IND vs ZIM T20I: ବୋଲିଂ ନିଷ୍ପତ୍ତି ନେଲା ଜିମ୍ବାୱେ, ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କଲା ଭାରତ
Advertisement
Article Detail0/zeeodisha/odisha2335768

IND vs ZIM T20I: ବୋଲିଂ ନିଷ୍ପତ୍ତି ନେଲା ଜିମ୍ବାୱେ, ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କଲା ଭାରତ

  ନୂଆଦିଲ୍ଲୀ: ଚଳିତ ଜିମ୍ବାୱେ ବିପକ୍ଷ ଟି୨୦ ସିରିଜର ଆଜି ଶେଷ ତଥା ପଞ୍ଚମ ମ୍ୟାଚ ଖେଳିବାକୁ ଯାଉଛି ଭାରତ। ପଞ୍ଚମ ମ୍ୟାଚରେ ଜିମ୍ବାୱେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇ। ଆମନ୍ତ୍ରଣ ପାଇଁ ବ୍ୟାଟିଂ କରିବ ଭାରତ। ସିରିଜରେ ଅନ୍ତିମ ମ୍ୟାଚ ଜିତିବାକୁ ଜିମ୍ବାୱେ ପ୍ରୟାସ କରିବ। ଏହି ସିରିଜକୁ ଭାରତ ୩-୧ରେ ଜିତି ନେଇଛି। ଗତକାଲି ଚତୁର୍ଥ ମ୍

IND vs ZIM T20I: ବୋଲିଂ ନିଷ୍ପତ୍ତି ନେଲା ଜିମ୍ବାୱେ, ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କଲା ଭାରତ

IND vs ZIM T20I:  ନୂଆଦିଲ୍ଲୀ: ଚଳିତ ଜିମ୍ବାୱେ ବିପକ୍ଷ ଟି୨୦ ସିରିଜର ଆଜି ଶେଷ ତଥା ପଞ୍ଚମ ମ୍ୟାଚ ଖେଳିବାକୁ ଯାଉଛି ଭାରତ। ପଞ୍ଚମ ମ୍ୟାଚରେ ଜିମ୍ବାୱେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇ। ଆମନ୍ତ୍ରଣ ପାଇଁ ବ୍ୟାଟିଂ କରିବ ଭାରତ। ସିରିଜରେ ଅନ୍ତିମ ମ୍ୟାଚ ଜିତିବାକୁ ଜିମ୍ବାୱେ ପ୍ରୟାସ କରିବ। ଏହି ସିରିଜକୁ ଭାରତ ୩-୧ରେ ଜିତି ନେଇଛି। ଗତକାଲି ଚତୁର୍ଥ ମ୍ୟାଚକୁ ଭାରତ ୧୦ ୱିକେଟରେ ଜିତିନେଇଥିଲା। ସେପଟେ ଏହି ମ୍ୟାଚ ବିଜୟ ସହିତ ସିରିଜ ଶେଷ କରିବାକୁ ଲକ୍ଷ୍ୟ ରଖିଛି। 

ନଜର ପକାନ୍ତୁ ଚୂଡାନ୍ତ ଏକାଦଶ ଉପରେ:
ଭାରତ
: ଶୁବମନ ଗିଲ (ଅଧିନାୟକ), ଯଶସ୍ୱି ଜୟସ୍ୱାଲ, ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିୟାନ ପରାଗ, ରିଙ୍କୁ ସିଂହ, ଶିବମ ଦୁବେ, ୱାସିଂଟନ ସୁନ୍ଦର ରବି ବିଷ୍ଣୋଇ, ତୁଷାର ଦେଶପାଣ୍ଡେ, ମୁକେଶ କୁମାର

ଜିମ୍ବାୱେ: ୱେସଲେ ମଧୱେରେ, ତାଦିୱନାସେ ମାରୁମନୀ, ବ୍ରାୟନ ବେନେଟ, ଡାୟୋନ ମାୟର୍ସ, ସିକନ୍ଦର ରଜା (ଅଧିନାୟକ), ଜନାଥନ କ୍ୟାମ୍ପବେଲ, ଫରାଜ ଅକରମ, କ୍ଲାଇଭ ମନ୍ଦାଡେ, ବ୍ରେଣ୍ଡନ ମାୱୁଟା, ରିଚାର୍ଡ ନଗାରୱା, ବ୍ଲେସିଂ ମୁଜରବାନୀ