Advertisement
photoDetails0hindi

IPL 2023: କିଏ ଏହି ଆକାଶ ମାଧୱାଲ? ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ବୁମ୍ରାଙ୍କ ବିକଳ୍ପ କୁହାଯାଉଛି

Who Is Akash Madhwal: ଆକାଶ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ହାର୍ଡ ବଲ୍ ସହିତ ପ୍ରଫେସନାଲ କ୍ରିକେଟ୍ ଖେଳିନଥିଲେ । ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ତିନୋଟି ୱିକେଟ୍ ନେବା ପରେ ଚର୍ଚ୍ଚାରେ ଆସିଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ।

1/5

ଆକାଶ ମାଧୱାଲ ଆଇପିଏଲ ୨୦୨୩ ରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଆକାଶଙ୍କୁ ବୁମ୍ରାଙ୍କ ବିକଳ୍ପ ବୋଲି ମୁମ୍ବାଇ ଇଣ୍ଡିଆନ୍ସ କହୁଛି ।

 

2/5

ତେବେ କିଛି ବର୍ଷ ପୂର୍ବେ ଆକାଶଙ୍କ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଉତ୍ତରପ୍ରଦେଶର ଆକାଶ ନିଜ ସହରର ଏକ ଇଞ୍ଜିନିୟରିଂ କଲେଜରୁ ସିଭିଲ୍ ଇଞ୍ଜିନିୟରିଂ କରିଥିଲେ ।

3/5

ଏହା ପରେ ଏକ କନଷ୍ଟ୍ରକସନ କମ୍ପାନୀରେ ଚାକିରୀ କରୁଥିଲେ । ଆକାଶଙ୍କ ଲିଙ୍କଡେନ୍ ପ୍ରୋଫାଇଲରେ ଦର୍ଶାଯାଇଛି ଯେ ସେ ତାଙ୍କ କଲେଜ ପାଇଁ ଟେନିସ୍ ବଲ୍ କ୍ରିକେଟ୍ ଏବଂ ଫୁଟବଲ୍ ମଧ୍ୟ ଖେଳିଥିଲେ ।

4/5

୨୪ ବର୍ଷ ବୟସରେ, ଆକାଶ ଟେନିସ୍ ବଲ୍ କ୍ରିକେଟ୍ ତ୍ୟାଗ କରି ପ୍ରଫେସନାଲ କ୍ରିକେଟରେ କ୍ୟାରିୟର କରିବା ପାଇଁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ ।

5/5

ବୁଧବାର ଦିନ ମଧ୍ୟ ଲକ୍ଷ୍ନୌକୁ ପାଞ୍ଚୋଟି ବଡ଼ ଝଟକା ଦେଇ ମୁମ୍ବାଇ ଦଳକୁ ଯୋଗ୍ୟତା ମ୍ୟାଚରେ ବିଜୟୀ କରାଇଛନ୍ତି  ।