FIFA 2022: କ୍ରୋଏସିଆ ବିପକ୍ଷରେ କାନାଡ଼ାର ଦ୍ରୁତତମ ଗୋଲ ସ୍କୋର, ନିଜ ନାମରେ କଲା ଏହି ରେକର୍ଡ
trendingNow,recommendedStories0/zeeodisha/odisha1460664

FIFA 2022: କ୍ରୋଏସିଆ ବିପକ୍ଷରେ କାନାଡ଼ାର ଦ୍ରୁତତମ ଗୋଲ ସ୍କୋର, ନିଜ ନାମରେ କଲା ଏହି ରେକର୍ଡ

କାନାଡାର ୨୨ ବର୍ଷୀୟ ଫରୱାର୍ଡ ଆଲଫୋନସୋ ଡେଭିସ୍ ୬୭ ସେକେଣ୍ଡ ପରେ ଏହି ସଫଳତା ହାସଲ କରିଛନ୍ତି।

FIFA 2022: କ୍ରୋଏସିଆ ବିପକ୍ଷରେ କାନାଡ଼ାର ଦ୍ରୁତତମ ଗୋଲ ସ୍କୋର, ନିଜ ନାମରେ କଲା ଏହି ରେକର୍ଡ

FIFA 2022:  ନୂଆଦିଲ୍ଲୀ: ରବିବାର କ୍ରୋଏସିଆ ବିପକ୍ଷ ଗ୍ରୁପ୍ ଏଫ୍ ମ୍ୟାଚ୍ ସମୟରେ କାନାଡା ୨୦୨୨ ଫିଫା ବିଶ୍ୱକପ୍ ର ଦ୍ରୁତତମ ଗୋଲ୍ ସ୍କୋର କରିଥିଲା। କାନାଡାର ୨୨ ବର୍ଷୀୟ ଫରୱାର୍ଡ ଆଲଫୋନସୋ ଡେଭିସ୍ ୬୭ ସେକେଣ୍ଡ ପରେ ଏହି ସଫଳତା ହାସଲ କରିଛନ୍ତି। ଫିଫା ବିଶ୍ୱକପ ଇତିହାସରେ ଏହା କାନାଡାର ପ୍ରଥମ ସଫଳତା। ସୂଚନାଯୋଗ୍ୟ ୩୬ ବର୍ଷ ପରେ କାନାଡା ଫିଫା ବିଶ୍ୱକପରେ ଖେଳୁଛି।

Trending news