ ଦଳ ପଞ୍ଚମ ଓ୍ୱିକେଟ ହରାଇଛି।

16:11 PM

ସ୍କୋର ବୋର୍ଡ
ଭାରତ: ୨୯୨/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୨
ସୂର୍ଯ୍ୟ କୁମାର ଯାଦବ: ୧୪

୩୮ତମ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

16:10 PM

ସ୍କୋର ବୋର୍ଡ
ଭାରତ: ୨୯୧/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା: ୧
ସୂର୍ଯ୍ୟ କୁମାର ଯାଦବ: ୧୪

୩୭ତମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ଓ୍ୱିକେଟ (ବିରାଟ କୋହଲି)
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ୦

16:06 PM

ପାଭିଲିୟନ ଫେରିଲେ ବିରାଟ। ବ୍ୟକ୍ତିଗତ ମାତ୍ର ୩୬ ରନ କରି ପାଭିଲିୟନ ଫେରିଛନ୍ତି ବିରାଟ।

16:04 PM

ସ୍କୋର ବୋର୍ଡ
ଭାରତ: ୨୮୪/୩

ବ୍ୟାଟସମ୍ୟାନ
ବିରାଟ କୋହଲି: ୩୬
ସୂର୍ଯ୍ୟ କୁମାର ଯାଦବ: ୮

୩୬ତମ ଓଭର
ବୋଲର: ମାଇକେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୬

16:02 PM

ସ୍କୋର ବୋର୍ଡ
ଭାରତ: ୨୭୩/୩

ବ୍ୟାଟସମ୍ୟାନ
ବିରାଟ କୋହଲି: ୩୩
ସୂର୍ଯ୍ୟ କୁମାର ଯାଦବ: ୦

୩୫ତମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ଓ୍ୱିକେଟ (ଇଶାନ କିଶନ)
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:58 PM

ପାଭିଲିୟନ ଫେରିଲେ ଇଶାନ କିଶାନ। ମାତ୍ର ୧୭ ରନ କରି ରନ ଆଉଟ ହୋଇ ପାଭିଲିୟନ ଫେରିଲେ ଇଶାନ। 

15:53 PM

ସ୍କୋର ବୋର୍ଡ
ଭାରତ: ୨୬୭/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୨୭
ଇଶାନ କିଶନ: ୧୭

୩୪ତମ ଓଭର
ବୋଲର: ମିଚେଲ ସାଣ୍ଟେନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୦

15:51 PM

ସ୍କୋର ବୋର୍ଡ
ଭାରତ: ୨୬୦/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୨୫
ଇଶାନ କିଶନ: ୧୨

୩୩ତମ ଓଭର
ବୋଲର: ମିଚେଲ ସାଣ୍ଟେନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

15:44 PM

ସ୍କୋର ବୋର୍ଡ
ଭାରତ: ୨୫୧/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୨୩
ଇଶାନ କିଶନ: ୫

୩୨ତମ ଓଭର
ବୋଲର: ମିଚେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

15:43 PM

ସ୍କୋର ବୋର୍ଡ
ଭାରତ: ୨୪୭/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୨୨
ଇଶାନ କିଶନ: ୨

୩୧ତମ ଓଭର
ବୋଲର: ମିଚେଲ ସେଣ୍ଟନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

15:41 PM

ସ୍କୋର ବୋର୍ଡ
ଭାରତ: ୨୪୩/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୨୦
ଇଶାନ କିଶନ: ୦

୩୦ତମ ଓଭର
ବୋଲର: ବ୍ଲେୟାର ଟିକନେର

ପ୍ରଥମ ବଲ : ୧
ଅତିରିକ୍ତ ବଲ: ଓ୍ୱାଇଡ଼
ଦ୍ୱିତୀୟ ବଲ : ୧ (LB)
ତୃତୀୟ ବଲ : ୪
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:33 PM

ସ୍କୋର ବୋର୍ଡ
ଭାରତ: ୨୨୨/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୧୦
ଇଶାନ କିଶନ: ୦

୨୯ତମ ଓଭର
ବୋଲର: ମିଚେଲ ସାଣ୍ଟନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

15:32 PM

ସ୍କୋର ବୋର୍ଡ
ଭାରତ: ୨୩୦/୨

ବ୍ୟାଟସମ୍ୟାନ
ବିରାଟ କୋହଲି: ୮
ଶୁବମନ ଗିଲ: ୧୦୩

୨୮ତମ ଓଭର
ବୋଲର: ମିଚେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ଓ୍ୱିକେଟ (ଶୁବମନ ଗିଲ)

15:29 PM

ପାଭିଲିୟନ ଫେରିଲେ ଶୁବମନ ଗିଲ। ବ୍ୟକ୍ତିଗତ ୧୧୨ ରନ କରି ଆଉଟ ହୋଇଛନ୍ତି ଗିଲ। ତାଙ୍କ ସ୍ଥାନରେ 

15:28 PM

ସ୍କୋର ବୋର୍ଡ
ଭାରତ: ୨୨୨/୧

ବ୍ୟାଟସମ୍ୟାନ
ବିରାଟ କୋହଲି: ୮
ଶୁବମନ ଗିଲ: ୧୦୩

୨୭ତମ ଓଭର
ବୋଲର: ମିଚେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ଓ୍ୱିକେଟ (ରୋହିତ ଶର୍ମା)
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

15:23 PM

ସ୍କୋର ବୋର୍ଡ
ଭାରତ: ୨୧୨/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୧୦୧
ଶୁବମନ ଗିଲ: ୧୦୩

୨୬ତମ ଓଭର
ବୋଲର: ବ୍ଲେୟାର ଟିକନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

15:21 PM

ଉଭୟ ରୋହିତ ଓ ଶୁବମନଙ୍କ ଶତକ ପୁରଣ। ୮୫ ବଲ ଖେଳି ୧୦୧ ରନ କରି ଆଉଟ ହୋଇଛନ୍ତି ରୋହିତ। ୭୨ ବଲରେ ୧୦୩ ରନ କରି ଅପରାଜିତ ରହିଛନ୍ତି ଶୁବମନ। 

15:16 PM

ଦଳୀୟ ସ୍କୋର ୨୦୬ ବେଳେ ଶତକ ପୂରଣ କଲେ ରୋହିତ ଶର୍ମା। ବ୍ୟକ୍ତିଗତ ୧୦୦ ରନରେ ଅପରାଜିତ ରହିଛନ୍ତି ରୋହିତ।

15:11 PM

ସ୍କୋର ବୋର୍ଡ
ଭାରତ: ୧୯୩/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୯୫
ଶୁବମନ ଗିଲ: ୯୬

୨୪ତମ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

15:09 PM

ସ୍କୋର ବୋର୍ଡ
ଭାରତ: ୧୯୩/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୯୪
ଶୁବମନ ଗିଲ: ୯୧

୨୩ତମ ଓଭର
ବୋଲର: ମିଚେଲ ବ୍ରେସଓ୍ୱେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୬
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

15:04 PM

ସ୍କୋର ବୋର୍ଡ
ଭାରତ: ୧୮୦/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୯୨
ଶୁବମନ ଗିଲ: ୮୦

୨୨ତମ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

15:00 PM

ସ୍କୋର ବୋର୍ଡ
ଭାରତ: ୧୭୮/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୯୧
ଶୁବମନ ଗିଲ: ୭୯

୨୧ତମ ଓଭର
ବୋଲର: ଡାରିଲ ମିଚେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

14:56 PM

ସ୍କୋର ବୋର୍ଡ
ଭାରତ: ୧୬୫/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୮୦
ଶୁବମନ ଗିଲ: ୭୭

୨୦ତମ ଓଭର
ବୋଲର: ମିଚେଲ ସାଣ୍ଟେନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

14:53 PM

ସ୍କୋର ବୋର୍ଡ
ଭାରତ: ୧୬୨/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୭୯
ଶୁବମନ ଗିଲ: ୭୫

୧୯ତମ ଓଭର
ବୋଲର: ଡାରିଲ ମିଚେଲ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୪ (LB)
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

14:49 PM

ସ୍କୋର ବୋର୍ଡ
ଭାରତ: ୧୫୧/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୭୮
ଶୁବମନ ଗିଲ: ୬୯

୧୮ତମ ଓଭର
ବୋଲର: ମିଚେଲ ସାଣ୍ଟେନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

14:41 PM

ସ୍କୋର ବୋର୍ଡ
ଭାରତ: ୧୪୭/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୭୭
ଶୁବମନ ଗିଲ: ୬୭

୧୭ତମ ଓଭର
ବୋଲର: ଡାରିଲ ମିଚେଲ 

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

14:37 PM

ସ୍କୋର ବୋର୍ଡ
ଭାରତ: ୧୪୦/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୭୨
ଶୁବମନ ଗିଲ: ୬୬

୧୬ତମ ଓଭର
ବୋଲର: ମିଚେଲ ସାଣ୍ଟେନର

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୬

14:34 PM

ସ୍କୋର ବୋର୍ଡ
ଭାରତ: ୧୨୮/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୭୧
ଶୁବମନ ଗିଲ: ୫୫

୧୫ତମ ଓଭର
ବୋଲର: ଡାରିଲ ମିଚେଲ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

14:28 PM

ସ୍କୋର ବୋର୍ଡ
ଭାରତ: ୧୧୪/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୫୮
ଶୁବମନ ଗିଲ: ୫୪

୧୪ତମ ଓଭର
ବୋଲର: ମିଚେଲ ସାଣ୍ଟେନର

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୬
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

ଅର୍ଦ୍ଧଶତକ ପୂରଣ କଲେ ରୋହିତ ଶର୍ମା। ୫୮ ରନ କରି ଖେଳ ଜାରି ରଖିଛନ୍ତି ରୋହିତ। 

14:25 PM

ସ୍କୋର ବୋର୍ଡ
ଭାରତ: ୧୦୧/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୪୫
ଶୁବମନ ଗିଲ: ୫୪

୧୩ତମ ଓଭର
ବୋଲର: ବ୍ଲେୟାର ଟିକନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

14:23 PM

ସ୍କୋର ବୋର୍ଡ
ଭାରତ: ୯୭/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୪୩
ଶୁବମନ ଗିଲ: ୫୨

୧୨ତମ ଓଭର
ବୋଲର: ମିଚେଲ ସେଣ୍ଟନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

14:19 PM

୩୩ ବଲରେ ଅର୍ଦ୍ଧଶତକ ପୂରଣ କଲେ ଶୁବମନ ଗିଲ। ୫୧ ରନ କରି ଖେଳ ଅପରାଜିତ ରହିଛନ୍ତି ଶୁବମନ। 

14:17 PM

ସ୍କୋର ବୋର୍ଡ
ଭାରତ: ୯୦/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୪୨
ଶୁବମନ ଗିଲ: ୪୬

୧୧ତମ ଓଭର
ବୋଲର: ବ୍ଲେୟାର ଟିକନର

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

14:13 PM

ସ୍କୋର ବୋର୍ଡ
ଭାରତ: ୮୨/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୩୯
ଶୁବମନ ଗିଲ: ୪୧

ଦଶମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୬
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ୧

14:09 PM

ସ୍କୋର ବୋର୍ଡ
ଭାରତ: ୬୫/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୨୨
ଶୁବମନ ଗିଲ: ୪୧

ନବମ ଓଭର
ବୋଲର: ବ୍ଲେୟାର ଟିକନର

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

14:05 PM

ସ୍କୋର ବୋର୍ଡ
ଭାରତ: ୬୪/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୨୧
ଶୁବମନ ଗିଲ: ୪୧

ଅଷ୍ଟମ ଓଭର
ବୋଲର: ଲକି ଫର୍ଗୁସନ୍

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୬
ଷଷ୍ଠ ବଲ : ୪

14:00 PM

ସ୍କୋର ବୋର୍ଡ
ଭାରତ: ୪୨/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୨୧
ଶୁବମନ ଗିଲ: ୧୯

ସପ୍ତମ ଓଭର
ବୋଲର: ବ୍ଲେୟାର ଟିକନର

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

13:55 PM

ସ୍କୋର ବୋର୍ଡ
ଭାରତ: ୩୧/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୧୭
ଶୁବମନ ଗିଲ: ୧୨

ଷଷ୍ଠ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

13:52 PM

ସ୍କୋର ବୋର୍ଡ
ଭାରତ: ୩୧/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୧୭
ଶୁବମନ ଗିଲ: ୧୨

ପଞ୍ଚମ ଓଭର
ବୋଲର: ଜାକବ ଡଫି

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ୧

13:47 PM

ସ୍କୋର ବୋର୍ଡ
ଭାରତ: ୧୭/୦୦

ବ୍ୟାଟସମ୍ୟାନ
ରୋହିତ ଶର୍ମା: ୧୦
ଶୁବମନ ଗିଲ: ୫

ଚତୁର୍ଥ ଓଭର
ବୋଲର: ଲକି ଫର୍ଗୁସନ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ଅତିରିକ୍ତ ବଲ: ଓ୍ୱାଇଡ଼
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦