District Planning Committee: ବିଜେଡି@୨୦୨୪, 'ଆମ ମନ୍ତ୍ରୀଙ୍କୁ ତୁମ ଜିଲ୍ଲା ଦାୟିତ୍ୱ'
Advertisement
Article Detail0/zeeodisha/odisha1363684

District Planning Committee: ବିଜେଡି@୨୦୨୪, 'ଆମ ମନ୍ତ୍ରୀଙ୍କୁ ତୁମ ଜିଲ୍ଲା ଦାୟିତ୍ୱ'

District Planning Committee: ୧୯ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀଙ୍କୁ ନିଜ ଗୃହ ଜିଲ୍ଲା ପରିବର୍ତ୍ତେ ଅନ୍ୟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। 

District Planning Committee: ବିଜେଡି@୨୦୨୪, 'ଆମ ମନ୍ତ୍ରୀଙ୍କୁ ତୁମ ଜିଲ୍ଲା ଦାୟିତ୍ୱ'

District Planning Committee, ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରେ ନୂଆ ପ୍ଲାନିଂ କମିଟି ଅଧ୍ୟକ୍ଷକଙ୍କୁ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ଓ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ଏହାର ତାଲିକା ପ୍ରକାଶ କରାଯାଇଛି। ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କାହାକୁ ପ୍ଲାନିଂ କମିଟି ଅଧ୍ୟକ୍ଷକ କରାଯାଇଛି... 

  1. ଅନୁଗୁଳ- ଅଶୋକ ପଣ୍ଡା (ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ)  
  2. ବଲାଙ୍ଗୀର- ରୋହିତ ପୂଜାରୀ (ଉଚ୍ଚଶିକ୍ଷା ମନ୍ତ୍ରୀ)  
  3. ବାଲେଶ୍ୱର- ଅନନ୍ତ ଦାସ (ଭୋଗରାଇ ବିଧାୟକ)
  4. ବରଗଡ- ଦେବେଶ ଆଚାର୍ଯ୍ୟ (ବରଗଡ ବିଧାୟକ) 
  5. ଭଦ୍ରକ- ବ୍ୟୋମକେଶ ରାୟ (ଚାନ୍ଦବାଲି ବିଧାୟକ)  
  6. ବୌଦ୍ଧ- ମହୀଧର ରଣା (କଣ୍ଟାମାଳ ବିଧାୟକ) 
  7. କଟକ- ପ୍ରମୋଦ ମଲ୍ଲିକ (ନିଆଳି ବିଧାୟକ)  
  8. ଦେବଗଡ- ରାଜେନ୍ଦ୍ର ଢୋଲକିଆ (ଯୋଜନା ମନ୍ତ୍ରୀ) 
  9. ଢେଙ୍କାନାଳ- ବାସନ୍ତୀ ହେମ୍ବ୍ରମ୍ (ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ)
  10. ଗଜପତି- ଜଗନ୍ନାଥ ସାରକା (ଆଇନ ମନ୍ତ୍ରୀ)
  11. ଗଞ୍ଜାମ- ପ୍ରଫୁଲ୍ଲ ମଲ୍ଲିକ (ଖଣୀ ମନ୍ତ୍ରୀ)
  12. ଜଗତସିଂହପୁର- ପ୍ରମିଳା ମଲ୍ଲିକ (ରାଜସ୍ୱ ମନ୍ତ୍ରୀ)  
  13. ଯାଜପୁର- ସମୀର ଦାସ (ଗଣଶିକ୍ଷା ମନ୍ତ୍ରୀ)
  14. ଝାରସୁଗୁଡା- ପ୍ରୀତିରଞ୍ଜନ ଘଡେଇ (ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ)
  15. କଳାହାଣ୍ଡି- ନବ ଦାସ (ସ୍ୱାସ୍ଥ୍ୟ ମନ୍ତ୍ରୀ)
  16. କନ୍ଧମାଳ- ଶ୍ରୀକାନ୍ତ ସାହୁ (ଶ୍ରମ ମନ୍ତ୍ରୀ) 
  17. କେନ୍ଦ୍ରାପଡା- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ପଶୁ ସମ୍ପଦ ମନ୍ତ୍ରୀ)
  18. କେନ୍ଦୁଝର- ଜଗନ୍ନାଥ ନାଏକ (ପାଟନା ବିଧାୟକ)
  19. ଖୋର୍ଦ୍ଧା- ରାଜେନ୍ଦ୍ର ସାହୁ (ବେଗୁନିଆ ବିଧାୟକ)
  20. କୋରାପୁଟ- ରଘୁରାମ ପଲାଡ (କୋରାପୁଟ ବିଧାୟକ)  
  21. ମାଲକାନଗିରି- ତୁଷାରକାନ୍ତି ବେହେରା (କ୍ରୀଡା ମନ୍ତ୍ରୀ) 
  22. ମୟୂରଭଞ୍ଜ- ଅଶ୍ୱିନୀ ପାତ୍ର (ପର୍ଯ୍ୟଟନ ମନ୍ତ୍ରୀ)  
  23. ନବରଙ୍ଗପୁର- ମନୋହର ରନ୍ଧାରୀ (ଡାବୁଗାଁ ବିଧାୟକ)
  24. ନୟାଗଡ- ସତ୍ୟନାରାୟଣ ପ୍ରଧାନ (ରଣପୁର ବିଧାୟକ) 
  25. ନୂଆପଡା- ଟୁକୁନି ସାହୁ (ପରିବହନ ମନ୍ତ୍ରୀ)
  26. ପୁରୀ- ନିରଞ୍ଜନ ପୂଜାରୀ (ଅର୍ଥ ମନ୍ତ୍ରୀ)
  27. ରାୟଗଡା- ଅତନୁ ସବ୍ୟସାଚୀ ନାୟକ (ନିଗମ ମନ୍ତ୍ରୀ)  
  28. ସମ୍ବଲପୁର- ପ୍ରତାପ କେଶରୀ ଦେବ (ଶକ୍ତି ମନ୍ତ୍ରୀ)
  29. ସୁବର୍ଣ୍ଣପୁର- ପ୍ରଦୀପ କୁମାର ଅମାତ (ସୂଚନା ଓ ଜନ ସମ୍ପର୍କ ମନ୍ତ୍ରୀ)
  30. ସୁନ୍ଦରଗଡ- ସାରଦା ପ୍ରସାଦ ନାୟକ (ରାଉରକେଲା ବିଧାୟକ)

୧୯ ଜଣ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଯାଇଛି। ମନ୍ତ୍ରୀଙ୍କୁ ନିଜ ଗୃହ ଜିଲ୍ଲା ପରିବର୍ତ୍ତେ ଅନ୍ୟ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। 

fallback