ବିଜେପିରେ ମିଶିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି
Advertisement

ବିଜେପିରେ ମିଶିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି

Anubhav Mohanty Joined BJP: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଚିରେ ସାମିଲ୍ ହୋଇଛନ୍ତି । ୩୦ ମାର୍ଚ୍ଚରେ ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ ବିଜେପିରେ ମିଶିବା ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । 

ସୂଚନାଯୋଗ୍ୟ, ୨୦୧୯ ମସିହାରେ କେନ୍ଦ୍ରାପଡାରୁ ସାଂସଦ ଭାବେ ବିପୁଳ ବିଜୟ ହାସଲ କରି ଲୋକସଭାକୁ ଯାଇଥିଲେ ଅନୁଭବ । ସେତେବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରୁ ଲଢିଥିଲେ । ତେବେ ବର୍ତ୍ତମାନ କେନ୍ଦ୍ରାପଡାରୁ ବୈଜୟନ୍ତଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଛି । ଅନୁଭବ ବିଜେପିରେ ସାମିଲ ହେବା ପରେ ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।

Also Read- Vastu Tips for Car Parking: ଏହି ସ୍ଥାନରେ କରନ୍ତୁ କାର୍ ପାର୍କିଂ, ଟଳିଯିବ ଦୁର୍ଘଟଣା !

Also Read- April 2024 Grah Gochar Rashifal: ଏପ୍ରିଲରେ ୪ଟି ଗ୍ରହ ପ୍ରଭାବରୁ ୪ଟି ରାଶିର ଭାଗ୍ୟ ବଦଳିବ