Padampur ByPoll Results 2022 Live: ପଦ୍ମପୁରରେ ବର୍ଷାଙ୍କୁ ବିପୁଳ ସମର୍ଥନ, ୨୦ ହଜାରରୁ ଅଧିକ ଭୋଟରେ ଆଗୁଆ
Advertisement

Padampur ByPoll Results 2022 Live: ପଦ୍ମପୁରରେ ବର୍ଷାଙ୍କୁ ବିପୁଳ ସମର୍ଥନ, ୨୦ ହଜାରରୁ ଅଧିକ ଭୋଟରେ ଆଗୁଆ


Padampur By Election Result 2022:  ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି । ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଯେଉଁ ଭୋଟର ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଭୋଟ୍ ଗଣତି ଚାଲିଛି । 

Padampur ByPoll Results 2022 Live: ପଦ୍ମପୁରରେ ବର୍ଷାଙ୍କୁ ବିପୁଳ ସମର୍ଥନ, ୨୦ ହଜାରରୁ ଅଧିକ ଭୋଟରେ ଆଗୁଆ
LIVE Blog

Padmpur By Election Results 2022: ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି । ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଓ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ ଯେଉଁ ଭୋଟର ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଭୋଟ୍ ଗଣତି ଚାଲିଛି । ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏହି ଭୋଟ୍‌ ଗଣତି ପ୍ରକ୍ରିୟା ଚାଲିଛି । 

08 December 2022
14:56 PM

Odisha Padampur By Election Result 2022 Live Updates: ୨୦ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୧,୦୪,୧୮୩ ଖଣ୍ଡ ଭୋଟ ମିଳିଛି। ୨୦ତମ ରାଉଣ୍ଡରେ ବର୍ଷାଙ୍କୁ ୫୨୬୬ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୬୮୮୮୭ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୩୨୧୦ ଖଣ୍ଡ ଭୋଟ ମିଳିଛି। ୨୦ତମ ରାଉଣ୍ଡ ସୁଦ୍ଧା ବର୍ଷା ୩୫,୨୯୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

14:47 PM

Padampur By Election Result 2022 Live Updates: ୧୯ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୯୮୯୧୭ ଖଣ୍ଡ ଭୋଟ ମିଳିଛି। ୧୯ତମ ରାଉଣ୍ଡରେ ବର୍ଷାଙ୍କୁ ୪୧୬୦ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୬୫୩୨୧ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୩୦୫୯ ଖଣ୍ଡ ଭୋଟ ମିଳିଛି। ୧୯ତମ ରାଉଣ୍ଡ ସୁଦ୍ଧା ବର୍ଷା ୩୩,୫୯୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

14:33 PM

Odisha Padampur By Election Result 2022 Live Updates: ୧୮ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୯୪୭୫୭ ଖଣ୍ଡ ଭୋଟ ମିଳିଛି। ୧୮ତମ ରାଉଣ୍ଡରେ ବର୍ଷାଙ୍କୁ ୫୨୯୨ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୬୨୧୯୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୯୩୭ ଖଣ୍ଡ ଭୋଟ ମିଳିଛି। ୧୮ତମ ରାଉଣ୍ଡ ସୁଦ୍ଧା ବର୍ଷା ୩୨,୫୬୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

14:13 PM

Odisha Padampur By Election Result 2022 Live Updates: ୧୭ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୮୯୪୬୫ ଖଣ୍ଡ ଭୋଟ ମିଳିଛି। ୧୭ତମ ରାଉଣ୍ଡରେ ବର୍ଷାଙ୍କୁ ୪୦୮୪ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୫୯୪୦୬ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୮୨୧ ଖଣ୍ଡ ଭୋଟ ମିଳିଛି। ୧୭ତମ ରାଉଣ୍ଡ ସୁଦ୍ଧା ବର୍ଷା ୩୦,୦୫୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

 

14:01 PM

Odisha Padampur By Election Result 2022 Live Updates: ୧୬ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୮୫୩୮୧ ଖଣ୍ଡ ଭୋଟ ମିଳିଛି। ୧୬ତମ ରାଉଣ୍ଡରେ ବର୍ଷାଙ୍କୁ ୫୯୧୧ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୫୫୮୬୩ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୭୧୫ ଖଣ୍ଡ ଭୋଟ ମିଳିଛି। ୧୬ତମ ରାଉଣ୍ଡ ସୁଦ୍ଧା ବର୍ଷା ୨୯୫୮୧ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

13:52 PM

Odisha Padampur By Election Result 2022 Live Updates: ୧୫ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୭୯୪୭୦ ଖଣ୍ଡ ଭୋଟ ମିଳିଛି। ୧୫ତମ ରାଉଣ୍ଡରେ ବର୍ଷାଙ୍କୁ ୪୮୦୪ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୫୧୯୩୭ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୫୪୩ ଖଣ୍ଡ ଭୋଟ ମିଳିଛି। ୧୪ତମ ରାଉଣ୍ଡ ସୁଦ୍ଧା ବର୍ଷା ୨୭୫୩୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

 

13:31 PM

Odisha Padampur By Election Result 2022 Live Updates: ୧୪ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୭୪୬୬୬ ଖଣ୍ଡ ଭୋଟ ମିଳିଛି। ୧୪ତମ ରାଉଣ୍ଡରେ ବର୍ଷାଙ୍କୁ ୫୪୧୬ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୪୮୩୧୪ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୩୯୩ ଖଣ୍ଡ ଭୋଟ ମିଳିଛି। ୧୪ତମ ରାଉଣ୍ଡ ସୁଦ୍ଧା ବର୍ଷା ୨୬୩୫୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

13:22 PM

Odisha Padampur By Election Result 2022 Live Updates: ୧୩ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୬୯୨୫୦ ଖଣ୍ଡ ଭୋଟ ମିଳିଛି। ୧୩ତମ ରାଉଣ୍ଡରେ ବର୍ଷାଙ୍କୁ ୫୧୭୧ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୪୫୧୯୨ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୩୦୪ ଖଣ୍ଡ ଭୋଟ ମିଳିଛି। ୧୩ତମ ରାଉଣ୍ଡ ସୁଦ୍ଧା ବର୍ଷା ୨୪,୦୫୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

12:55 PM

Odisha Padampur By Election Phalaphala 2022 Live Updates: ୧୧ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୫୯୪୧୬ ଖଣ୍ଡ ଭୋଟ ମିଳିଛି। ୧୧ତମ ରାଉଣ୍ଡରେ ବର୍ଷାଙ୍କୁ ୫୨୪୩ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୩୮୦୬୫ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୨୦୮୫ ଖଣ୍ଡ ଭୋଟ ମିଳିଛି। ୧୧ତମ ରାଉଣ୍ଡ ସୁଦ୍ଧା ବର୍ଷା ୨୧୩୫୧ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

12:27 PM

Odisha Padampur By Election Phalaphala 2022 Live Updates: ଦଶମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୫୪୧୭୩ ଖଣ୍ଡ ଭୋଟ ମିଳିଛି। ଦଶମ ରାଉଣ୍ଡରେ ବର୍ଷାଙ୍କୁ ୫୫୮୫ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୩୪୭୪୮ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୯୯୨ ଖଣ୍ଡ ଭୋଟ ମିଳିଛି। ଦଶମ ରାଉଣ୍ଡ ସୁଦ୍ଧା ବର୍ଷା ୧୯୪୨୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

11:34 AM

fallback

Padampur Bye Election Phalaphala 2022 Live Updates: ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୩୧୮୮୬ ଖଣ୍ଡ ଭୋଟ ମିଳିଛି। ଷଷ୍ଠ ରାଉଣ୍ଡରେ ବର୍ଷାଙ୍କୁ ୫୬୮୮ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ମୋଟ ୨୧୧୮୨ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୯୭୦ ଖଣ୍ଡ ଭୋଟ ମିଳିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବର୍ଷା ୧୦୭୦୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

11:20 AM

fallback

Padampur Bye Election Phalaphala 2022 Live Updates: ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୨୬୧୯୮ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିର ପ୍ରଦୀପ ପୁରୋହିତଙ୍କୁ ୧୭୮୧୬ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୮୪୫ ଖଣ୍ଡ ଭୋଟ ମିଳିଛି। ପଞ୍ଚମ ରାଉଣ୍ଡ ସୁଦ୍ଧା ବର୍ଷା ୮୩୮୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

10:52 AM

 

fallback

Odisha Padampur Bye Election Phalaphala 2022 Live Updates: ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ମୋଟ ୨୧୮୩୭ ଖଣ୍ଡ ଭୋଟ ମିଳିଛି। ବିଜେପିର ପ୍ରଦୀପ ପୁରୋହିତଙ୍କୁ ୧୩୬୫୯ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୬୧୬ ଖଣ୍ଡ ଭୋଟ ମିଳିଛି। ଚତୁର୍ଥ ରାଉଣ୍ଡ ସୁଦ୍ଧା ବର୍ଷା ୮୧୭୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

 

10:40 AM

fallback

Odisha Padampur Bye Election Phalaphala 2022 Live Updates: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବର୍ଷାଙ୍କୁ ୧୫୯୧୬ ଖଣ୍ଡ ଭୋଟ ମିଳିଛି। ବିଜେପିର ପ୍ରଦୀପ ପୁରୋହିତଙ୍କୁ ୧୦୧୫୦ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୪୭୪ ଖଣ୍ଡ ଭୋଟ ମିଳିଛି। ତୃତୀୟ ରାଉଣ୍ଡ ସୁଦ୍ଧା ବର୍ଷା ୫୭୬୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

09:53 AM

fallback

Odisha Padampur Bye Election Phalaphala 2022 Live Updates: ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ି ପ୍ରାର୍ଥୀ ପ୍ରାୟ ୩୦୭୦ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି। 

09:52 AM

Odisha Padampur Bye Election Phalaphala 2022 Live Updates: ପଦ୍ମପୁର ଉପନିର୍ବାଚନର ଗଣତି ଜାରି ରହିଛି। ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡ଼ି ଆଗୁଆ ରହିଛି। ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂହ ବରିହା ଆଗୁଆ ରହିଥିବା ଜଣାପଡ଼ିଛି। 

09:36 AM
09:34 AM

Odisha Padampur Bye Election Phalaphala 2022 Live Updates: ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ ବରିହା ୫୫୦୧ ଖଣ୍ଡ ଭୋଟ ପାଇଛନ୍ତି। ବିଜେପି ୩୭୮୯ ଓ କଂଗ୍ରେସ ୨୦୬ ଖଣ୍ଡ ଭୋଟ ପାଇଛନ୍ତି। ବର୍ଷା ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। 

09:26 AM

Odisha Padampur Bye Election Phalaphala 2022 Live Updates: ପ୍ରଥମ ରାଉଣ୍ଡ ଭୋଟ ଗଣତି ଜାରି ରହିଛି। ଏହି ରାଉଣ୍ଡରେ ବିଜେଡ଼ି ଆଗୁଆ ରହିଛି। ପ୍ରାୟ ୬ ହଜାର ଭୋଟରେ ବିଜେଡ଼ି ଆଗୁଆ ରହିଥିବା ଜଣାପଡ଼ିଛି।