IND vs NZ 1st t20 Live Update: ପ୍ରଥମ ଟି୨୦ ମ୍ୟାଚରେ ହାରିଲା ଭାରତ
Advertisement

IND vs NZ 1st t20 Live Update: ପ୍ରଥମ ଟି୨୦ ମ୍ୟାଚରେ ହାରିଲା ଭାରତ

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

IND vs NZ 1st t20 Live Update: ପ୍ରଥମ ଟି୨୦ ମ୍ୟାଚରେ ହାରିଲା ଭାରତ
LIVE Blog

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।

27 January 2023
22:26 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୫୫/୯

ବ୍ୟାଟସମ୍ୟାନ
ଅର୍ଶଦୀପ ସିଂହ: ୦
ଉମରାନ ମଲ୍ଲିକ : ୪

ନ୍ୟୁଜିଲାଣ୍ଡ
୨୦ତମ ଓଭର (0,6,0,0,wd,w,4)
ବୋଲର: ଜାକବ ଡଫି

22:25 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୪୪/୮

ବ୍ୟାଟସମ୍ୟାନ
ଅର୍ଶଦୀପ ସିଂହ: ୦
ଓ୍ୱାସିଂଟନ ସୁନ୍ଦର : ୪୪

ନ୍ୟୁଜିଲାଣ୍ଡ
୧୯ତମ ଓଭର (6,4,4,wd,0,wd,1,0)
ବୋଲର: ଜାକବ ଡଫି

22:18 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୨୭/୮

ବ୍ୟାଟସମ୍ୟାନ
ଅର୍ଶଦୀପ ସିଂହ: ୦
ଓ୍ୱାସିଂଟନ ସୁନ୍ଦର : ୨୯

ନ୍ୟୁଜିଲାଣ୍ଡ
୧୮ତମ ଓଭର (w,0,0,0,0,0)
ବୋଲର: ଲକି ଫର୍ଗୁସନ

22:14 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୨୭/୭

ବ୍ୟାଟସମ୍ୟାନ
କୁଳଦୀପ ଯାଦବ: ୦
ଓ୍ୱାସିଂଟନ ସୁନ୍ଦର : ୨୯

ନ୍ୟୁଜିଲାଣ୍ଡ
୧୭ତମ ଓଭର (w,0,4,0,2,6)
ବୋଲର: ବ୍ଲେୟାର ଟିକନର

22:09 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୧୫/୬

ବ୍ୟାଟସମ୍ୟାନ
ଶିବମ ମାଭି : ୨
ଓ୍ୱାସିଂଟନ ସୁନ୍ଦର : ୧୭

ନ୍ୟୁଜିଲାଣ୍ଡ
୧୬ତମ ଓଭର (1,0,0,w,1,wd+1,1)
ବୋଲର: ମିଚେଲ ସାଣ୍ଟନର

22:05 PM

ଦୀପକ ହୁଡ୍ଡା ଆଉଟ। ମାତ୍ର ୧୦ ରନ କରି ପାଭିଲିୟନ ଫେରିଲେ ଦୀପକ।

22:03 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୧୦/୫

ବ୍ୟାଟସମ୍ୟାନ
ଦୀପକ ହୁଡ୍ଡା : ୧୦
ଓ୍ୱାସିଂଟନ ସୁନ୍ଦର : ୧୬

ନ୍ୟୁଜିଲାଣ୍ଡ
୧୫ତମ ଓଭର (1,1,1,1,6,1,1)
ବୋଲର: ମିଚେଲ ବ୍ରେସଓ୍ୱେଲ

21:59 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୯୯/୫

ବ୍ୟାଟସମ୍ୟାନ
ଦୀପକ ହୁଡ୍ଡା : ୨
ଓ୍ୱାସିଂଟନ ସୁନ୍ଦର : ୧୩

ନ୍ୟୁଜିଲାଣ୍ଡ
୧୪ତମ ଓଭର (1,0,wd,4,0,2,1)
ବୋଲର: ଲକି ଫର୍ଗୁସନ

21:54 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୯୦/୫

ବ୍ୟାଟସମ୍ୟାନ
ଦୀପକ ହୁଡ୍ଡା : ୧
ଓ୍ୱାସିଂଟନ ସୁନ୍ଦର : ୬

ନ୍ୟୁଜିଲାଣ୍ଡ
୧୩ତମ ଓଭର (1,w,0,0,1,0)
ବୋଲର: ମିଚେଲ ବ୍ରେସଓ୍ୱେଲ

21:50 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୮୮/୪

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୨୧
ଓ୍ୱାସିଂଟନ ସୁନ୍ଦର : ୫

ନ୍ୟୁଜିଲାଣ୍ଡ
୧୨ତମ ଓଭର (1,1,6,w,4,1)
ବୋଲର: ଇସ ସୋଢି

21:47 PM

ଭାରତର ଚତୁର୍ଥ ଓ୍ୱିକେଟର ପତନ। ଚତୁର୍ଥ ଓ୍ୱିକେଟ ଭାବେ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବ୍ୟକ୍ତିଗତ ୪୭ ରନ କରି ଆଉଟ ହୋଇଛନ୍ତି ସୂର୍ଯ୍ୟକୁମାର। 

21:45 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୭୫/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୨୦
ସୂର୍ଯ୍ୟକୁମାର ଯାଦବ : ୪୦

ନ୍ୟୁଜିଲାଣ୍ଡ
ଦଶମ ଓଭର (0,0,0,1,0,0)
ବୋଲର: ମିଚେଲ ସାଣ୍ଟନର

21:38 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୭୪/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୨୦
ସୂର୍ଯ୍ୟକୁମାର ଯାଦବ : ୩୯

ନ୍ୟୁଜିଲାଣ୍ଡ
ଦଶମ ଓଭର (1,1,4,4,1,0)
ବୋଲର: ବ୍ଲେୟାର ଟିକନର

21:34 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୬୩/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୧୯
ସୂର୍ଯ୍ୟକୁମାର ଯାଦବ : ୨୯

ନ୍ୟୁଜିଲାଣ୍ଡ
ନବମ ଓଭର (0,4,1,1,4,1)
ବୋଲର: ଇସ ସୋଢି

21:29 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୫୨/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୧୮
ସୂର୍ଯ୍ୟକୁମାର ଯାଦବ : ୧୯

ନ୍ୟୁଜିଲାଣ୍ଡ
ଅଷ୍ଟମ ଓଭର (1,1,wd+1, 6, wd, 0, 1)
ବୋଲର: ମିଚେଲ ବ୍ରାସଓ୍ୱେଲ

21:24 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୩୯/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୧୦
ସୂର୍ଯ୍ୟକୁମାର ଯାଦବ : ୧୭

ନ୍ୟୁଜିଲାଣ୍ଡ
ସପ୍ତମ ଓଭର (1,1,0,2,1,1)
ବୋଲର: ଇସ ସୋଢି

21:20 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୩୩/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୬
ସୂର୍ଯ୍ୟକୁମାର ଯାଦବ : ୧୫

ନ୍ୟୁଜିଲାଣ୍ଡ
ଷଷ୍ଠ ଓଭର (0,0,0,0,0,0)
ବୋଲର: ମିଚେଲ ସାଣ୍ଟନେର

21:15 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୩୩/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୬
ସୂର୍ଯ୍ୟକୁମାର ଯାଦବ : ୧୫

ନ୍ୟୁଜିଲାଣ୍ଡ
ପଞ୍ଚମ ଓଭର (1,6,0,wd,1,4,0)
ବୋଲର: ଲକି ଫର୍ଗୁସନ

21:09 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୨୦/୩

ବ୍ୟାଟସମ୍ୟାନ
ହାର୍ଦ୍ଦିକ ପାଣ୍ଡ୍ୟା : ୧
ସୂର୍ଯ୍ୟକୁମାର ଯାଦବ : ୮

ନ୍ୟୁଜିଲାଣ୍ଡ
ଚତୁର୍ଥ ଓଭର (w,0,0,1,4,0)
ବୋଲର: ମିଚେଲ ସାଣ୍ଟନର

21:08 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୫/୨

ବ୍ୟାଟସମ୍ୟାନ
ଶୁବମନ ଗିଲ : ୭
ସୂର୍ଯ୍ୟକୁମାର ଯାଦବ : ୪

ନ୍ୟୁଜିଲାଣ୍ଡ
ତୃତୀୟ ଓଭର (1,0,0,w,0,4)
ବୋଲର: ଜାକବ ଡଫି

21:00 PM

ଘରୋଇ ଦଳର ଦ୍ୱିତୀୟ ଓ୍ୱିକେଟ ପତନ। ଦ୍ୱିତୀୟ ଓ୍ୱିକେଟ ଭାବେ ରାହୁଲ ତ୍ରିପାଠୀ ଆଉଟ। 

21:00 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୧୦/୧

ବ୍ୟାଟସମ୍ୟାନ
ଶୁବମନ ଗିଲ : ୬
ରାହୁଲ ତ୍ରିପାଠୀ : ୦

ନ୍ୟୁଜିଲାଣ୍ଡ
ଦ୍ୱିତୀୟ ଓଭର (4,1,W,0,0,0)
ବୋଲର : ମିଚେଲ ବ୍ରେସଓ୍ୱେଲ

20:58 PM

ଭାରତର ପ୍ରଥମ ଓ୍ୱିକେଟର ପତନ। ୪ ରନ କରି ଇଶାନ କିଶାନ ଆଉଟ।

20:54 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬
ଭାରତ: ୫/୦

ବ୍ୟାଟସମ୍ୟାନ
ଶୁବମନ ଗିଲ : ୧
ଇଶାନ କିସାନ : ୪

ନ୍ୟୁଜିଲାଣ୍ଡ
ପ୍ରଥମ ଓଭର (0,1,0,0,0,4)
ବୋଲର : ଜାକବ ଡଫି

20:41 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୭୬/୬

ବ୍ୟାଟସମ୍ୟାନ
ଇସ ସୋଢି : ୦
ଡାରିଲ ମିଚେଲ : ୫୯

ଭାରତ
୨୦ତମ ଓଭର (6,6,6,4,0,2,2)
ବୋଲର : ଅର୍ଶଦୀପ ସିଂହ

୨୦ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୬ଟି ଓ୍ୱିକେଟ ବିନିମୟରେ ୧୭୬ ରନ କରିଛି। ଦଳ ପକ୍ଷରୁ ଡାରିଲ ମିଚେଲ ଓ ଇସ ସୋଢି ଖେଳ ଜାରି ରଖିଛନ୍ତି।

20:34 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୪୯/୬

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟନର : ୭
ଡାରିଲ ମିଚେଲ : ୩୩

ଭାରତ
୧୯ତମ ଓଭର (1,1,4,1,1,w)
ବୋଲର : ଶିବମ ମାଭି

୧୯ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୬ଟି ଓ୍ୱିକେଟ ବିନିମୟରେ ୧୪୯ ରନ କରିଛି। ଦଳ ପକ୍ଷରୁ ଡାରିଲ ମିଚେଲ ଓ ଇସ ସୋଢି ଖେଳ ଜାରି ରଖିଛନ୍ତି।

20:29 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୪୧/୫

ବ୍ୟାଟସମ୍ୟାନ
ମିଚେଲ ସାଣ୍ଟନର : ୧
ଡାରିଲ ମିଚେଲ : ୩୧

ଭାରତ
୧୮ତମ ଓଭର (0,w,0,1,w,1)
ବୋଲର : ଅର୍ଶଦୀପ ସିଂହ

୧୮ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ପଞ୍ଚମ ଓ୍ୱିକେଟ ବିନିମୟରେ ୧୪୧ ରନ କରିଛି। ଦଳ ପକ୍ଷରୁ ଡାରିଲ ମିଚେଲ ଓ ମିଚେଲ ସାଣ୍ଟନର ଖେଳ ଜାରି ରଖିଛନ୍ତି।

20:25 PM

ଲଗାତାର ପଞ୍ଚମ ଓ୍ୱିକେଟର ପତନ। ପଞ୍ଚମ ଓ୍ୱିକେଟ ହରାଇଲା ଭ୍ରମଣକାରୀ ଦଳ। ପଞ୍ଚମ ଓ୍ୱିକେଟ ଭାବେ ମିଚେଲ ବ୍ରେସଓ୍ୱେଲ ଆଉଟ। 

20:24 PM

ଡେଭନ କନଭେ ୫୨ ରନ କରି ଆଉଟ। ଦଳର ଚତୁର୍ଥ ଓ୍ୱିକେଟର ପତନ

20:21 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୩୯/୩

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୫୨
ଡେଭନ ମିଚେଲ : ୩୧

ଭାରତ
୧୭ତମ ଓଭର (6,1,1,1,1,6)
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

୧୭ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୩୯ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

20:17 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୨୩/୩

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୫୦
ଡେଭନ ମିଚେଲ : ୧୭

ଭାରତ
୧୬ତମ ଓଭର (1,2,0,1,1,1)
ବୋଲର : ଓ୍ୱାସିଂଟନ ସୁନ୍ଦର

୧୬ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୨୩ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

20:14 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୧୭/୩

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୪୮
ଡେଭନ ମିଚେଲ : ୧୩

ଭାରତ
୧୫ତମ ଓଭର (0,0,0,1,1,0)
ବୋଲର : କୁଳଦୀପ ଯାଦବ

୧୫ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୧୭ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

20:08 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୧୫/୩

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୪୭
ଡେଭନ ମିଚେଲ : ୧୨

ଭାରତ
୧୪ତମ ଓଭର (0,0,4,4,2,1)
ବୋଲର : ଶିବମ ମାଭି

୧୫ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୧୫ ରନ କରିଛି। ଦଳ ପକ୍ଷରୁ ଡେଭନ ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

20:03 PM

ନ୍ୟୁଜିଲାଣ୍ଡ
ସ୍କୋର: ୧୦୪/୩

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୪୭
ଡେଭନ ମିଚେଲ : ୧

ଭାରତ
୧୩ତମ ଓଭର (1,1,4,1,W,1)
ବୋଲର : କୁଳଦୀପ ଯାଦବ

୧୩ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତିନି ଓ୍ୱିକେଟ ବିନିମୟରେ ୧୦୪ ରନ କରିଛି। ଦଳ ପକ୍ଷରୁ ଡେର ମିଚେଲ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:59 PM

ଭ୍ରମଣକାରୀ ଦଳର ତୃତୀୟ ଓ୍ୱିକେଟର ପତନ। ତୃତୀୟ ଓ୍ୱିକେଟ ଭାବେ ଗ୍ଲେନ ଫିଲିପ ଆଉଟ। ବ୍ୟକ୍ତିଗତ ଭାବେ ୧୭ ରନ କରି ଆଉଟ ହୋଇଛନ୍ତି। 

19:58 PM

ନ୍ୟୁଜିଲାଣ୍ଡ
ସ୍କୋର: ୯୬/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୪୧
ଗ୍ଲେନ ଫିଲିପ : ୧୬

ଭାରତ
୧୨ତମ ଓଭର (1,0,4,0,1,4)
ବୋଲର : ଦୀପକ ହୁଡ୍ଡା

୧୨ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦୁଇ ଓ୍ୱିକେଟ ବିନିମୟରେ ୯୬ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:54 PM

ନ୍ୟୁଜିଲାଣ୍ଡ
ସ୍କୋର: ୮୬/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୩୬
ଗ୍ଲେନ ଫିଲିପ : ୧୧

ଭାରତ
୧୧ତମ ଓଭର (1,4,1,0,0,1)
ବୋଲର : କୁଳଦୀପ ଯାଦବ

୧୧ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୮୬ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:49 PM

ନ୍ୟୁଜିଲାଣ୍ଡ
ସ୍କୋର: ୭୯/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୩୧
ଗ୍ଲେନ ଫିଲିପ : ୯

ଭାରତ
ଦଶମ ଓଭର (L1,1,1,1,1,1)
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ଦଶମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୭୯ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:45 PM

ନ୍ୟୁଜିଲାଣ୍ଡ

 

ସ୍କୋର: ୭୩/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୨୯
ଗ୍ଲେନ ଫିଲିପ : ୬

ଭାରତ
ନବମ ଓଭର (1,1,1,0,0,0)
ବୋଲର : କୁଳଦୀପ ଯାଦବ

ନବମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୭୩ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:41 PM

ନ୍ୟୁଜିଲାଣ୍ଡ
ସ୍କୋର: ୭୦/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୨୭
ଗ୍ଲେନ ଫିଲିପ : ୫

ଭାରତ
ଅଷ୍ଟମ ଓଭର (1,4,4,0,6,1)
ବୋଲର : ଉମରାନ ମଲ୍ଲିକ

ଅଷ୍ଟମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୫୪ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:39 PM

ନ୍ୟୁଜିଲାଣ୍ଡ
ସ୍କୋର: ୫୪/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୧୨
ଗ୍ଲେନ ଫିଲିପ : ୪

ଭାରତ
ସପ୍ତମ ଓଭର (0,1,0,4,1,1)
ବୋଲର : ଓ୍ୱାସିଂଟନ ସୁନ୍ଦର

ସପ୍ତମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୫୪ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:37 PM

ନ୍ୟୁଜିଲାଣ୍ଡ
ସ୍କୋର: ୪୭/୨

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୭
ଗ୍ଲେନ ଫିଲିପ : ୨

ଭାରତ
ଷଷ୍ଠ ଓଭର (1,0,1,0,1,1)
ବୋଲର : ଦୀପକ ହୁଡ୍ଡା

ଷଷ୍ଠ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୪୭ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ଖେଳ ଜାରି ରଖିଛନ୍ତି।

19:31 PM

ନ୍ୟୁଜିଲାଣ୍ଡ
ସ୍କୋର: ୩୭/୦

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୫
ଗ୍ଲେନ ଫିଲିପ : ୧

ଭାରତ
ପଞ୍ଚମ ଓଭର (6,w,0,0,0,w)
ବୋଲର : ଅର୍ଶଦୀପ ସିଂହ

ପଞ୍ଚମ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୩୭ ରନ କରିଛି। ଦଳ ପକ୍ଷରୁ ଗ୍ଲେନ ଫିଲିପ ଓ ଡେଭନ କନଓ୍ୱେ ୫ ରନ କରି ଖେଳ ଜାରି ରଖିଛନ୍ତି।

19:28 PM

ନ୍ୟୁଜିଲାଣ୍ଡର ଦ୍ୱିତୀୟ ଓ୍ୱିକେଟର ପତନ। ଓ୍ୱାସିଂଟନ ସୁନ୍ଦରଙ୍କ ବଲରେ ମାର୍କ ଚାପମାନଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି। ଖାତା ଖୋଲି ନ ପାରି ପାଭିଲିୟନ ଫେରିଛନ୍ତି ମାର୍କ ଚାପମାନ। ଗୋଟିଏ ଓଭରରେ ଦୁଇଟି ଓ୍ୱିକେଟ ହାତେଇଛନ୍ତି ଓ୍ୱାସିଂଟନ ସୁନ୍ଦର।

19:26 PM

ନ୍ୟୁଜିଲାଣ୍ଡର ପ୍ରଥମ ଓ୍ୱିକେଟର ପତନ। ଓ୍ୱାସିଂଟନ ସୁନ୍ଦରଙ୍କ ବଲରେ ସୂର୍ଯ୍ୟଙ୍କ ହାତରେ କ୍ୟାଚ ଆଉଟ ହେଲେ ଫିନ ଆଲେନ। ବ୍ୟକ୍ତିଗତ ୩୫ ରନ କରି ପାଭିଲିୟନ ଫେରିଛନ୍ତି ଫିନ।

19:25 PM

ନ୍ୟୁଜିଲାଣ୍ଡ
ସ୍କୋର: ୩୭/୦

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୫
ଫିନ ଆଲେନ : ୨୯

ଭାରତ
ଦ୍ୱିତୀୟ ଓଭର (6,0,0,0,4,1)
ବୋଲର : ଅର୍ଶଦୀପ ସିଂହ

19:19 PM

ନ୍ୟୁଜିଲାଣ୍ଡ
ସ୍କୋର: ୨୬/୦

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୫
ଫିନ ଆଲେନ : ୧୮

ଭାରତ
ଦ୍ୱିତୀୟ ଓଭର (0,0,0,1,1,1)
ବୋଲର : ଓ୍ୱାସିଂଟନ ସୁନ୍ଦର

ତୃତୀୟ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୨୬ ରନ କରିଛି। ଦଳ ପକ୍ଷରୁ ଫିନ ଆଲେନ ୧୮ ଓ ଡେଭନ କନଓ୍ୱେ ୫ ରନ କରି ଖେଳ ଜାରି ରଖିଛନ୍ତି।

19:15 PM

ନ୍ୟୁଜିଲାଣ୍ଡ
ସ୍କୋର: ୨୩/୦

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୪
ଫିନ ଆଲେନ : ୧୬

ଭାରତ
ଦ୍ୱିତୀୟ ଓଭର (0, wd,wd,0,4,1,4,0)
ବୋଲର : ଅର୍ଶଦୀପ ସିଂହ

ଦ୍ୱିତୀୟ ଓଭର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୨୩ ରନ କରିଛି। ଦଳ ପକ୍ଷରୁ ଫିନ ଆଲେନ ୧୬ ଓ ଡେଭନ କନଓ୍ୱେ ୪ ରନ କରି ଖେଳ ଜାରି ରଖିଛନ୍ତି।

18:53 PM

ନ୍ୟୁଜିଲାଣ୍ଡ

ସ୍କୋର: ୧୨/୦

ବ୍ୟାଟସମ୍ୟାନ
ଡେଭନ କନଓ୍ୱେ : ୦
ଫିନ ଆଲେନ : ୧୧

ଭାରତ
ବୋଲର : ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଅତିରିକ୍ତ ବଲ : +୨ 
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୨
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

ପ୍ରଥମ ଓଭର ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା ଓ୍ୱିକେଟରେ ୧୨ ରନ କରିଛି। ଦଳ ପକ୍ଷରୁ ଫିନ ଆଲେନ ୧୧ ରନ କରି ଖେଳ ଜାରି ରଖିଛନ୍ତି। ଗୋଟିଏ ଅତିରିକ୍ତ ରନ ରହିଛି। 

18:45 PM

ନ୍ୟୁଜିଲାଣ୍ଡ ଦଳ: ଡେଭନ କନଓ୍ୱେ, ଫିନ ଆଲେନ, ମାର୍କ ଚାପମାମ, ଡାରିଲ ମିଚେଲ, ଗ୍ଲେନ ଫିଲିପ, ମିଚେଲ ସେଣ୍ଟନର (ଅଧିନାୟକ), ମିଚେଲ ବ୍ରେସଓ୍ୱେଲ, ଇସ ସୋଢୀ, ଲକି ଫର୍ଗୁସନ, ଜାକବ ଡଫି, ବ୍ଲେୟାର ଟିକନର

18:38 PM

ଭାରତର ପ୍ଲେଇଂ ଇଲେଭେନ: ଶୁବମନ ଗିଲ, ଇଶାନ କିଶାନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦିପକ ହୁଡ୍ଡା, ଓ୍ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଶିବମ ମାଭି, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ ।

18:34 PM

ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି। ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ।

18:30 PM

ନମସ୍କାର! ଜି ଓଡ଼ିଶା ନ୍ୟୁଜର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏହି ଲାଇଭ୍ ବ୍ଲଗରେ ଆମେ ଆପଣଙ୍କୁ ଭାରତ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ। ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।