Dhamnagar Bypoll: ଆରମ୍ଭରୁ ତ୍ରୁଟି, ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଭୋଟଦାନ
Advertisement

Dhamnagar Bypoll: ଆରମ୍ଭରୁ ତ୍ରୁଟି, ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଭୋଟଦାନ

ଧାମନଗର ନିର୍ବାଚନ ମଣ୍ଡଳୀ କାଁପଡା ପଞ୍ଚାୟତରେ ତ୍ରୁଟିପୂଣ୍ଣ ଇଭିଏମ ପାଇଁ ଭୋଟଦାନରେ ବିଳମ୍ବ। ୭୫ ନଂ ବୁଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧ ଘଣ୍ଟା ପରେ ଭୋଟଦାନ ସ୍ବାଭାବିକ ହୋଇଛି।

 Dhamnagar Bypoll: ଆରମ୍ଭରୁ ତ୍ରୁଟି, ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଭୋଟଦାନ

ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ କାଁପଡା ପଞ୍ଚାୟତରେ ତ୍ରୁଟିପୂଣ୍ଣ ଇଭିଏମ ପାଇଁ ଭୋଟଦାନରେ ବିଳମ୍ବ। ୭୫ ନଂ ବୁଥରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରାୟ ୧ ଘଣ୍ଟା ପରେ ଭୋଟଦାନ ସ୍ବାଭାବିକ ହୋଇଛି।