India vs Bangladesh: ବିଶ୍ୱକପରେ ଭାରତର ଲଗାତାର ଚତୁର୍ଥ ବିଜୟ; ବାଂଲାଦେଶକୁ ୭ ୱିକେଟ୍ ରେ କଲା ପରାସ୍ତ
Advertisement

India vs Bangladesh: ବିଶ୍ୱକପରେ ଭାରତର ଲଗାତାର ଚତୁର୍ଥ ବିଜୟ; ବାଂଲାଦେଶକୁ ୭ ୱିକେଟ୍ ରେ କଲା ପରାସ୍ତ

ndia vs Bangladesh Match Highlights: ଅକ୍ଟୋବର ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଂଲାଦେଶ ଦଳକୁ ପରାସ୍ତ କରି ୨୦୨୩ ବିଶ୍ୱକପ୍ ମୁକାବିଲାରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ଭାରତ। 

India vs Bangladesh: ବିଶ୍ୱକପରେ ଭାରତର ଲଗାତାର ଚତୁର୍ଥ ବିଜୟ; ବାଂଲାଦେଶକୁ ୭ ୱିକେଟ୍ ରେ କଲା ପରାସ୍ତ
LIVE Blog

India vs Bangladesh Match Result: ଅକ୍ଟୋବର ୧୯ ତାରିଖ ଗୁରୁବାର ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଂଲାଦେଶ ଦଳକୁ ୭ ୱିକେଟ୍ ବ୍ୟବଧାନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଚଳିତ କ୍ରିକେଟ ବିଶ୍ୱକପ୍ ମୁକାବିଲାରେ ଏହା ହେଉଛି ଭାରତୀୟ ଦଳର ଚତୁର୍ଥ ବିଜୟ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭର ରେ ୮ ୱିକେଟ ହରାଇ ୨୫୬ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ପକ୍ଷରୁ ଲିଟନ ଦାସ ସର୍ବାଧିକ ୮୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨, ଶାର୍ଦ୍ଦୁଳ ଠାକୁର ୧, କୁଳଦୀପ ଯାଦବ ୧, ରବୀନ୍ଦ୍ର ଜାଡ଼େଜା ୨ ଲେଖାଁଏ ୱିକେଟ ନେଇଥିଲେ। ୨୫୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୪୧.୩ ଓଭର ରେ ୩ ୱିକଟେ ୨୬୧ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୪୮ ରନ୍ ସ୍କୋର କରି ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଅନ୍ୟପଟେ ବିରାଟ କୋହଲି ଧୂଆଁଧାର ଶତକ ହାସଲ କରିଥିବା ବେଳେ ଶ୍ରେୟାସ ଆୟାର ୧୯, କେଏଲ ରାହୁଲ ୩୪, ଶୁଭମନ ଗିଲ ୫୩ ରନ୍ ସ୍କୋର କରିଥିଲେ। ବାଂଲାଦେଶ ହସନ ମହମୁଦ ଗୋଟିଏ ଏବଂ ମେହିଦି ହାସନ ମିରାଜ ଦୁଇଟି ଲେଖାଁଏ ୱିକେଟ ନେଇଥିଲେ। 

ଅକ୍ଟୋବର ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବାଂଲାଦେଶ ଦଳକୁ ପରାସ୍ତ କରି ୨୦୨୩ ବିଶ୍ୱକପ୍ ମୁକାବିଲାରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ଭାରତ। ଆସନ୍ତା ୨୨ ତାରିଖ ରବିବାର ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡ଼ିୟମ୍ ଠାରେ ନ୍ୟଜିଲାଣ୍ଡ ସହ ମୁହାଁମୁହିଁ ହେବ ଭାରତୀୟ ଦଳ। 

ଆଜିର Live Blog ଏଠାରେ ସାମାପ୍ତ କରୁଛୁ। ଶୁଭରାତ୍ରୀ

19 October 2023
21:25 PM

ଭାରତ: 261-3
ବିରାଟ କୋହଲି: 103
କେ.ଏଲ ରାହୁଲ: 34

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

୪୨ ତମ ଓଭର
0 0 6
 
ଶେଷ ୱିକେଟ

ଶ୍ରେୟାସ ଆୟାର: 19 
 
 

21:19 PM

ଭାରତ: 255-3
ବିରାଟ କୋହଲି: 97
କେ.ଏଲ ରାହୁଲ: 34

ବାଂଲାଦେଶ
ବୋଲର: ହସନ ମହମୁଦ

୪୧ ତମ ଓଭର
0 Wd 2 0 2 0 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
 
  
 

21:17 PM

ଭାରତ: 249-3
ବିରାଟ କୋହଲି: 92
କେ.ଏଲ ରାହୁଲ: 34

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

୪୦ ତମ ଓଭର
4 0 0 6 0 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
 
  

21:12 PM

ଭାରତ: 238-3
ବିରାଟ କୋହଲି: 81
କେ.ଏଲ ରାହୁଲ: 34

ବାଂଲାଦେଶ
ବୋଲର: ହସନ ମହମୁଦ

୩୯ ତମ ଓଭର
1 1 0 0 6 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
  
 
  
 

21:10 PM

ଭାରତ: 229-3
ବିରାଟ କୋହଲି: 73
କେ.ଏଲ ରାହୁଲ: 33

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୩୮ ତମ ଓଭର
1 1 1 1 1 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
  
 
 
 
 
 

21:03 PM

ଭାରତ: 223-3
ବିରାଟ କୋହଲି: 70
କେ.ଏଲ ରାହୁଲ: 30

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

୩୭ ତମ ଓଭର
1 1 1 6 4 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 

21:01 PM

ଭାରତ: 209-3
ବିରାଟ କୋହଲି: 68
କେ.ଏଲ ରାହୁଲ: 18

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୩୬ ତମ ଓଭର
0 1 0 0 1 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 

20:53 PM

ଭାରତ: 206-3
ବିରାଟ କୋହଲି: 66
କେ.ଏଲ ରାହୁଲ: 17

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

୩୫ ତମ ଓଭର
1 0 0 4 0 0 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
 
 
 

20:51 PM

ଭାରତ: 201-3
ବିରାଟ କୋହଲି: 65
କେ.ଏଲ ରାହୁଲ: 13

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୩୪ ତମ ଓଭର
0 1 1 1 0 0 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 

20:46 PM

ଭାରତ: 198-3
ବିରାଟ କୋହଲି: 63
କେ.ଏଲ ରାହୁଲ: 12

ବାଂଲାଦେଶ
ବୋଲର: ମହମ୍ମଦ ମହମ୍ମଦୁଲ୍ଲାହ

୩୩ ତମ ଓଭର
1 1 1 1 1 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
 
 
 
 

 
 

20:42 PM

ଭାରତ: 192-3
ବିରାଟ କୋହଲି: 60
କେ.ଏଲ ରାହୁଲ: 09

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୩୨ ତମ ଓଭର
0 Wd 0 1 0 1 1 
 
ଶେଷ ୱିକେଟ
ଶ୍ରେୟାସ ଆୟାର: 19 

20:41 PM

ଭାରତ: 188-3
ବିରାଟ କୋହଲି: 59
କେ.ଏଲ ରାହୁଲ: 07

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

୩୧ ତମ ଓଭର
1 0 0 1 1 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
 
 

20:35 PM

ଭାରତ: 184-3
ବିରାଟ କୋହଲି: 57
କେ.ଏଲ ରାହୁଲ: 05

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୩୦ ତମ ଓଭର
W 0 0 4 1 1 

ଶେଷ ୱିକେଟ
ଶ୍ରେୟାସ ଆୟାର: 19 
 
 
 
 
 
 

20:31 PM

ଭାରତ: 178-2
ବିରାଟ କୋହଲି: 56
ଶ୍ରେୟାସ ଆୟାର: 19

ବାଂଲାଦେଶ
ବୋଲର: ମୁସ୍ତାଫିଜୁର ରେହମାନ

୨୯ ତମ ଓଭର
0 0 0 0 0 4 

ଶେଷ ୱିକେଟ
ଶୁଭମନ ଗିଲ: 53

20:26 PM

ଭାରତ: 174-2
ବିରାଟ କୋହଲି: 52
ଶ୍ରେୟାସ ଆୟାର: 19

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

୨୮ ତମ ଓଭର
0 1 0 1 1 0 

ଶେଷ ୱିକେଟ
ଶୁଭମନ ଗିଲ: 53

20:24 PM

ଭାରତ: 171-2
ବିରାଟ କୋହଲି: 50
ଶ୍ରେୟାସ ଆୟାର: 18

ବାଂଲାଦେଶ
ବୋଲର: ହସନ ମହମୁଦ

୨୭ ତମ ଓଭର
1 0 0 1 4 1 

ଶେଷ ୱିକେଟ
ଶୁଭମନ ଗିଲ: 53
 
 

20:19 PM

ଭାରତ: 164-2
ବିରାଟ କୋହଲି: 44
ଶ୍ରେୟାସ ଆୟାର: 17

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୨୬ ତମ ଓଭର
0 1 1 1 0 0 

ଶେଷ ୱିକେଟ
ଶୁଭମନ ଗିଲ: 53
 

20:13 PM

ଭାରତ: 161-2
ବିରାଟ କୋହଲି: 42
ଶ୍ରେୟାସ ଆୟାର: 16

ବାଂଲାଦେଶ
ବୋଲର: ହସନ ମହମୁଦ

୨୫ ତମ ଓଭର
0 1 1 1 0 4 

ଶେଷ ୱିକେଟ
ଶୁଭମନ ଗିଲ: 53
 

20:10 PM

ଭାରତ: 154-2
ବିରାଟ କୋହଲି: 40
ଶ୍ରେୟାସ ଆୟାର: 11

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୨୪ ତମ ଓଭର
0 1 1 1 0 1 

ଶେଷ ୱିକେଟ
ଶୁଭମନ ଗିଲ: 53
 
 
 

20:07 PM

ଭାରତ: 150-2
ବିରାଟ କୋହଲି: 38
ଶ୍ରେୟାସ ଆୟାର: 09

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

୨୩ ତମ ଓଭର
0 1 2 1 0 0 

ଶେଷ ୱିକେଟ
ଶୁଭମନ ଗିଲ: 53

20:03 PM

ଭାରତ: 146-2
ବିରାଟ କୋହଲି: 37
ଶ୍ରେୟାସ ଆୟାର: 06

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୨୨ ତମ ଓଭର
1 0 1 0 0 1 

ଶେଷ ୱିକେଟ
ଶୁଭମନ ଗିଲ: 53
 
 

20:00 PM

ଭାରତ: 143-2
ବିରାଟ କୋହଲି: 35
ଶ୍ରେୟାସ ଆୟାର: 05

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

୨୧ ତମ ଓଭର
0 0 1 0 0 0 

ଶେଷ ୱିକେଟ
ଶୁଭମନ ଗିଲ: 53
 

 
 

 

19:52 PM

ଭାରତ: 142-2
ବିରାଟ କୋହଲି: 34
ଶ୍ରେୟାସ ଆୟାର: 05

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୨୦ ତମ ଓଭର
2 W 1 4 1 4 
 
ଶେଷ ୱିକେଟ
ଶୁଭମନ ଗିଲ: 53
 

19:51 PM

ଭାରତ: 130-1
ବିରାଟ କୋହଲି: 29
ଶୁଭମନ ଗିଲ: 51

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

୧୯ ତମ ଓଭର
1 2 0 1 1 0 

ଶେଷ ୱିକେଟ
ରୋହିତ ଶର୍ମା: 48
 

19:43 PM

ଭାରତ: 125-1
ବିରାଟ କୋହଲି: 26
ଶୁଭମନ ଗିଲ: 49

ବାଂଲାଦେଶ
ବୋଲର: ମେହିଦି ହାସନ ମିରାଜ

୧୮ ତମ ଓଭର
0 1 1 0 1 0 

ଶେଷ ୱିକେଟ
ରୋହିତ ଶର୍ମା: 48
 

 

19:40 PM

ଭାରତ: 122-1
ବିରାଟ କୋହଲି: 47
ଶୁଭମନ ଗିଲ: 25

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

୧୭ ତମ ଓଭର
1 1 1 2 1 1 

ଶେଷ ୱିକେଟ
ରୋହିତ ଶର୍ମା: 48
 

19:33 PM

ଭାରତ: 115-1
ବିରାଟ କୋହଲି: 21
ଶୁଭମନ ଗିଲ: 44

ବାଂଲାଦେଶ
ବୋଲର: ମୁସ୍ତାଫିଜୁର ରେହମାନ

୧୬ ତମ ଓଭର
0 0 1 0 2 1 

ଶେଷ ୱିକେଟ
ରୋହିତ ଶର୍ମା: 48
 

 

19:32 PM

ଭାରତ: 111-1
ବିରାଟ କୋହଲି: 20
ଶୁଭମନ ଗିଲ: 41

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ
 
୧୫ ତମ ଓଭର

4 0 1 0 0 0 

ଶେଷ ୱିକେଟ
ରୋହିତ ଶର୍ମା: 48
 

 

19:25 PM

ଭାରତ: 106-1
ବିରାଟ କୋହଲି: 15
ଶୁଭମନ ଗିଲ: 41

ବାଂଲାଦେଶ
ବୋଲର: ମୁସ୍ତାଫିଜୁର ରେହମାନ
 
୧୪ ତମ ଓଭର
1 0 1 0 0 1 

ଶେଷ ୱିକେଟ
ରୋହିତ ଶର୍ମା: 48
 

 

19:21 PM

ଭାରତ: 103-1
ବିରାଟ କୋହଲି: 13
ଶୁଭମନ ଗିଲ: 40

ବାଂଲାଦେଶ
ବୋଲର: ହସନ ମହମୁଦ

୧୩ ତମ ଓଭର
1 1 6 W N2 N4 6 1 

ଶେଷ ୱିକେଟ
ରୋହିତ ଶର୍ମା: 48
 

19:13 PM

ଭାରତ: 80-0
ରୋହିତ ଶର୍ମା: 41
ଶୁଭମନ ଗିଲ: 39

ବାଂଲାଦେଶ
ବୋଲର: ମୁସ୍ତାଫିଜୁର ରେହମାନ

୧୨ ତମ ଓଭର 
0 4 0 4 4 0 

 

19:09 PM

ଭାରତ: 68-0
ରୋହିତ ଶର୍ମା: 41
ଶୁଭମନ ଗିଲ: 27

ବାଂଲାଦେଶ
ବୋଲର: ହସନ ମହମୁଦ

୧୧ ତମ ଓଭର 
0 1 0 0 4 0 
 

19:05 PM

ଭାରତ:  63-0
ରୋହିତ ଶର୍ମା: 37
ଶୁଭମନ ଗିଲ: 26

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

ଦଶମ ଓଭର
0 6 0 6 0 1 
 

19:01 PM

ଭାରତ: 50-0
ରୋହିତ ଶର୍ମା: 37
ଶୁଭମନ ଗିଲ: 13

ବାଂଲାଦେଶ
ବୋଲର: ହସନ ମହମୁଦ

ନବମ ଓଭର
0 0 1 0 0 1 

 

18:59 PM

ଭାରତ: 48-0
ରୋହିତ ଶର୍ମା: 36
ଶୁଭମନ ଗିଲ: 12

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

ଅଷ୍ଟମ ଓଭର
4 0 0 0 0 1 

 

 

18:58 PM

ଭାରତ: 43-0
ରୋହିତ ଶର୍ମା: 31
ଶୁଭମନ ଗିଲ: 12

ବାଂଲାଦେଶ
ବୋଲର: ହସନ ମହମୁଦ

ସପ୍ତମ ଓଭର
0 4 2 0 0 0 

18:53 PM

ଭାରତ: 37-0
ରୋହିତ ଶର୍ମା: 31
ଶୁଭମନ ଗିଲ: 06

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

ଷଷ୍ଠ ଓଭର
4 0 0 0 0 0 
 

18:51 PM

ଭାରତ: 33-0
ରୋହିତ ଶର୍ମା: 27
ଶୁଭମନ ଗିଲ: 06

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

ପଞ୍ଚମ ଓଭର
0 4 0 1 0 0 

18:43 PM

ଭାରତ: 28-0
ରୋହିତ ଶର୍ମା: 22
ଶୁଭମନ ଗିଲ: 06

ବାଂଲାଦେଶ
ବୋଲର: ନାସୁମ ଅହମ୍ମଦ

ଚତୁର୍ଥ ଓଭର
0 0 1 1 0 0 

18:38 PM

ଭାରତ: 26-0
ରୋହିତ ଶର୍ମା: 21
ଶୁଭମନ ଗିଲ: 05

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

ତୃତୀୟ ଓଭର
0 4 0 0 6 2 

18:34 PM

ଭାରତ: 14-0
ରୋହିତ ଶର୍ମା: 09
ଶୁଭମନ ଗିଲ: 05

ବାଂଲାଦେଶ
ବୋଲର: ମୁସ୍ତାଫିଜୁର ରେହମାନ

ଦ୍ୱିତୀୟ ଓଭର
4 1 1 0 0 0 

18:29 PM

ଭାରତ: 8-0
ରୋହିତ ଶର୍ମା: 08
ଶୁଭମନ ଗିଲ: 00

ବାଂଲାଦେଶ
ବୋଲର: ଶୋରିଫୁଲ ଇସଲାମ

ପ୍ରଥମ ଓଭର
0 4 0 0 4 0 

17:59 PM

IND VS BAN Cricket Score LIVE: ବାଂଲାଦେଶ 256/8

ବାଂଲାଦେଶ: 256/08

ମୁସ୍ତାଫିଜୁର ରେହମାନ: 01
ଶୋରିଫୁଲ ଇସଲାମ: 07

ଭାରତ
ବୋଲର: ଜଶପ୍ରିତ ବୁମରା

50ମ ଓଭର
0.W.1.1.0.6

ଶେଷ ଓ୍ୱିକେଟ
ମହମ୍ମଦ ମହମ୍ମଦୁଲ୍ଲାହ: 46

17:53 PM

IND VS BAN Cricket Score LIVE: ସପ୍ତମ ଓ୍ୱିକେଟର ପତନ

ବାଂଲାଦେଶ: 248/07

ମୁସ୍ତାଫିଜୁର ରେହମାନ: 00
ମହମ୍ମଦ ମହମ୍ମଦୁଲ୍ଲାହ: 46

ଭାରତ
ବୋଲର: ମହମ୍ମଦ ସିରାଜ

49ମ ଓଭର
2.0.6.Wd.1.0.0

ଶେଷ ଓ୍ୱିକେଟ
ନାସୁମ ଅହମ୍ମଦ: 14

17:47 PM

IND VS BAN Cricket Score LIVE: ସପ୍ତମ ଓ୍ୱିକେଟର ପତନ

ବାଂଲାଦେଶ: 238/07

ମୁସ୍ତାଫିଜୁର ରେହମାନ: 00
ମହମ୍ମଦ ମହମ୍ମଦୁଲ୍ଲାହ: 37

ଭାରତ
ବୋଲର: ଜଶପ୍ରିତ ବୁମରା

48ମ ଓଭର
0.4.1.0.0.0

ଶେଷ ଓ୍ୱିକେଟ
ନାସୁମ ଅହମ୍ମଦ: 14

17:41 PM

IND VS BAN Cricket Score LIVE: ସପ୍ତମ ଓ୍ୱିକେଟର ପତନ

ବାଂଲାଦେଶ: 233/07

ମୁସ୍ତାଫିଜୁର ରେହମାନ: 00
ମହମ୍ମଦ ମହମ୍ମଦୁଲ୍ଲାହ: 32

ଭାରତ
ବୋଲର: ମହମ୍ମଦ ସିରାଜ

47ମ ଓଭର
4.0.0.4.W.0

ଶେଷ ଓ୍ୱିକେଟ
ନାସୁମ ଅହମ୍ମଦ: 14

17:34 PM

IND VS BAN Cricket Score LIVE: ଷଷ୍ଠ ଓ୍ୱିକେଟର ପତନ

ବାଂଲାଦେଶ: 225/06

ନାସୁମ ଅହମ୍ମଦ: 06
ମହମ୍ମଦ ମହମ୍ମଦୁଲ୍ଲାହ: 32

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

46ମ ଓଭର
1.2.4.6.1.1

ଶେଷ ଓ୍ୱିକେଟ
ମୁଶଫିକର ରହିମ: 38

17:26 PM

IND VS BAN Cricket Score LIVE: ଷଷ୍ଠ ଓ୍ୱିକେଟର ପତନ

ବାଂଲାଦେଶ: 210/06

ନାସୁମ ଅହମ୍ମଦ: 04
ମହମ୍ମଦ ମହମ୍ମଦୁଲ୍ଲାହ: 19

ଭାରତ
ବୋଲର: ଜଶପ୍ରିତ ବୁମରା

45ମ ଓଭର
0.1.1.0.1.2

ଶେଷ ଓ୍ୱିକେଟ
ମୁଶଫିକର ରହିମ: 38

17:24 PM

IND VS BAN Cricket Score LIVE: ଷଷ୍ଠ ଓ୍ୱିକେଟର ପତନ

ବାଂଲାଦେଶ: 205/06

ନାସୁମ ଅହମ୍ମଦ: 02
ମହମ୍ମଦ ମହମ୍ମଦୁଲ୍ଲାହ: 16

ଭାରତ
ବୋଲର: କୂଳଦୀପ ଯାଦବ

44ମ ଓଭର
1.0.0.1.1.1

ଶେଷ ଓ୍ୱିକେଟ
ମୁଶଫିକର ରହିମ: 38

17:20 PM

IND VS BAN Cricket Score LIVE: ଷଷ୍ଠ ଓ୍ୱିକେଟର ପତନ

ବାଂଲାଦେଶ: 201/06

ନାସୁମ ଅହମ୍ମଦ: 00
ମହମ୍ମଦ ମହମ୍ମଦୁଲ୍ଲାହ: 14

ଭାରତ
ବୋଲର: ଜଶପ୍ରିତ ବୁମରା

43ମ ଓଭର
1.1.W.0.0.0

ଶେଷ ଓ୍ୱିକେଟ
ମୁଶଫିକର ରହିମ: 38

17:16 PM

IND VS BAN Cricket Score LIVE: ଷଷ୍ଠ ଓ୍ୱିକେଟର ପତନ

ବାଂଲାଦେଶର ଷଷ୍ଠ ଓ୍ୱିକେଟର ପତନ। ଷଷ୍ଠ ଓ୍ୱିକେଟ ଭାବେ ମୁସଫିକର ରହିମ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ସେ ବ୍ୟକ୍ତିଗତ ୩୮ ରନ କରି ଜଶପ୍ରିତ ବୁମରାଙ୍କ ବଲରେ ଆଉଟ ହୋଇଛନ୍ତି। 

fallback

17:13 PM

IND VS BAN Cricket Score LIVE: ପଞ୍ଚମ ଓ୍ୱିକେଟର ପତନ

ବାଂଲାଦେଶ: 199/05

ମୁଶଫିକର ରହିମ: 37
ମହମ୍ମଦ ମହମ୍ମଦୁଲ୍ଲାହ: 13

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

42ମ ଓଭର
0.1.0.0.0.0

ଶେଷ ଓ୍ୱିକେଟ
ତ୍ୱହିଦି ହୃଦୟ: 16

17:10 PM

IND VS BAN Cricket Score LIVE: ପଞ୍ଚମ ଓ୍ୱିକେଟର ପତନ

ବାଂଲାଦେଶ: 198/05

ମୁଶଫିକର ରହିମ: 36
ମହମ୍ମଦ ମହମ୍ମଦୁଲ୍ଲାହ: 13

ଭାରତ
ବୋଲର: କୂଳଦୀପ ଯାଦବ

41ମ ଓଭର
1.0.6.0.1.1

ଶେଷ ଓ୍ୱିକେଟ
ତ୍ୱହିଦି ହୃଦୟ: 16

17:06 PM

IND VS BAN Cricket Score LIVE: ପଞ୍ଚମ ଓ୍ୱିକେଟର ପତନ

ବାଂଲାଦେଶ: 189/05

ମୁଶଫିକର ରହିମ: 34
ମହମ୍ମଦ ମହମ୍ମଦୁଲ୍ଲାହ: 6

ଭାରତ
ବୋଲର: ରବୀନ୍ଦ୍ର ଜାଡେଜା

40ମ ଓଭର
1.1.0.1.0.0

ଶେଷ ଓ୍ୱିକେଟ
ତ୍ୱହିଦି ହୃଦୟ: 16

17:03 PM

IND VS BAN Cricket Score LIVE: ପଞ୍ଚମ ଓ୍ୱିକେଟର ପତନ

ବାଂଲାଦେଶ: 186/05

ମୁଶଫିକର ରହିମ: 32
ମହମ୍ମଦ ମହମ୍ମଦୁଲ୍ଲାହ: 5

ଭାରତ
ବୋଲର: ମହମ୍ମଦ ସିରାଜ

39ମ ଓଭର
0.1.0.0.0.4

ଶେଷ ଓ୍ୱିକେଟ
ତ୍ୱହିଦି ହୃଦୟ: 16

16:59 PM

IND VS BAN Cricket Score LIVE: ପଞ୍ଚମ ଓ୍ୱିକେଟର ପତନ

ବାଂଲାଦେଶ: 181/05

ମୁଶଫିକର ରହିମ: 31
ମହମ୍ମଦ ମହମ୍ମଦୁଲ୍ଲାହ: 1

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

38ମ ଓଭର
1.W.1.1.0.0 

ଶେଷ ଓ୍ୱିକେଟ
ତ୍ୱହିଦି ହୃଦୟ: 16

16:55 PM

IND VS BAN Cricket Score LIVE: ପଞ୍ଚମ ଓ୍ୱିକେଟର ପତନ

ବାଂଲାଦେଶର ପଞ୍ଚମ ଓ୍ୱିକେଟର ପତନ। ପଞ୍ଚମ ଓ୍ୱିକେଟ ଭାବେ ତ୍ୱହିଦି ହୃଦୟ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବ୍ୟକ୍ତିଗତ 1୬ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ ହୋଇଛନ୍ତି। 

16:49 PM

IND VS BAN Cricket Score LIVE: ବିଶାଳ ସ୍କୋର ଅଭିମୁଖେ ବାଂଲାଦେଶ

ବାଂଲାଦେଶ: 178/04

ମୁଶଫିକର ରହିମ: 29
ତ୍ୱହିଦି ହୃଦୟ: 16

ଭାରତ
ବୋଲର: ମହମ୍ମଦ ସିରାଜ

37ମ ଓଭର
1.1.1.Wd.2.1.1

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:47 PM

IND VS BAN Cricket Score LIVE: ବିଶାଳ ସ୍କୋର ଅଭିମୁଖେ ବାଂଲାଦେଶ

ବାଂଲାଦେଶ: 170/04

ମୁଶଫିକର ରହିମ: 26
ତ୍ୱହିଦି ହୃଦୟ: 12

ଭାରତ
ବୋଲର: ଜଶପ୍ରିତ ବୁମରା

36ମ ଓଭର
0.4.1.0.0.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:42 PM

IND VS BAN Cricket Score LIVE: ବିଶାଳ ସ୍କୋର ଅଭିମୁଖେ ବାଂଲାଦେଶ

ବାଂଲାଦେଶ: 165/04

ମୁଶଫିକର ରହିମ: 21
ତ୍ୱହିଦି ହୃଦୟ: 12

ଭାରତ
ବୋଲର: କୂଳଦୀପ ଯାଦବ

35ମ ଓଭର
0.0.0.1.0.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:39 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 164/04

ମୁଶଫିକର ରହିମ: 20
ତ୍ୱହିଦି ହୃଦୟ: 12

ଭାରତ
ବୋଲର: ଜଶପ୍ରିତ ବୁମରା

34ମ ଓଭର
0.2.0.0.0.1

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:34 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 161/04

ମୁଶଫିକର ରହିମ: 17
ତ୍ୱହିଦି ହୃଦୟ: 12

ଭାରତ
ବୋଲର: କୂଳଦୀପ ଯାଦବ

33ମ ଓଭର
0.1.1.0.1.2

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:30 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 156/04

ମୁଶଫିକର ରହିମ: 15
ତ୍ୱହିଦି ହୃଦୟ: 09

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

32ମ ଓଭର
6.1.0.0.0.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:25 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 149/04

ମୁଶଫିକର ରହିମ: 08
ତ୍ୱହିଦି ହୃଦୟ: 09

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

31ମ ଓଭର
1.0.1.1.3.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:20 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 143/04

ମୁଶଫିକର ରହିମ: 04
ତ୍ୱହିଦି ହୃଦୟ: 07

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

30ମ ଓଭର
0.1.0.2.0.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:17 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 140/03

ମୁଶଫିକର ରହିମ: 02
ତ୍ୱହିଦି ହୃଦୟ: 06

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

29ମ ଓଭର
0.1.0.0.1.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:13 PM

IND VS BAN Cricket Score LIVE: ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶ: 138/03

ମୁଶଫିକର ରହିମ: 01
ତ୍ୱହିଦି ହୃଦୟ: 05

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

28ମ ଓଭର
0.0.1.W.1.0

ଶେଷ ଓ୍ୱିକେଟ
ଲିଟନ ଦାସ: 66

16:10 PM

IND VS BAN Cricket Score LIVE: ଚତୁର୍ଥ ଓ୍ୱିକେଟର ପତନ

ବାଂଲାଦେଶର ଚତୁର୍ଥ ଓ୍ୱିକେଟର ପତନ। ଚତୁର୍ଥ ଓ୍ୱିକେଟ ଭାବେ ଲିଟନ ଦାସ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି। ବ୍ୟକ୍ତିଗତ ୬୬ ରନ କରି ରବୀନ୍ଦ୍ର ଜାଡ଼େଜାଙ୍କ ବଲରେ ଆଉଟ ହୋଇଛନ୍ତି। 

16:08 PM

IND VS BAN Cricket Score LIVE: ବାଂଲାଦେଶର ତୃତୀୟ ଓ୍ୱିକେଟର ପତନ

ବାଂଲାଦେଶ: 136/03
ଲିଟନ ଦାସ: 66
ତ୍ୱହିଦି ହୃଦୟ: 04

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

27ମ ଓଭର
1.0.1.0.0.1

ଶେଷ ଓ୍ୱିକେଟ
ମେହିଦି ହାସନ ମିରାଜ: 03

16:03 PM

IND VS BAN Cricket Score LIVE: ବାଂଲାଦେଶର ତୃତୀୟ ଓ୍ୱିକେଟର ପତନ

ବାଂଲାଦେଶ: 133/03
ଲିଟନ ଦାସ: 65
ତ୍ୱହିଦି ହୃଦୟ: 02

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

26ମ ଓଭର
0.0.1.1.0.0

ଶେଷ ଓ୍ୱିକେଟ
ମେହିଦି ହାସନ ମିରାଜ: 03

15:59 PM

IND VS BAN Cricket Score LIVE: ବାଂଲାଦେଶର ତୃତୀୟ ଓ୍ୱିକେଟର ପତନ

ବାଂଲାଦେଶ: 131/03
ଲିଟନ ଦାସ: 64
ତ୍ୱହିଦି ହୃଦୟ: 01

ଭାରତ
ବୋଲର: ମହମ୍ମଦ ସିରାଜ

25ମ ଓଭର
W.1.0.1.0.0

ଶେଷ ଓ୍ୱିକେଟ
ମେହିଦି ହାସନ ମିରାଜ: 03

15:56 PM

IND VS BAN Cricket Score LIVE: ତୃତୀୟ ଓ୍ୱିକେଟର ପତନ

ବାଂଲାଦେଶର ତୃତୀୟ ଓ୍ୱିକେଟର ପତନ। ତୃତୀୟ ଓ୍ୱିକେଟ ଭାବେ ମେହିଦି ହାସନ ମିରାଜ ମହମ୍ମଦ ସିରାଜଙ୍କ ବଲରେ କ୍ୟାଚ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି। 

15:54 PM

IND VS BAN Cricket Score LIVE: ଅର୍ଦ୍ଧଶତକ ପୂରଣ କଲେ ଲିଟନ

ବାଂଲାଦେଶ: 129/02
ଲିଟନ ଦାସ: 53
ମେହିଦି ହାସନ ମିରାଜ: 03

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

24ମ ଓଭର
1.2.4.4.0.0

ଶେଷ ଓ୍ୱିକେଟ
ନାଜମୁଲ ହୋସେନ ଶାନ୍ତୋ: 08

15:51 PM

IND VS BAN Cricket Score LIVE: ଅର୍ଦ୍ଧଶତକ ପୂରଣ କଲେ ଲିଟନ

ବାଂଲାଦେଶ: 118/02
ଲିଟନ ଦାସ: 53
ମେହିଦି ହାସନ ମିରାଜ: 02

ଭାରତ
ବୋଲର: ମହମ୍ମଦ ସିରାଜ

23ମ ଓଭର
1.0.L1.1.0.1

ଶେଷ ଓ୍ୱିକେଟ
ନାଜମୁଲ ହୋସେନ ଶାନ୍ତୋ: 08

15:46 PM

IND VS BAN Cricket Score LIVE: ଅର୍ଦ୍ଧଶତକ ପୂରଣ କଲେ ଲିଟନ

ବାଂଲାଦେଶ: 114/02
ଲିଟନ ଦାସ: 51
ମେହିଦି ହାସନ ମିରାଜ: 01

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

22ମ ଓଭର
0.0.1.0.0.0

ଶେଷ ଓ୍ୱିକେଟ
ନାଜମୁଲ ହୋସେନ ଶାନ୍ତୋ: 08

15:42 PM

IND VS BAN Cricket Score LIVE: ଅର୍ଦ୍ଧଶତକ ପୂରଣ କଲେ ଲିଟନ

ବାଂଲାଦେଶ: 113/02
ଲିଟନ ଦାସ: 50
ମେହିଦି ହାସନ ମିରାଜ: 01

ଭାରତ
ବୋଲର: କୂଳଦୀପ ଯାଦବ

21ମ ଓଭର
1.0.0.1.1.0

ଶେଷ ଓ୍ୱିକେଟ
ନାଜମୁଲ ହୋସେନ ଶାନ୍ତୋ: 08

ବାଂଲାଦେଶ ଓପନର ଲିଟନ ଦାସଙ୍କର ଅର୍ଦ୍ଧଶତକ ପୂରଣ। ବ୍ୟକ୍ତିଗତ ୫୦ ରନ କରି ଅପରାଜିତ ରହିଛନ୍ତି ଲିଟନ।

fallback

15:38 PM

IND VS BAN Cricket Score LIVE: ବାଂଲାଦେଶର ଦ୍ୱିତୀୟ ଓ୍ୱିକେଟର ପତନ

ବାଂଲାଦେଶ: 110/02
ଲିଟନ ଦାସ: 48
ନାଜମୁଲ ହୋସେନ ଶାନ୍ତୋ: 08

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

20ମ ଓଭର
0.0.1.1.1.W

ଶେଷ ଓ୍ୱିକେଟ
ନାଜମୁଲ ହୋସେନ ଶାନ୍ତୋ: 08

fallback

15:36 PM

IND VS BAN Cricket Score LIVE: ବାଂଲାଦେଶର ପ୍ରଥମ ଓ୍ୱିକେଟର ପତନ

ବାଂଲାଦେଶ: 107/01
ଲିଟନ ଦାସ: 46
ନାଜମୁଲ ହୋସେନ ଶାନ୍ତୋ: 07

ଭାରତ
ବୋଲର: କୂଳଦୀପ ଯାଦବ

19ମ ଓଭର
1.1.1.0.0.1

ଶେଷ ଓ୍ୱିକେଟ
ତାଂଜିଦ ହାସନ: 51

15:32 PM

IND VS BAN Cricket Score LIVE: ବାଂଲାଦେଶର ପ୍ରଥମ ଓ୍ୱିକେଟର ପତନ

ବାଂଲାଦେଶ: 103/01
ଲିଟନ ଦାସ: 44
ନାଜମୁଲ ହୋସେନ ଶାନ୍ତୋ: 05

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

18ମ ଓଭର
1.1.1.0.0.2

ଶେଷ ଓ୍ୱିକେଟ
ତାଂଜିଦ ହାସନ: 51

 

15:27 PM

IND VS BAN Cricket Score LIVE: ବାଂଲାଦେଶର ପ୍ରଥମ ଓ୍ୱିକେଟର ପତନ

ବାଂଲାଦେଶ: 98/01
ଲିଟନ ଦାସ: 41
ନାଜମୁଲ ହୋସେନ ଶାନ୍ତୋ: 03

ଭାରତ
ବୋଲର: କୂଳଦୀପ ଯାଦବ

17ମ ଓଭର
1.0.0.0.0.1

ଶେଷ ଓ୍ୱିକେଟ
ତାଂଜିଦ ହାସନ: 51

15:26 PM

IND VS BAN Cricket Score LIVE: ବାଂଲାଦେଶର ପ୍ରଥମ ଓ୍ୱିକେଟର ପତନ

ବାଂଲାଦେଶ: 96/01
ଲିଟନ ଦାସ: 40
ନାଜମୁଲ ହୋସେନ ଶାନ୍ତୋ: 02

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

16ମ ଓଭର
0.0.0.1.0.1

ଶେଷ ଓ୍ୱିକେଟ
ତାଂଜିଦ ହାସନ: 51

15:22 PM

IND VS BAN Cricket Score LIVE: ଅର୍ଦ୍ଧଶତକ ପୂରଣ କଲେ ତାଞ୍ଜିଦ

ବାଂଲାଦେଶ: 94/01
ଲିଟନ ଦାସ: 39
ନାଜମୁଲ ହୋସେନ ଶାନ୍ତୋ: 01

ଭାରତ
ବୋଲର: କୂଳଦୀପ ଯାଦବ

15ମ ଓଭର
1.1.1.W.0.1

ଶେଷ ଓ୍ୱିକେଟ
ତାଂଜିଦ ହାସନ: 51

15:21 PM

IND VS BAN Cricket Score LIVE: ପ୍ରଥମ ଓ୍ୱିକେଟର ପତନ

ବାଂଲାଦେଶକୁ ପ୍ରଥମ ଝଟକା। ପ୍ରଥମ ଓ୍ୱିକେଟ ଭାବେ ତାଞ୍ଜିଦ ହାସନ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି। କୂଳଦୀପ ଯାଦବଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିଅନ ଫେରିଲେ ତାଞ୍ଜିଦ। ସେ ବ୍ୟକ୍ତିଗତ ୫୧ ରନ କରି ଆଉଟ ହୋଇଛନ୍ତି। 

15:10 PM

IND VS BAN Cricket Score LIVE: ଅର୍ଦ୍ଧଶତକ ପୂରଣ କଲେ ତାଞ୍ଜିଦ

ବାଂଲାଦେଶ: 90/00
ଲିଟନ ଦାସ: 37
ତାଂଜିଦ ହାସନ: 50

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

14ମ ଓଭର
1.1.0.4.1.1

ବାଂଲାଦେଶ ଓପନର ତାଞ୍ଜିଦ ହାସନଙ୍କର ଅର୍ଦ୍ଧଶତକ ପୂରଣ। ବ୍ୟକ୍ତିଗତ ୫୦ ରନ କରି ଅପରାଜିତ ରହିଛନ୍ତି ତାଞ୍ଜିଦ।

15:09 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 82/00
ଲିଟନ ଦାସ: 35
ତାଂଜିଦ ହାସନ: 44

ଭାରତ
ବୋଲର: କୂଳଦୀପ ଯାଦବ

13ମ ଓଭର
1.4.2.1.1.Wd.0

15:05 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 72/00
ଲିଟନ ଦାସ: 28
ତାଂଜିଦ ହାସନ: 42

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

12ଶ ଓଭର
2.1.0.0.1.0

14:58 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 68/00
ଲିଟନ ଦାସ: 25
ତାଂଜିଦ ହାସନ: 41

ଭାରତ
ବୋଲର: କୂଳଦୀପ ଯାଦବ

11ଶ ଓଭର
1.0.1.2.0.1

14:54 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 63/00
ଲିଟନ ଦାସ: 21
ତାଂଜିଦ ହାସନ: 40

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

10ମ ଓଭର
0.6.4.6.0.0

14:52 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 47/00
ଲିଟନ ଦାସ: 21
ତାଂଜିଦ ହାସନ: 24

ଭାରତ
ବୋଲର: ବିରାଟ କୋହଲି

ନବମ ଓଭର
0.4.4.0.1.1

14:49 PM

IND VS BAN Cricket Score LIVE: ଆହତ ହେଲେ ହାର୍ଦ୍ଦିକ

ନବମ ଓଭର ବୋଲିଂ ସମୟରେ ଆହତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ସ୍ଥାନରେ ବିରାଟ କୋହଲି ବୋଲିଂ କରୁଛନ୍ତି। ୮.୩ ଓଭରରୁ ଆହତ ହେଲେ ହାର୍ଦ୍ଦିକ। 

fallback

14:40 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 37/00
ଲିଟନ ଦାସ: 12
ତାଂଜିଦ ହାସନ: 23

ଭାରତ
ବୋଲର: ମହମ୍ମଦ ସିରାଜ

ଅଷ୍ଟମ ଓଭର
0.1.4.Wd.0.4.0

14:32 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 27/00
ଲିଟନ ଦାସ: 11
ତାଂଜିଦ ହାସନ: 15

ଭାରତ
ବୋଲର: ଜଶପ୍ରିତ ବୁମରା

ସପ୍ତମ ଓଭର
0.0.1.Wd.0.0.6

14:27 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 19/00
ଲିଟନ ଦାସ: 10
ତାଂଜିଦ ହାସନ: 09

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର
0.4.0.4.0.1

14:24 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 10/00
ଲିଟନ ଦାସ: 01
ତାଂଜିଦ ହାସନ: 09

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର
1.1.0.0.0.2

14:16 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 06/00
ଲିଟନ ଦାସ: 00
ତାଂଜିଦ ହାସନ: 06

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର
0.1.0.0.0.0

14:14 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 05/00
ଲିଟନ ଦାସ: 00
ତାଂଜିଦ ହାସନ: 05

ଭାରତ
ବୋଲର: ଜଶପ୍ରିତ ବୁମରା

ତୃତୀୟ ଓଭର
0.0.0.0.0.0

14:09 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 05/00

ଲିଟନ ଦାସ: 00
ତାଂଜିଦ ହାସନ: 05

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର
4.0.0.0.0.0

fallback

14:06 PM

IND VS BAN Cricket Score LIVE: ବ୍ୟାଟିଂ କରୁଛି ବାଂଲାଦେଶ

ବାଂଲାଦେଶ: 01/00

ଲିଟନ ଦାସ: 00
ତାଂଜିଦ ହାସନ: 01

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର
0.0.1.0.0.0

13:40 PM

IND VS BAN Cricket Score LIVE: ବାଂଲାଦେଶ ଟିମ

ବାଂଲାଦେଶର ଚୂଡ଼ାନ୍ତ ଏକଦାଶ: ଲିଟନ ଦାସ, ତାଂଜିଦ ହାସନ, ନଜମୁଲ୍ଲା ହୋସେନ ସାନ୍ତୋ (ଅଧିନାୟକ), ମେହିଦି ହାସନ ମିରାଜ, ତୋହିଦ ହୃଦୟ, ମୁଶଫିକର ରହିମ, ମହମ୍ମଦୁଲ୍ଲାହ, ନାସୁମ ଅହମ୍ମଦ, ହାସନ ମେହମୁଦ, ମୁସ୍ତାଫିଜୁର ରେହମାନ, ଶୋରିଫୁଲ ଇସଲାମ

13:36 PM

IND VS BAN Cricket Score LIVE: ଭାରତୀୟ ଦଳ

ଭାରତର ଚୂଡ଼ାନ୍ତ ଏକଦାଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୂଳଦୀପ ଯାଦବ, ଜଶପ୍ରିତ ବୁମରା, ମହମ୍ମଦ ସିରାଜ