IND vs ZIM T20 WC LIVE: ଭାରତରେ ଚମତ୍କାର ବୋଲିଂ, ୭୧ ରନରେ ପରାସ୍ତ ହେଲା ଜିମ୍ବାୱେ
Advertisement

IND vs ZIM T20 WC LIVE: ଭାରତରେ ଚମତ୍କାର ବୋଲିଂ, ୭୧ ରନରେ ପରାସ୍ତ ହେଲା ଜିମ୍ବାୱେ

IND vs ZIM T20 WC LIVE: ଟି-୨୦ ବିଶ୍ୱକପ ସୁପର-୧୨ ର ଶେଷ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । 

ସୌ: ସୋସିଆଲ ମିଡିଆ
LIVE Blog

India vs Zimbabwe LIVE Scorecard: ଟି-୨୦ ବିଶ୍ୱକପ ସୁପର-୧୨ ର ଶେଷ ମ୍ୟାଚରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଜିମ୍ବାୱେ ଦଳ ୧୧୫ ରନ୍ କରି ଅଲଏ ଆଉଟ ହୋଇଯାଇଥିଲା । ଭାରତ ତରଫରୁ କ୍ରମାଗତ ଦ୍ୱିତୀୟ ମ୍ୟାଚରେ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୫୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଅନ୍ୟପକ୍ଷରେ ସୁର୍ଯ୍ୟକୁମାର ଯାଦବ ୬୧ ରନରେ ଅପରାଜିତ ରହିଥିଲେ । ବିରାଟ କୋହଲିଙ୍କୁ ମଧ୍ୟ ଭଲ ଲୟରେ ଦେଖିବାକୁ ମିଳିଥିଲା । ସେ ୨୫ ବଲରେ ୨୬ ରନ୍ ସଂଗ୍ରହ କରିଥିଲେ ।

06 November 2022
16:52 PM

ଭାରତ ୭୧ ରନରେ ବିଜୟୀ

16:48 PM

ଜିମ୍ବାୱେ ସ୍କୋରକାର୍ଡ: 111/9 (18 ତମ ଓଭର)

ବ୍ୟାଟସମ୍ୟାନ:
ବ୍ଲେସିଙ୍ଗ ମୁଜାରାବାନୀ: 0 (2 ବଲ୍)
ଟେଣ୍ଡାର ଚାଟାରା: 0 (3 ବଲ)

ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : W  ଟେଣ୍ଡାର ଚାଟାରା ଆଉଟ (4(4) [4s-1])

16:43 PM

ଜିମ୍ବାୱେ ସ୍କୋରକାର୍ଡ: 111/9 (17 ତମ ଓଭର)

ବ୍ୟାଟସମ୍ୟାନ:
ବ୍ଲେସିଙ୍ଗ ମୁଜାରାବାନୀ: 0 (2 ବଲ୍)
ଟେଣ୍ଡାର ଚାଟାରା: 0 (2 ବଲ)

ବୋଲର: (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1
ତୃତୀୟ ବଲ : L1
ଚତୁର୍ଥ ବଲ : WD
ଅତିରିକ୍ତ ବଲ : (ସିକନ୍ଦର ରାଜା ଆଉଟ- 34(24) [4s-3])
ପଞ୍ଚମ ବଲ : 0
ଷଷ୍ଠ ବଲ : 0

16:36 PM

ଜିମ୍ବାୱେ ସ୍କୋରକାର୍ଡ: 106/8 (16 ତମ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 31 (21 ବଲ୍)
ଟେଣ୍ଡାର ଚାଟାରା: 0 (1 ବଲ)

ବୋଲର: (ଆର. ଅଶ୍ୱିନି 4-0-22-3)
ପ୍ରଥମ ବଲ : W (ୱେଲିଙ୍ଗଟନ୍ ମାସାକାଡଜା ଆଉଟ 1(7))
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : W (ରିଚାର୍ଡ ଏନଗର୍ଭା ଆଉଟ 1(2))
ଷଷ୍ଠ ବଲ : 0

16:32 PM

ଜିମ୍ବାୱେ ସ୍କୋରକାର୍ଡ: 104/6 (15 ତମ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 30 (19 ବଲ୍)
ୱେଲିଙ୍ଗଟନ୍ ମାସାକାଡଜା: 1 (6 ବଲ)

ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 1

16:27 PM

ଜିମ୍ବାୱେ ସ୍କୋରକାର୍ଡ: 96/6 (ଚତୁର୍ଦଶ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 22 (14 ବଲ୍)
ୱେଲିଙ୍ଗଟନ୍ ମାସାକାଡଜା: 0 (4 ବଲ)

ବୋଲର: (ଆର. ଅଶ୍ୱିନି)
ପ୍ରଥମ ବଲ : WD
ଅତିରକ୍ତ ବଲ: 1
ଦ୍ୱିତୀୟ ବଲ : W (ରିଆନ୍ ବର୍ଲ୍ ଆଉଟ 35(22) [4s-5 6s-1])
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

16:23 PM

ଜିମ୍ବାୱେ ସ୍କୋରକାର୍ଡ: 94/5 (ତ୍ରୟୋଦଶ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 22 (14 ବଲ୍)
ରିଆନ୍ ବର୍ଲ୍: 35 (21 ବଲ୍)

ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 4

16:21 PM

ଜିମ୍ବାୱେ ସ୍କୋରକାର୍ଡ: 81/5 (ଦ୍ୱାଦଶ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 18 (11 ବଲ୍)
ରିଆନ୍ ବର୍ଲ୍: 26 (18 ବଲ୍)

ବୋଲର: (ଆର. ଅଶ୍ୱିନି)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 2
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

16:14 PM

ଜିମ୍ବାୱେ ସ୍କୋରକାର୍ଡ: 68/5 (ଏକାଦଶ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 18 (11 ବଲ୍)
ରିଆନ୍ ବର୍ଲ୍: 21(12 ବଲ୍)

ବୋଲର: (ଅକ୍ଷର ପଟେଲ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 2
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 6
ଷଷ୍ଠ ବଲ : 1

16:10 PM

ଜିମ୍ବାୱେ ସ୍କୋରକାର୍ଡ: 59/5 (ଦଶମ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 9 (7 ବଲ୍)
ରିଆନ୍ ବର୍ଲ୍: 14 (10 ବଲ୍)

ବୋଲର: (ଆର. ଅଶ୍ୱିନି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 1

16:05 PM

ଜିମ୍ବାୱେ ସ୍କୋରକାର୍ଡ: 47/5 (ନବମ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 3 (4 ବଲ୍)
ରିଆନ୍ ବର୍ଲ୍: 8 (7 ବଲ୍)

ବୋଲର: (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 0
ତୃତୀୟ ବଲ : WD
ଅତିରିକ୍ତ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 1

15:59 PM

ଜିମ୍ବାୱେ ସ୍କୋରକାର୍ଡ: 39/5 (ଅଷ୍ଟମ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 3 (4 ବଲ୍)
ରିଆନ୍ ବର୍ଲ୍: 1 (1 ବଲ୍)

ବୋଲର: (ମହମ୍ମଦ ଶାମି)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : W (ଟନି ମୁନିୟଙ୍ଗା ଆଉଟ 5(4) [4s-1])
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 2

15:54 PM

ଜିମ୍ବାୱେ ସ୍କୋରକାର୍ଡ: 32/4 (ସପ୍ତମ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 1 (2 ବଲ୍)
ଟନି ମୁନିୟଙ୍ଗା: 1(1 ବଲ୍)

ବୋଲର: (ହାର୍ଦ୍ଦିକ ପାଣ୍ଡ୍ୟା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ଅତିରିକ୍ତ ବଲ: N
ତୃତୀୟ ବଲ : 0
ଚତୁର୍ଥ ବଲ : W (କ୍ରେଗ୍ ଏରଭାଇନ୍ ଆଉଟ 13(15) [4s-2])
ପଞ୍ଚମ ବଲ : 1
ଷଷ୍ଠ ବଲ : 0

15:53 PM

ଜିମ୍ବାୱେ ସ୍କୋରକାର୍ଡ: 29/3 

15:47 PM

ଜିମ୍ବାୱେ ସ୍କୋରକାର୍ଡ: 21/3 (ଷଷ୍ଠ ଓଭର)

ବ୍ୟାଟସମ୍ୟାନ:
ସିକନ୍ଦର ରାଜା: 0 (0 ବଲ୍)
କ୍ରେଗ୍ ଏରଭାଇନ୍: 12 (11 ବଲ୍)

ବୋଲର: (ମହମ୍ମଦ ଶାମି)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 6
ପଞ୍ଚମ ବଲ : 0
ଷଷ୍ଠ ବଲ : W (ସିନ ୱିଲିୟମ୍ସ ଆଉଟ 11(18) [6s-1])

15:42 PM

ଜିମ୍ବାୱେ ସ୍କୋରକାର୍ଡ: 21/2 (ପଞ୍ଚମ ଓଭର)

ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 5 (13 ବଲ୍)
କ୍ରେଗ୍ ଏରଭାଇନ୍: 11 (10 ବଲ୍)

ବୋଲର: (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 3
ଷଷ୍ଠ ବଲ : 0

15:38 PM

ଜିମ୍ବାୱେ ସ୍କୋରକାର୍ଡ: 13/2 (ଚତୃର୍ଥ ଓଭର)

ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 4 (11 ବଲ୍)
କ୍ରେଗ୍ ଏରଭାଇନ୍: 4 (6 ବଲ୍)

ବୋଲର: (ଅର୍ଶଦୀପ ସିଂ)
ପ୍ରଥମ ବଲ : WD
ଅତିରିକ୍ତ ବଲ: 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:33 PM

ଜିମ୍ବାୱେ ସ୍କୋରକାର୍ଡ: 7/2 (ତୃତୀୟ ଓଭର)

ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 4 (8 ବଲ୍)
କ୍ରେଗ୍ ଏରଭାଇନ୍: 0 (3 ବଲ୍)

ବୋଲର: (ଭୁବନେଶ୍ୱର କୁମାର)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 2
ପଞ୍ଚମ ବଲ : WD 
ଅତିରିକ୍ତ ବଲ: 0
ଷଷ୍ଠ ବଲ : 01

15:26 PM

ଜିମ୍ବାୱେ ସ୍କୋରକାର୍ଡ: 3/2 (ଦ୍ୱିତୀୟ ଓଭର)

ବ୍ୟାଟସମ୍ୟାନ:
ସିନ ୱିଲିୟମ୍ସ: 1 (2 ବଲ୍)
କ୍ରେଗ୍ ଏରଭାଇନ୍: 0 (3 ବଲ୍)

ବୋଲର : (ଅର୍ଶଦୀପ ସିଂ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : Wd2 
ଅତିରିକ୍ତ ବଲ: W (ରେଗିସ୍ ଚାକଭା ଆଉଟ 0(6))
ପଞ୍ଚମ ବଲ : 0
ଷଷ୍ଠ ବଲ : 1

15:11 PM

ଜିମ୍ବାୱେ ସ୍କୋରକାର୍ଡ: 0/1 (ପଥମ ଓଭର)

ବ୍ୟାଟସମ୍ୟାନ:
ରେଗିସ୍ ଚାକଭା: 0 (5 ବଲ୍)
କ୍ରେଗ୍ ଏରଭାଇନ୍: 0 (0 ବଲ୍)

ବୋଲର : (ଭୁବନେଶ୍ୱର କୁମାର)
ପ୍ରଥମ ବଲ : W (ୱେସଲି ମାଡେଭେର୍ ଆଉଟ 0(1))
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:10 PM

ଜିମ୍ବାୱେକୁ ୧୮୭ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

15:05 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 186/5 (20 ତମ ଓଭର)

ବ୍ୟାଟସମ୍ୟାନ:
ଅକ୍ଷର ପଟେଲ: 0 (0 ବଲ୍)
ସୂର୍ଯ୍ୟକୁମାର ଯାଦବ: 61 (25 ବଲ୍)

ବୋଲର : (ରିଚାର୍ଡ ନାର୍ଗଭା)
ପ୍ରଥମ ବଲ : NB
ଅତିରିକ୍ତ ବଲ: 0
ଦ୍ୱିତୀୟ ବଲ : W (ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ 18(18) [4s-2])
ତୃତୀୟ ବଲ : WD2
ଅତିରକ୍ତ ବଲ: 6
ଚତୁର୍ଥ ବଲ : 2
ପଞ୍ଚମ ବଲ : 4
ଷଷ୍ଠ ବଲ : 6

15:02 PM

ଭାରତକୁ ଲାଗିଲା ପଞ୍ଚମ ଝଟକା, ୧୮ ରନ କରି ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ

14:57 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 165/4 (19 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 18 (15 ବଲ୍)
ସୂର୍ଯ୍ୟକୁମାର ଯାଦବ: 43 (21 ବଲ୍)

ବୋଲର : (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 2
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 2
ଷଷ୍ଠ ବଲ : 0

14:51 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 152/4 (17 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 09 (10 ବଲ୍)
ସୂର୍ଯ୍ୟକୁମାର ଯାଦବ: 24 (14 ବଲ୍)

ବୋଲର  (ରିଚାର୍ଡ ନାର୍ଗଭା)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 6
ଚତୁର୍ଥ ବଲ : 1 LB
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:51 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 137/4 (18 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 11 (12 ବଲ୍)
ସୂର୍ଯ୍ୟକୁମାର ଯାଦବ: 37 (18 ବଲ୍)

ବୋଲର : (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 6

14:46 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 137/4 (17 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 09 (10 ବଲ୍)
ସୂର୍ଯ୍ୟକୁମାର ଯାଦବ: 24 (14 ବଲ୍)

ବୋଲର  (ରିଚାର୍ଡ ନାର୍ଗଭା)
ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 6
ଚତୁର୍ଥ ବଲ : 1 LB
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:41 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 125/4 (16 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 12 (9 ବଲ୍)
ସୂର୍ଯ୍ୟକୁମାର ଯାଦବ: 14 (9 ବଲ୍)

ବୋଲର  (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 4

14:38 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 107/4 (15 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା: 3 (6 ବଲ୍)
ସୂର୍ଯ୍ୟକୁମାର ଯାଦବ: 5 (6 ବଲ୍)

ବୋଲର (ୱେଲିଙ୍ଗଟନ୍ ମାସାକାଜା)
ପ୍ରଥମ ବଲ : WD
ଅତିରିକ୍ତ ବଲ: 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:36 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 103/4 (14 ତମ ଓଭର)

ବ୍ୟାଟସମ୍ୟାନ:
ହାର୍ଦ୍ଦିକ ପାଣ୍ଡ୍ୟା : 1 (3 ବଲ୍)
ସୂର୍ଯ୍ୟକୁମାର ଯାଦବ: 4 (3 ବଲ୍)

ବୋଲର (ସିନ ୱିଲିୟମ୍ସ )
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : WD
ଅତିରିକ୍ତ ବଲ: W (ଋଷଭ ପନ୍ତ ଆଉଟ 3(5) )
ଚତୁର୍ଥ ବଲ : 0
ପଞ୍ଚମ ବଲ : WD
ଅତିରିକ୍ତ ବଲ: 0
ଷଷ୍ଠ ବଲ : 0

14:33 PM

ଭାରତକୁ ଲାଗିଲା ଚତୁର୍ଥ ଝଟକା, ୩ ରନ କରି ଋଷଭ ଆଉଟ

14:28 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 98/3 (13 ତମ ଓଭର)

ବ୍ୟାଟସମ୍ୟାନ:
ଋଷଭ ପନ୍ତ: 2 (3 ବଲ୍)
ସୂର୍ଯ୍ୟକୁମାର ଯାଦବ: 3 (2 ବଲ୍)

ବୋଲର (ସିକନ୍ଦର ରଜା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : W (କେଏଲ ରାହୁଲ ଆଉଟ 1(35) [4s-3 6s-3]) 
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 0 
ଷଷ୍ଠ ବଲ : 1

14:26 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 89/2 (12 ତମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 25 (21ବଲ୍)
ସୂର୍ଯ୍ୟକୁମାର ଯାଦବ: 4 (1 ବଲ୍)

ବୋଲର (ସିନ ୱିଲିୟମ୍ସ )
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : W (ବିରାଟ କୋହଲି ଆଉଟ 26(25) [4s-2]) 
ଷଷ୍ଠ ବଲ : 4

14:22 PM

ଭାରତକୁ ଲାଗିଲା ଦ୍ୱିତୀୟ ଝଟକା, ୨୬ ରନ କରି ବିରାଟ କୋହଲି ଆଉଟ

14:17 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 85/1 (11 ତମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 25 (21ବଲ୍)
କେଏଲ ରାହୁଲ: 44 (32 ବଲ୍)

ବୋଲର (ସିକନ୍ଦର ରଜା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

14:12 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 79/1 (ଦଶମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 22 (18 ବଲ୍)
କେଏଲ ରାହୁଲ: 41 (29 ବଲ୍)

ବୋଲର (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:09 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 71/1 (ନବମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 20 (15 ବଲ୍)
କେଏଲ ରାହୁଲ: 35 (26 ବଲ୍)

ବୋଲର (ସିକନ୍ଦର ରଜା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 1

14:05 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 68/1 (ଅଷ୍ଟମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 18 (11 ବଲ୍)
କେଏଲ ରାହୁଲ: 34 (24 ବଲ୍)

ବୋଲର (ରିଆନ୍ ବର୍ଲ୍)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 6
ପଞ୍ଚମ ବଲ : 4
ଷଷ୍ଠ ବଲ : 0

14:01 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 54/1 (ସପ୍ତମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 17 (10 ବଲ୍)
କେଏଲ ରାହୁଲ: 21 (19 ବଲ୍)

ବୋଲର (ୱେଲିଙ୍ଗଟନ୍ ମାସାକାଜା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 1

13:58 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 46/1 (ଷଷ୍ଠ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 10 (6 ବଲ୍)
କେଏଲ ରାହୁଲ: 20 (17 ବଲ୍)

ବୋଲର (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 3
ପଞ୍ଚମ ବଲ : 1
ଷଷ୍ଠ ବଲ : 1

13:52 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 36/1 (ପଞ୍ଚମ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 6 (4 ବଲ୍)
କେଏଲ ରାହୁଲ: 14 (13 ବଲ୍)

ବୋଲର (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

13:45 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 31/1 (ଚତୁର୍ଥ ଓଭର)

ବ୍ୟାଟସମ୍ୟାନ:
ବିରାଟ କୋହଲି: 4 (1 ବଲ୍)
କେଏଲ ରାହୁଲ: 11 (10 ବଲ୍)

ବୋଲର (ବ୍ଲେସିଙ୍ଗ ମୁଜାରାବାନୀ)
ପ୍ରଥମ ବଲ : 2
ଦ୍ୱିତୀୟ ବଲ : 1Wd
ଅତିରିକ୍ତ ବଲ: 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : w (ରୋହିତ ଶର୍ମା ଆଉଟ-15(13) [4s-2])
ଷଷ୍ଠ ବଲ : 4

13:39 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 18/00 (ତୃତୀୟ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 7 (8 ବଲ୍)
କେଏଲ ରାହୁଲ: 11 (10 ବଲ୍)

ବୋଲର (ରିଚାର୍ଡ ଏନଗର୍ଭା)
ପ୍ରଥମ ବଲ : 3
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 6
ପଞ୍ଚମ ବଲ : 1
ଷଷ୍ଠ ବଲ : 1

13:34 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 06/00 (ଦ୍ୱିତୀୟ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 5 (5 ବଲ୍)
କେଏଲ ରାହୁଲ: 1 (7 ବଲ୍)

ବୋଲର (ଟେଣ୍ଡାଇ ଚାଟାରା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 4

13:13 PM

ଟିମ୍ ଇଣ୍ଡିଆ ସ୍କୋରକାର୍ଡ: 00/00 (ପ୍ରଥମ ଓଭର)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 0 (0 ବଲ୍)
କେଏଲ ରାହୁଲ: 0 (6 ବଲ୍)

ବୋଲର (ରିଚାର୍ଡ ଏନଗର୍ଭା)
ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

13:10 PM

ଜିମ୍ବାୱେ ପ୍ଲେଇଂ ଇଲେଭେନ: ୱେସଲି ମାଡେଭେର୍, କ୍ରେଗ୍ ଏରଭାଇନ୍ (ଅଧୀନୟକ), ରେଗିସ୍ ଚାକବାଭା (WK), ସଚିନ୍ ୱିଲିୟମ୍ସ, ସିକନ୍ଦର ରଜା, ଟନି ମୁନିଙ୍ଗା, ରିଆନ୍ ବର୍ଲ୍, ତେଣ୍ଡାଇ ଚାଟାରା, ରିଚାର୍ଡ ନାଗାରାଭା, ୱେଲିଙ୍ଗଟନ୍ ମାସାକଡା, ବ୍ଲେସିଙ୍ଗ ମୁଜାରାବାନୀ

13:05 PM

ଟିମ ଇଣ୍ଡିଆ: କେଏଲ ରାହୁଲ, ରୋହିତ ଶର୍ମା (ଅଧୀନୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (WK), ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ

 

12:58 PM

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ

12:58 PM

ନମସ୍କାର!
ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ମ୍ୟାଚର ଲାଇଭ ଅପଡେଟ୍ ଦେବୁ । ମ୍ୟାଚ୍ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବାକୁ ଆମ ସହିତ ଯୋଡ଼ି ରୁହନ୍ତୁ ।