IND VS AUS live Scorecard: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସହଜ ବିଜୟ
Advertisement

IND VS AUS live Scorecard: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସହଜ ବିଜୟ

IND VS AUS live Scorecard: ନମସ୍କାର ବନ୍ଧୁଗଣ । ଜୀ ଓଡ଼ିଶାର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ବ୍ଲଗରେ ଆପଣଙ୍କୁ ଆମେ ଚଳିତ ବିଶ୍ୱକପ ମ୍ୟାଚ୍ ଗୁଡ଼ିକର ଲାଇଭ ଅପଡେଟ୍ ଦେବାକୁ ଚେଷ୍ଟା କରିବୁ । ଆଜି ଚେନ୍ନାଇରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚର ଟିକନିଖ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ । 

IND VS AUS live Scorecard: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସହଜ ବିଜୟ
LIVE Blog
08 October 2023
21:59 PM

India vs Australia Match Result: ଚଳିତ ବିଶ୍ୱକପର ପଞ୍ଚମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ ଅଷ୍ଟ୍ରେଲିଆ ଦଳ ୪୯.୩ ଓଭରରେ ୧୯୯ ରନ କରି ଅଲ ଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିବା ବେଳେ କୁଳଦୀପ ଯାଦବ ଓ ଜଶପ୍ରିତ ବୁମରା ୨ଟି ଲେଖାଏଁ, ମହମ୍ମଦ ସିରାଜ, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ। ଜବାବରେ ଭାରତ ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ମାତ୍ର ୪୧.୨ ଓଭରରେ ୪ଟି ଓ୍ୱିକେଟ ହରାଇ ସହଜରେ ହାସଲ କରିନେଇଥିଲା। ବିରାଟ କୋହଲି (୮୫) ଓ କେଏଲ ରାହୁଲ (୯୭)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ସହଜରେ ବିଜୟ ହାସଲ କରିନେଇଥିଲା ଭାରତ

ଆଜିର Live Blog ଏଠାରେ ସମାପ୍ତ କରୁଛୁ। ଶୁଭରାତ୍ରୀ

21:50 PM

ଅଷ୍ଟ୍ରେଲିଆ: 199/10
ଭାରତ: 195/04

କେଏଲ ରାହୁଲ: 91
ହାର୍ଦ୍ଦିକ ପାଣ୍ଡ୍ୟା: 11

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

41ମ ଓଭର
6.4.1.1.0.1 

ଶେଷ ଓ୍ୱିକେଟ
ବିରାଟ କୋହଲି: 85

21:46 PM

ଅଷ୍ଟ୍ରେଲିଆ: 199/10
ଭାରତ: 182/04

କେଏଲ ରାହୁଲ: 79
ହାର୍ଦ୍ଦିକ ପାଣ୍ଡ୍ୟା: 10

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜେଲଉଡ଼

40ମ ଓଭର
1.0.1.wd.1.6.0 

ଶେଷ ଓ୍ୱିକେଟ
ବିରାଟ କୋହଲି: 85

21:40 PM

ଅଷ୍ଟ୍ରେଲିଆ: 199/10
ଭାରତ: 172/04

କେଏଲ ରାହୁଲ: 77
ହାର୍ଦ୍ଦିକ ପାଣ୍ଡ୍ୟା: 03

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

39ମ ଓଭର
1.0.0.1.1.1 

ଶେଷ ଓ୍ୱିକେଟ
ବିରାଟ କୋହଲି: 85

21:37 PM

ଅଷ୍ଟ୍ରେଲିଆ: 199/10
ଭାରତ: 168/04

କେଏଲ ରାହୁଲ: 75
ହାର୍ଦ୍ଦିକ ପାଣ୍ଡ୍ୟା: 01

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜଲଉଡ଼

37ମ ଓଭର
0.0.0.W.1.0 

ଶେଷ ଓ୍ୱିକେଟ
ବିରାଟ କୋହଲି: 85

21:33 PM

ଭାରତର ଚତୁର୍ଥ ଓ୍ୱିକେଟର ପତନ। ଚତୁର୍ଥ ଓ୍ୱିକେଟ ଭାବେ ବିରାଟ କୋହଲି ଆଉଟ ହୋଇଛନ୍ତି। ବ୍ୟକ୍ତିଗତ ଭାବେ ୮୫ ରନ କରି ପାଭିଲିୟନ ଫେରିଛନ୍ତି ବିରାଟ। 

21:31 PM

ଅଷ୍ଟ୍ରେଲିଆ: 199/10
ଭାରତ: 167/03

କେଏଲ ରାହୁଲ: 75
ବିରାଟ କୋହଲି: 85

ଅଷ୍ଟ୍ରେଲିଆ
ବୋଲର: ଆଡାମ ଜାମ୍ପା

37ମ ଓଭର
3.2.1.0.1.1 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

21:26 PM

ଅଷ୍ଟ୍ରେଲିଆ: 199/10
ଭାରତ: 159/03

କେଏଲ ରାହୁଲ: 71
ବିରାଟ କୋହଲି: 81

ଅଷ୍ଟ୍ରେଲିଆ
ବୋଲର: ଜୋଶ ହାଜେଲଉଡ଼

36ମ ଓଭର
1.0.0.2.4.1 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

21:18 PM

ଅଷ୍ଟ୍ରେଲିଆ: 199/10
ଭାରତ: 151/03

କେଏଲ ରାହୁଲ: 64
ବିରାଟ କୋହଲି: 80

ଅଷ୍ଟ୍ରେଲିଆ
ବୋଲର: ଆଡାମ ଜାମ୍ପା

35ମ ଓଭର
1.1.1.1.0.1 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

21:14 PM

ଅଷ୍ଟ୍ରେଲିଆ: 199/10
ଭାରତ: 146/03

କେଏଲ ରାହୁଲ: 62
ବିରାଟ କୋହଲି: 77

ଅଷ୍ଟ୍ରେଲିଆ
ବୋଲର: ମିଚେଲ ଷ୍ଟାର୍କ

34ମ ଓଭର
1.1.0.0.4.1 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

21:07 PM

ଅଷ୍ଟ୍ରେଲିଆ: 199/10
ଭାରତ: 139/03

କେଏଲ ରାହୁଲ: 61
ବିରାଟ କୋହଲି: 71

ଅଷ୍ଟ୍ରେଲିଆ
ବୋଲର: ଆଡାମ ଜାମ୍ପା

33ମ ଓଭର
4.0.1.0.1.1 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

21:04 PM

ଅଷ୍ଟ୍ରେଲିଆ: 199/10
ଭାରତ: 132/03

କେଏଲ ରାହୁଲ: 60
ବିରାଟ କୋହଲି: 65

ଅଷ୍ଟ୍ରେଲିଆ
ବୋଲର: ମିଚେଲ ଷ୍ଟାର୍କ

32ମ ଓଭର
2.wd.0.1.4.0.0 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:58 PM

ଅଷ୍ଟ୍ରେଲିଆ: 199/10
ଭାରତ: 124/03

କେଏଲ ରାହୁଲ: 56
ବିରାଟ କୋହଲି: 62

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

31ମ ଓଭର
1.1.1.1.0.0 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:51 PM

ଅଷ୍ଟ୍ରେଲିଆ: 199/10
ଭାରତ: 120/03

କେଏଲ ରାହୁଲ: 54
ବିରାଟ କୋହଲି: 60

ଅଷ୍ଟ୍ରେଲିଆ
ବୋଲର: ପାଟ କମିନ୍ସ

30ମ ଓଭର
0.0.1.0.0.0 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:46 PM

ଅଷ୍ଟ୍ରେଲିଆ: 199/10
ଭାରତ: 119/03

କେଏଲ ରାହୁଲ: 53
ବିରାଟ କୋହଲି: 60

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସ ଓ୍ୱେଲ

29ମ ଓଭର
0.1.1.0.1.0 

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:41 PM

ଅଷ୍ଟ୍ରେଲିଆ: 199/10
ଭାରତ: 116/03

କେଏଲ ରାହୁଲ: 51
ବିରାଟ କୋହଲି: 59

ଅଷ୍ଟ୍ରେଲିଆ
ବୋଲର: ପାଟ କମିନ୍ସ

28ମ ଓଭର
1.1.B1.N.Wd.4.1.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:35 PM

ଅଷ୍ଟ୍ରେଲିଆ: 199/10
ଭାରତ: 105/03

କେଏଲ ରାହୁଲ: 49
ବିରାଟ କୋହଲି: 53

ଅଷ୍ଟ୍ରେଲିଆ
ବୋଲର: ଆଡାମ ଜାମ୍ପା

27ମ ଓଭର
1.1.0.1.0.2

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:32 PM

ଅଷ୍ଟ୍ରେଲିଆ: 199/10
ଭାରତ: 100/03

କେଏଲ ରାହୁଲ: 47
ବିରାଟ କୋହଲି: 50

ଅଷ୍ଟ୍ରେଲିଆ
ବୋଲର: ପାଟ କମିନ୍ସ

26ମ ଓଭର
0.1.2.0.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:27 PM

ଅଷ୍ଟ୍ରେଲିଆ: 199/10
ଭାରତ: 97/03

କେଏଲ ରାହୁଲ: 46
ବିରାଟ କୋହଲି: 48

ଅଷ୍ଟ୍ରେଲିଆ
ବୋଲର: ଆଡାମ ଜାମ୍ପା

25ମ ଓଭର
1.1.1.2.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:21 PM

ଅଷ୍ଟ୍ରେଲିଆ: 199/10
ଭାରତ: 92/03

କେଏଲ ରାହୁଲ: 44
ବିରାଟ କୋହଲି: 45

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜଲଉଡ଼

24ମ ଓଭର
0.0.1.0.0.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:18 PM

ଅଷ୍ଟ୍ରେଲିଆ: 199/10
ଭାରତ: 90/03

କେଏଲ ରାହୁଲ: 43
ବିରାଟ କୋହଲି: 44

ଅଷ୍ଟ୍ରେଲିଆ
ବୋଲର: ଆଡ଼ାମ ଜାମ୍ପା

23ମ ଓଭର
1.0.0.1.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:13 PM

ଅଷ୍ଟ୍ରେଲିଆ: 199/10
ଭାରତ: 87/03

କେଏଲ ରାହୁଲ: 42
ବିରାଟ କୋହଲି: 42

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜଲଉଡ଼

22ଶ ଓଭର
1.1.0.1.1.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:10 PM

ଅଷ୍ଟ୍ରେଲିଆ: 199/10
ଭାରତ: 82/03

କେଏଲ ରାହୁଲ: 40
ବିରାଟ କୋହଲି: 39

ଅଷ୍ଟ୍ରେଲିଆ
ବୋଲର: ମିଚେଲ ଷ୍ଟାର୍କ

21ଶ ଓଭର
1.1.0.0.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

20:03 PM

ଅଷ୍ଟ୍ରେଲିଆ: 199/10
ଭାରତ: 80/03

କେଏଲ ରାହୁଲ: 39
ବିରାଟ କୋହଲି: 38

ଅଷ୍ଟ୍ରେଲିଆ
ବୋଲର: ଆଡ଼ାମ ଜାମ୍ପା

20ଶ ଓଭର
2.1.1.1.1.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:56 PM

ଅଷ୍ଟ୍ରେଲିଆ: 199/10
ଭାରତ: 69/03

କେଏଲ ରାହୁଲ: 32
ବିରାଟ କୋହଲି: 34

ଅଷ୍ଟ୍ରେଲିଆ
ବୋଲର: ଆଡାମ ଜାମ୍ପା

18ଶ ଓଭର
1.0.4.0.4.4

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:49 PM

ଅଷ୍ଟ୍ରେଲିଆ: 199/10
ଭାରତ: 56/03

କେଏଲ ରାହୁଲ: 20
ବିରାଟ କୋହଲି: 33

ଅଷ୍ଟ୍ରେଲିଆ
ବୋଲର: ମିସେଲ ଷ୍ଟାର୍କ

17ଶ ଓଭର
0.1.1.1.0.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:45 PM

ଅଷ୍ଟ୍ରେଲିଆ: 199/10
ଭାରତ: 52/03

କେଏଲ ରାହୁଲ: 18
ବିରାଟ କୋହଲି: 31

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

16ଶ ଓଭର
0.2.0.0.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:36 PM

ଅଷ୍ଟ୍ରେଲିଆ: 199/10
ଭାରତ: 49/03

କେଏଲ ରାହୁଲ: 15
ବିରାଟ କୋହଲି: 31

ଅଷ୍ଟ୍ରେଲିଆ
ବୋଲର: କ୍ୟାମେରୁନ ଗ୍ରୀନ

15ଶ ଓଭର
0.0.0.0.4.4

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:34 PM

ଅଷ୍ଟ୍ରେଲିଆ: 199/10
ଭାରତ: 41/03

କେଏଲ ରାହୁଲ: 14
ବିରାଟ କୋହଲି: 21

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

14ଶ ଓଭର
0.0.1.0.1.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:27 PM

ଅଷ୍ଟ୍ରେଲିଆ: 199/10
ଭାରତ: 38/03

କେଏଲ ରାହୁଲ: 14
ବିରାଟ କୋହଲି: 21

ଅଷ୍ଟ୍ରେଲିଆ
ବୋଲର: କ୍ୟାମେରୁନ ଗ୍ରୀନ

13ଶ ଓଭର
1.1.1.0.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:26 PM

ଅଷ୍ଟ୍ରେଲିଆ: 199/10
ଭାରତ: 35/03

କେଏଲ ରାହୁଲ: 13
ବିରାଟ କୋହଲି: 19

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

12ଶ ଓଭର
0.0.0.1.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:22 PM

ଅଷ୍ଟ୍ରେଲିଆ: 199/10
ଭାରତ: 33/03

କେଏଲ ରାହୁଲ: 12
ବିରାଟ କୋହଲି: 18

ଅଷ୍ଟ୍ରେଲିଆ
ବୋଲର: ପାଟ କମିନ୍ସ

11ମ ଓଭର
0.1.0.4.0.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:15 PM

ଅଷ୍ଟ୍ରେଲିଆ: 199/10
ଭାରତ: 27/03

କେଏଲ ରାହୁଲ: 07
ବିରାଟ କୋହଲି: 17

ଅଷ୍ଟ୍ରେଲିଆ
ବୋଲର: ଗ୍ଲେନ ମ୍ୟାକ୍ସଓ୍ୱେଲ

10ମ ଓଭର
0.0.1.0.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:14 PM

ଅଷ୍ଟ୍ରେଲିଆ: 199/10
ଭାରତ: 26/03

କେଏଲ ରାହୁଲ: 07
ବିରାଟ କୋହଲି: 16

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜେଲଉଡ଼

୯ମ ଓଭର
1.1.1.1.0.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:06 PM

ଅଷ୍ଟ୍ରେଲିଆ: 199/10
ଭାରତ: 21/03

କେଏଲ ରାହୁଲ: 05
ବିରାଟ କୋହଲି: 13

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜେଲଉଡ଼

୮ମ ଓଭର
0.0.0.0.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:05 PM

ଅଷ୍ଟ୍ରେଲିଆ: 199/10
ଭାରତ: 20/03

କେଏଲ ରାହୁଲ: 05
ବିରାଟ କୋହଲି: 12

ଅଷ୍ଟ୍ରେଲିଆ
ବୋଲର: ପାଟ କମିନ୍ସ

୭ମ ଓଭର
0.1.1.0.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

19:00 PM

ଅଷ୍ଟ୍ରେଲିଆ: 199/10
ଭାରତ: 18/03

କେଏଲ ରାହୁଲ: 04
ବିରାଟ କୋହଲି: 11

ଅଷ୍ଟ୍ରେଲିଆ
ବୋଲର: ଜୋଷ ହେଜେଲଉଡ଼

ଷଷ୍ଠ ଓଭର
0.0.0.0.4.2

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

18:57 PM

ଅଷ୍ଟ୍ରେଲିଆ: 199/10
ଭାରତ: 12/03

କେଏଲ ରାହୁଲ: 04
ବିରାଟ କୋହଲି: 05

ଅଷ୍ଟ୍ରେଲିଆ
ବୋଲର: ମିଚେଲ ଷ୍ଟାର୍କ

ପଞ୍ଚମ ଓଭର
0.0.wd.0.0.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

18:52 PM

ଅଷ୍ଟ୍ରେଲିଆ: 199/10
ଭାରତ: 10/03

କେଏଲ ରାହୁଲ: 04
ବିରାଟ କୋହଲି: 04

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜଲଉଡ଼

ଚତୁର୍ଥ ଓଭର
0.0.0.0.1.4

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

18:45 PM

ଅଷ୍ଟ୍ରେଲିଆ: 199/10
ଭାରତ: 05/03

କେଏଲ ରାହୁଲ: 00
ବିରାଟ କୋହଲି: 03

ଅଷ୍ଟ୍ରେଲିଆ
ବୋଲର: ମିଚେଲ ଷ୍ଟାର୍କ

ତୃତୀୟ ଓଭର
2.0.0.0.1.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

18:38 PM

ଅଷ୍ଟ୍ରେଲିଆ: 199/10
ଭାରତ: 02/03

କେଏଲ ରାହୁଲ: 00
ବିରାଟ କୋହଲି: 00

ଅଷ୍ଟ୍ରେଲିଆ
ବୋଲର: ଜୋଶ ହେଜଲଉଡ଼

ଦ୍ୱିତୀୟ ଓଭର
0.0.W.0.0.W

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 00

18:35 PM

ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଦଳକୁ ଦ୍ୱିତୀୟ ଝଟକା। ଦ୍ୱିତୀୟ ଓ୍ୱିକେଟ ଭାବେ ରୋହିତ ଶର୍ମା ଆଉଟ। ଖାତା ଖୋଲି ନପାରି ପାଭିଲିୟନ ଫେରିଲେ ରୋହିତ।

18:33 PM

ଅଷ୍ଟ୍ରେଲିଆ: 199/10
ଭାରତ: 02/01

ରୋହିତ ଶର୍ମା: 00
ବିରାଟ କୋହଲି: 00

ଅଷ୍ଟ୍ରେଲିଆ
ବୋଲର: ମାଇକେଲ ଷ୍ଟାର୍କ

ପ୍ରଥମ ଓଭର
Wd.0.0.L1.W.0.0

ଶେଷ ଓ୍ୱିକେଟ
ଇଶାନ କିସନ: 00

18:31 PM

ଭାରତର ପ୍ରଥମ ଓ୍ୱିକେଟର ପତନ। ଧାର୍ଯ୍ୟ ୨୦୦ ରନ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରୁଛି ଭାରତ। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଇଶାନ କିସନ ପାଳି ଆରମ୍ଭ କରିଥିଲେ। 

17:56 PM

ଦଶମ ଓ୍ୱିକେଟ ହରାଇଲା ଅଷ୍ଟ୍ରେଲିଆ। ଏହା ସହିତ ଭାରତକୁ ୨୦୦ ରନର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ। ଦଶମ ଓ୍ୱିକେଟ ଭାବେ ମିଚେଲ ଷ୍ଟାର୍କ ଆଉଟ ହୋଇଛନ୍ତି। ସେ ବ୍ୟକ୍ତିଗତ ୨୮ ରନ କରି ଆଉଟ ହୋଇଥିଲେ। 

ଅଷ୍ଟ୍ରେଲିଆ: 199/10

ମିଚେଲ ଷ୍ଟାର୍କ: 28
ଜୋଶ ହେଜେଲଉଡ଼: 01

ଭାରତ
ବୋଲର: ମହମ୍ମଦ ସିରାଜ

49ତମ ଓଭର
0.4.W 

ଶେଷ ଓ୍ୱିକେଟ

ମିଚେଲ ଷ୍ଟାର୍କ: 28

17:52 PM

ଅଷ୍ଟ୍ରେଲିଆ: 195/09

ମିଚେଲ ଷ୍ଟାର୍କ: 24
ଜୋଶ ହେଜେଲଉଡ଼: 01

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

49ତମ ଓଭର
1.W.1.0.4.1

ଶେଷ ଓ୍ୱିକେଟ
ଆଡାମ ଜାମ୍ପା: 06

17:50 PM

ବ୍ୟକ୍ତିଗତ ୬ ରନ କରି ପାଭିଲିଅନ ଫେରିଲେ ଆଡାମ ଜାମ୍ପା। 

17:48 PM

ଅଷ୍ଟ୍ରେଲିଆ: 188/08

ମିଚେଲ ଷ୍ଟାର୍କ: 18
ଆଡାମ ଜାମ୍ପା: 06

ଭାରତ
ବୋଲର: ମହମ୍ମଦ ସିରାଜ

48ତମ ଓଭର
1.Wd.0.0.1.Wd.1.0

ଶେଷ ଓ୍ୱିକେଟ
ପାଟ କମିନ୍ସ: 15

17:38 PM

ଅଷ୍ଟ୍ରେଲିଆ: 183/08

ମିଚେଲ ଷ୍ଟାର୍କ: 16
ଆଡାମ ଜାମ୍ପା: 05

ଭାରତ
ବୋଲର: ଜଶପ୍ରିତ ବୁମରା

47ତମ ଓଭର
0.6.0.0.0.Wd.1

ଶେଷ ଓ୍ୱିକେଟ
ପାଟ କମିନ୍ସ: 15

17:34 PM

ଅଷ୍ଟ୍ରେଲିଆ: 175/08

ମିଚେଲ ଷ୍ଟାର୍କ: 09
ଆଡାମ ଜାମ୍ପା: 05

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

46ତମ ଓଭର
1.1.0.0.1.0

ଶେଷ ଓ୍ୱିକେଟ
ପାଟ କମିନ୍ସ: 15

17:29 PM

ଅଷ୍ଟ୍ରେଲିଆ: 172/08

ମିଚେଲ ଷ୍ଟାର୍କ: 07
ଆଡାମ ଜାମ୍ପା: 04

ଭାରତ
ବୋଲର: ଜଶପ୍ରିତ ବୁମରା

45ତମ ଓଭର
1.0.1.0.1.wd.0

ଶେଷ ଓ୍ୱିକେଟ
ପାଟ କମିନ୍ସ: 15

17:27 PM

ଅଷ୍ଟ୍ରେଲିଆ: 168/08

ମିଚେଲ ଷ୍ଟାର୍କ: 06
ଆଡାମ ଜାମ୍ପା: 03

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

44ତମ ଓଭର
0.0.0.0.0.0

ଶେଷ ଓ୍ୱିକେଟ
ପାଟ କମିନ୍ସ: 15

17:26 PM

ଅଷ୍ଟ୍ରେଲିଆ: 168/08

ମିଚେଲ ଷ୍ଟାର୍କ: 06
ଆଡାମ ଜାମ୍ପା: 03

ଭାରତ
ବୋଲର: ଜଶପ୍ରିତ ବୁମରା

43ତମ ଓଭର
1.W.0.2.0.1

ଶେଷ ଓ୍ୱିକେଟ
ପାଟ କମିନ୍ସ: 15

17:21 PM

ଜଶପ୍ରିତ ବୁମରାଙ୍କ ବଲରେ ପାଟ କମିନ୍ସ ଆଉଟ। ବ୍ୟକ୍ତିଗତ ୧୫ ରନ କରି ପାଭିଲିୟନ ଫେରିଛନ୍ତି ପାଟ କମିନ୍ସ। 

17:19 PM

ଅଷ୍ଟ୍ରେଲିଆ: 164/07

ମିଚେଲ ଷ୍ଟାର୍କ: 05
ପାଟ କମିନ୍ସ: 15

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

42ତମ ଓଭର
0.0.0.0.0.L4

ଶେଷ ଓ୍ୱିକେଟ
କ୍ୟାମେରୁନ ଗ୍ରୀନ: 08

17:13 PM

ଅଷ୍ଟ୍ରେଲିଆ: 160/07

ମିଚେଲ ଷ୍ଟାର୍କ: 05
ପାଟ କମିନ୍ସ: 15

ଭାରତ
ବୋଲର: ଜଶପ୍ରିତ ବୁମରା

40ତମ ଓଭର
1.0.0.0.2.1

ଶେଷ ଓ୍ୱିକେଟ
କ୍ୟାମେରୁନ ଗ୍ରୀନ: 08

17:10 PM

ଅଷ୍ଟ୍ରେଲିଆ: 156/07

ମିଚେଲ ଷ୍ଟାର୍କ: 04
ପାଟ କମିନ୍ସ: 12

ଭାରତ
ବୋଲର: କୁଲଦୀପ ଯାଦବ

39ତମ ଓଭର
0.1.6.0.0.4

ଶେଷ ଓ୍ୱିକେଟ
କ୍ୟାମେରୁନ ଗ୍ରୀନ: 08

17:05 PM

ଅଷ୍ଟ୍ରେଲିଆ: 145/07

ମିଚେଲ ଷ୍ଟାର୍କ: 03
ପାଟ କମିନ୍ସ: 02

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

39ତମ ଓଭର
0.0.1.1.1.1

ଶେଷ ଓ୍ୱିକେଟ
କ୍ୟାମେରୁନ ଗ୍ରୀନ: 08

17:05 PM

ଅଷ୍ଟ୍ରେଲିଆ: 142/07

ମିଚେଲ ଷ୍ଟାର୍କ: 01
ପାଟ କମିନ୍ସ: 01

ଭାରତ
ବୋଲର: କୁଲଦୀପ ଯାଦବ

38ତମ ଓଭର
0.0.0.0.1.1

ଶେଷ ଓ୍ୱିକେଟ
କ୍ୟାମେରୁନ ଗ୍ରୀନ: 08

17:02 PM

ଅଷ୍ଟ୍ରେଲିଆ: 140/07

ମିଚେଲ ଷ୍ଟାର୍କ: 00
ପାଟ କମିନ୍ସ: 00

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

37ତମ ଓଭର
0.W.0.0.0.0

ଶେଷ ଓ୍ୱିକେଟ
କ୍ୟାମେରୁନ ଗ୍ରୀନ: 08

16:56 PM

ଅଷ୍ଟ୍ରେଲିଆ: 140/06

କ୍ୟାମେରୁନ ଗ୍ରୀନ: 08
ପାଟ କମିନ୍ସ: 00

ଭାରତ
ବୋଲର: କୁଲଦୀପ ଯାଦବ

36ତମ ଓଭର
1.0.1.0.W.0

ଶେଷ ଓ୍ୱିକେଟ
ଗ୍ଲେନ ମ୍ୟାକ୍ସଓ୍ୱେଲ: 14

16:53 PM

ଷଷ୍ଠ ଓ୍ୱିକେଟ ହରାଇଲା ଅଷ୍ଟ୍ରେଲିଆ। କୁଲଦୀପ ଯାଦବଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଛନ୍ତି ଗ୍ଲେନ ମ୍ୟାକ୍ସ ଓ୍ୱେଲ। ବ୍ୟକ୍ତିଗତ ୧୫ ରନ କରି ପାଭିଲିୟନ ଫେରିଛନ୍ତି ମ୍ୟାକ୍ସଓ୍ୱେଲ। 

16:50 PM

ଅଷ୍ଟ୍ରେଲିଆ: 138/05

କ୍ୟାମେରୁନ ଗ୍ରୀନ: 07
ଗ୍ଲେନ ମ୍ୟାକ୍ସଓ୍ୱେଲ: 14

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

35ତମ ଓଭର
1.1.0.0.1.1

ଶେଷ ଓ୍ୱିକେଟ
ଆଲେକ୍ସ କ୍ୟାରୀ: 00

16:43 PM

ଅଷ୍ଟ୍ରେଲିଆ: 134/05

କ୍ୟାମେରୁନ ଗ୍ରୀନ: 05
ଗ୍ଲେନ ମ୍ୟାକ୍ସଓ୍ୱେଲ: 12

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

34ତମ ଓଭର
1.1.0.1.0.0

ଶେଷ ଓ୍ୱିକେଟ
ଆଲେକ୍ସ କ୍ୟାରୀ: 00

16:41 PM

ଅଷ୍ଟ୍ରେଲିଆ: 131/05

କ୍ୟାମେରୁନ ଗ୍ରୀନ: 03
ଗ୍ଲେନ ମ୍ୟାକ୍ସଓ୍ୱେଲ: 11

ଭାରତ
ବୋଲର: ଜଶପ୍ରିତ ବୁମରା

33ତମ ଓଭର
0.0.0.1.0.0

ଶେଷ ଓ୍ୱିକେଟ
ଆଲେକ୍ସ କ୍ୟାରୀ: 00

16:38 PM

ଅଷ୍ଟ୍ରେଲିଆ: 130/05

କ୍ୟାମେରୁନ ଗ୍ରୀନ: 02
ଗ୍ଲେନ ମ୍ୟାକ୍ସଓ୍ୱେଲ: 11

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

32ତମ ଓଭର
1.1.0.1.4.0

ଶେଷ ଓ୍ୱିକେଟ
ଆଲେକ୍ସ କ୍ୟାରୀ: 00

16:35 PM

ଅଷ୍ଟ୍ରେଲିଆ: 123/05

କ୍ୟାମେରୁନ ଗ୍ରୀନ: 00
ଗ୍ଲେନ ମ୍ୟାକ୍ସଓ୍ୱେଲ: 06

ଭାରତ
ବୋଲର: ଜଶପ୍ରିତ ବୁମରା

31ତମ ଓଭର
0.0.Wd.0.Wd.0.0.2

ଶେଷ ଓ୍ୱିକେଟ
ଆଲେକ୍ସ କ୍ୟାରୀ: 00

16:29 PM

ଅଷ୍ଟ୍ରେଲିଆ: 118/03

କ୍ୟାମେରୁନ ଗ୍ରୀନ: 00
ଗ୍ଲେନ ମ୍ୟାକ୍ସଓ୍ୱେଲ: 04

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

30ତମ ଓଭର
1.W.0.W.0.0

ଶେଷ ଓ୍ୱିକେଟ
ଆଲେକ୍ସ କ୍ୟାରୀ: 00

16:25 PM

ପଞ୍ଚମ ଓ୍ୱିକେଟର ପତନ। ପଞ୍ଚମ ଓ୍ୱିକେଟ ଭାବେ ଆଲେକ୍ସ କ୍ୟାରି ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ଗୋଟିଏ ଓ୍ୱିକେଟରେ ଦୁଇଟି ଓ୍ୱିକେଟ ହାତେଇଲେ ରବୀନ୍ଦ୍ର ଜାଡ଼େଜା। 

16:20 PM

ଚତୁର୍ଥ ଓ୍ୱିକେଟ ହରାଇଲା ଅଷ୍ଟ୍ରେଲିଆ। ଚତୁର୍ଥ ଓ୍ୱିକେଟ ଭାବରେ ମାର୍ଣ୍ଣନ ଲାବୁସେନ ଆଉଟ ହୋଇଛନ୍ତି। ବ୍ୟକ୍ତିଗତ ୨୭ ରନ କରି ପାଭିଲିୟନ ଫେରିଛନ୍ତି ଲାବୁସେନ। 

16:15 PM

ଅଷ୍ଟ୍ରେଲିଆ: 118/03

ମାର୍ଣ୍ଣସ ଲାବୁସେନ: 27
ଗ୍ଲେନ ମ୍ୟାକ୍ସଓ୍ୱେଲ: 03

ଭାରତ
ବୋଲର: କୁଲଦୀପ ଯାଦବ

29ତମ ଓଭର
1.1.1.0.1.2

ଶେଷ ଓ୍ୱିକେଟ
ଷ୍ଟିଭେନ ସ୍ମିଥ: 46

16:13 PM

ଅଷ୍ଟ୍ରେଲିଆ: 112/03

ମାର୍ଣ୍ଣସ ଲାବୁସେନ: 22
ଗ୍ଲେନ ମ୍ୟାକ୍ସଓ୍ୱେଲ: 01

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

28ତମ ଓଭର
W.1.0.0.1.0

ଶେଷ ଓ୍ୱିକେଟ
ଷ୍ଟିଭେନ ସ୍ମିଥ: 46

16:09 PM

ତୃତୀୟ ଓ୍ୱିକେଟ ହରାଇଲା ଅଷ୍ଟ୍ରେଲିଆ। ଷ୍ଟିଭେନ ସ୍ମିଥଙ୍କୁ ବୋଲ୍ଡ କଲେ ରବିନ୍ଦ୍ର ଜାଡ଼େଜା। ବ୍ୟକ୍ତିଗତ 46ରନ କରି ପାଭିଲିୟନ ଫେରିଛନ୍ତି ସ୍ମିଥ। 

16:03 PM

ଅଷ୍ଟ୍ରେଲିଆ: 110/02

ମାର୍ଣ୍ଣସ ଲାବୁସେନ: 22
ଷ୍ଟିଭେନ ସ୍ମିଥ: 46

ଭାରତ
ବୋଲର: କୁଲଦୀପ ଯାଦବ

27ତମ ଓଭର
0.1.1.2.1.1

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

16:02 PM

ଅଷ୍ଟ୍ରେଲିଆ: 104/02

ମାର୍ଣ୍ଣସ ଲାବୁସେନ: 18
ଷ୍ଟିଭେନ ସ୍ମିଥ: 44

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

26ତମ ଓଭର
1.0.0.0.1.0

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:55 PM

ଅଷ୍ଟ୍ରେଲିଆ: 102/02

ମାର୍ଣ୍ଣସ ଲାବୁସେନ: 17
ଷ୍ଟିଭେନ ସ୍ମିଥ: 43

ଭାରତ
ବୋଲର: ମହମ୍ମଦ ସିରାଜ

25ତମ ଓଭର
2.1.0.0.0.1

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:52 PM

ଅଷ୍ଟ୍ରେଲିଆ: 98/02

ମାର୍ଣ୍ଣସ ଲାବୁସେନ: 14
ଷ୍ଟିଭେନ ସ୍ମିଥ: 42

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

24ତମ ଓଭର
L1.1.1.1.0.1

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:46 PM

ଅଷ୍ଟ୍ରେଲିଆ: 93/02

ମାର୍ଣ୍ଣସ ଲାବୁସେନ: 12
ଷ୍ଟିଭେନ ସ୍ମିଥ: 40

ଭାରତ
ବୋଲର: ମହମ୍ମଦ ସିରାଜ

23ତମ ଓଭର
0.1.2.1.0.0

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:44 PM

ଅଷ୍ଟ୍ରେଲିଆ: 89/02

ମାର୍ଣ୍ଣସ ଲାବୁସେନ: 9
ଷ୍ଟିଭେନ ସ୍ମିଥ: 39

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

22ତମ ଓଭର
0.1.0.0.0.0

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:40 PM

ଅଷ୍ଟ୍ରେଲିଆ: 88/02

ମାର୍ଣ୍ଣସ ଲାବୁସେନ: 9
ଷ୍ଟିଭେନ ସ୍ମିଥ: 38

ଭାରତ
ବୋଲର: କୂଳଦୀପ ଯାଦବ

21ତମ ଓଭର
0.1.0.0.1.1

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:32 PM

ଅଷ୍ଟ୍ରେଲିଆ: 77/02

ମାର୍ଣ୍ଣସ ଲାବୁସେନ: 2
ଷ୍ଟିଭେନ ସ୍ମିଥ: 34

ଭାରତ
ବୋଲର: କୁଲଦୀପ ଯାଦବ

19ଶ ଓଭର
0.0.1.0.0.0

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:25 PM

ଅଷ୍ଟ୍ରେଲିଆ: 74/02

ଡାଭିଡ଼ ଓ୍ୱାର୍ଣ୍ଣର: 41
ଷ୍ଟିଭେନ ସ୍ମିଥ: 32

ଭାରତ
ବୋଲର: କୂଳଦୀପ ଯାଦବ

17ଶ ଓଭର
1.0.W.0.0.0

ଶେଷ ଓ୍ୱିକେଟ
ଡେଭିଡ଼ ଓ୍ୱାର୍ଣ୍ଣର: 41

15:21 PM

ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା

ଭାରତକୁ ଦ୍ୱିତୀୟ ସଫଳତା। ଦ୍ୱିତୀୟ ଓ୍ୱିକେଟ ନେଲା ଭାରତ। ଡାଭିଡ଼ ଓ୍ୱାର୍ଣ୍ଣରଙ୍କୁ ଆଉଟ କଲେ କୁଳଦୀପ ଯାଦବ। କୁଳଦୀପଙ୍କ ବଲରେ ବ୍ୟକ୍ତିଗତ ୪୧ ରନ କରି କ୍ୟାଚ ଆଉଟ ହେଲେ ଡାଭିଡ଼ ଓ୍ୱାର୍ଣ୍ଣର। 

15:19 PM

ଅଷ୍ଟ୍ରେଲିଆ: 73/01

ଡାଭିଡ଼ ଓ୍ୱାର୍ଣ୍ଣର: 41
ଷ୍ଟିଭେନ ସ୍ମିଥ: 32

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

16ଶ ଓଭର
1.1.0.0.0.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

15:10 PM

ଅଷ୍ଟ୍ରେଲିଆ: 71/01

ଡାଭିଡ଼ ଓ୍ୱାର୍ଣ୍ଣର: 40
ଷ୍ଟିଭେନ ସ୍ମିଥ: 31

ଭାରତ
ବୋଲର: କୂଳଦୀପ ଯାଦବ

15ଶ ଓଭର
0.0.0.4.0.1

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

15:06 PM

ଅଷ୍ଟ୍ରେଲିଆ: 66/01

ଡାଭିଡ଼ ଓ୍ୱାର୍ଣ୍ଣର: 35
ଷ୍ଟିଭେନ ସ୍ମିଥ: 31

ଭାରତ
ବୋଲର: କୂଳଦୀପ ଯାଦବ

14ଶ ଓଭର
4.0.0.1.1.1

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

15:03 PM

ଅଷ୍ଟ୍ରେଲିଆ: 59/01

ଡାଭିଡ଼ ଓ୍ୱାର୍ଣ୍ଣର: 29
ଷ୍ଟିଭେନ ସ୍ମିଥ: 30

ଭାରତ
ବୋଲର: କୂଳଦୀପ ଯାଦବ

13ଶ ଓଭର
L1.1.1.1.0.1

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

15:01 PM

ଅଷ୍ଟ୍ରେଲିଆ: 54/01

ଡାଭିଡ଼ ଓ୍ୱାର୍ଣ୍ଣର: 26
ଷ୍ଟିଭେନ ସ୍ମିଥ: 28

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

12ଶ ଓଭର
0.1.1.0.0.1

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:57 PM

ଅଷ୍ଟ୍ରେଲିଆ: 51/01

ଡାଭିଡ଼ ଓ୍ୱାର୍ଣ୍ଣର: 24
ଷ୍ଟିଭେନ ସ୍ମିଥ: 27

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

11ମ ଓଭର
0.4.0.4.0.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:52 PM

ଅଷ୍ଟ୍ରେଲିଆ: 43/01

ଡାଭିଡ଼ ଓ୍ୱାର୍ଣ୍ଣର: 24
ଷ୍ଟିଭେନ ସ୍ମିଥ: 19

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

10ମ ଓଭର
1.1.1.0.4.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:49 PM

ଦିନିକିଆ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହକାରୀ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ
୧୭୪୩: ରିକି ପଣ୍ଟିଂ
୧୦୮୫: ଆଡାମ ଗିଲଖ୍ରଷ୍ଟ
୧୦୦୪: ମାର୍କ ଓ୍ୱ
ଅପରାଜିତ ୧୦୦୧: ଡାଭିଡ଼ ଓ୍ୱାର୍ଣ୍ଣର
୯୮୭: ମାଥ୍ୟୁ ହେଡେନ

14:48 PM

ଅଷ୍ଟ୍ରେଲିଆ: 36/01

ଡାଭିଡ଼ ଓ୍ୱାର୍ଣ୍ଣର: 19
ଷ୍ଟିଭେନ ସ୍ମିଥ: 17

ଭାରତ
ବୋଲର: ଜସପ୍ରିତ ବୁମରା

୯ମ ଓଭର
1.0.1.2.0.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:42 PM

ଅଷ୍ଟ୍ରେଲିଆ: 32/01

ଡାଭିଡ଼ ଓ୍ୱାର୍ଣ୍ଣର: 16
ଷ୍ଟିଭେନ ସ୍ମିଥ: 16

ଭାରତ
ବୋଲର: ରବିଚନ୍ଦ୍ରନ ଅଶ୍ୱିନ

୮ମ ଓଭର
1.0.0.0.1.1

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:39 PM

ଅଷ୍ଟ୍ରେଲିଆ: 29/01

ଡାଭିଡ଼ ଓ୍ୱାର୍ଣ୍ଣର: 14
ଷ୍ଟିଭେନ ସ୍ମିଥ: 15

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

୭ମ ଓଭର
0.4.0.4.1.4

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:29 PM

ଅଷ୍ଟ୍ରେଲିଆ: 16/01

ଡାଭିଡ଼ ଓ୍ୱାର୍ଣ୍ଣର: 05
ଷ୍ଟିଭେନ ସ୍ମିଥ: 11

ଭାରତ
ବୋଲର: ମହମ୍ମଦ ସିରାଜ

୬ଷ୍ଠ ଓଭର
0.0.0.0.0.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:24 PM

ଅଷ୍ଟ୍ରେଲିଆ: 16/01

ଡାଭିଡ଼ ଓ୍ୱାର୍ଣ୍ଣର: 05
ଷ୍ଟିଭେନ ସ୍ମିଥ: 11

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର
4.0.0.0.1.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:19 PM

ଅଷ୍ଟ୍ରେଲିଆ: 11/01

ଡାଭିଡ଼ ଓ୍ୱାର୍ଣ୍ଣର: 05
ଷ୍ଟିଭେନ ସ୍ମିଥ: 06

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର
0.0.0.4.0.1

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:15 PM

ଅଷ୍ଟ୍ରେଲିଆ: 06/01

ଡାଭିଡ଼ ଓ୍ୱାର୍ଣ୍ଣର: 05
ଷ୍ଟିଭେନ ସ୍ମିଥ: 01

ଭାରତ
ବୋଲର: ଜସପ୍ରିତ ବୁମରା

ତୃତୀୟ ଓଭର
0.W.0.0.1.0

ଶେଷ ଓ୍ୱିକେଟ
ମିଚେଲ ମାର୍ସ: 00

14:10 PM

ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା

ଭାରତକୁ ପ୍ରଥମ ସଫଳତା। ଜସପ୍ରିତ ବୁମରାଙ୍କ ହାତରେ ମିଚେଲ ମାର୍ସ ଆଉଟ। ଏହା ସହିତ ଅଷ୍ଟ୍ରେଲିଆ ଗୋଟିଏ ଓ୍ୱିକେଟ ହରାଇ ୫ ରନରେ ଖେଳ ଜାରି ରଖିଛି। 

14:09 PM

ଅଷ୍ଟ୍ରେଲିଆ: 05/00

ଡାଭିଡ଼ ଓ୍ୱାର୍ଣ୍ଣର: 05
ମିଚେଲ ମାର୍ସ: 00

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର
4.0.0.0.0.0