Advertisement
photoDetails0hindi

Health Tips: ଆପଣଙ୍କୁ ରାତିରେ ଠିକ୍ ଭାବରେ ନିଦ ହେଉନି କି? କରନ୍ତୁ କେବଳ ଏହି ସବୁ କାମ

Health Tips: ବ୍ୟସ୍ତ ବହୁଳ ଜୀବନରେ ଆଜିକାଲି ମଣିଷ ଅତ୍ୟାଧିକ ଚାପଗ୍ରସ୍ତ (Stress) ହୋଇ ରହୁଛି । ସେଥିପାଇଁ ରାତିରେ ଅଧିକାଂଶ ଲୋକଙ୍କୁ ଠିକ୍ ଭାବରେ ନିଦ ହୋଇ ନ ଥାଏ (sleeping disorder)। ଅନିଦ୍ରତା କାରଣରୁ ଅକାଳରେ ଅନେକ ରୋଗ ମାଡିବସେ। ଫଟୋରେ ପଢନ୍ତୁ ଖବର...

1/8

ଶୋଇବା ପୂର୍ବରୁ  ଉସୁମ ତେଲରେ ମୁଣ୍ତକୁ ଭଲ ଭାବରେ ମାଲସ କରନ୍ତୁ।  ଏବଂ ହାତ ଓ ପାଦର ଆଙ୍ଗୁଳି ଗୁଡିକୁ ଭଲ ଭାବରେ ମସାଜ୍ ମଧ୍ୟ କରନ୍ତୁ । 

2/8

ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମହୁ ସହିତ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ । ଯାହା ଦ୍ବାରା ଆପଣଙ୍କୁ ଭଲ ନିଦ ହୋଇ ପାରିବ।

 

3/8

ଭଲ ନିଦ ପାଇଁ ଶୋଇବା ପୂର୍ବରୁ ଉଷୁମ କ୍ଷୀର ଏକ୍ ଗ୍ଲାସ୍ ପିଅନ୍ତୁ। 

4/8

ହଳଦୀ କ୍ଷୀର ମଧ୍ୟ ଆପଣ ଶୋଇବା ପୂର୍ବରୁ ପିଇଲେ ବହୁତ ଲାଭ ମିଳିବ। 

5/8

ସେହିପରି, ଆପଣ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ  ଅଖରୋଟ୍ ଓ ଡ୍ରାଏଫ୍ଲଟସ୍ ମିଶାଇ ଖାଇପାରିବେ। ଏହା ଆପଣଙ୍କୁ ଭଲ ନିଦ ହେବା ପାଇଁ ସହାୟକ ହେବ। 

6/8

ନିଜ ରାତି ଖାଦ୍ୟରେ ଆପଣ କିଓ୍ବି,କାବୁଲି ବୁଟ ମଧ୍ୟ ସାମିଲ୍ କରିପାରିବେ। ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ଭଲ ନିଦ ହେବ।

7/8

ଶୋଇବାକୁ ଯିବା ପୂର୍ବରୁ କିଛି ଚେରୀ ମଧ୍ୟ ଆପଣ ଖାଇ ପାରିବେ। 

8/8

ଜିରା ମିଶ୍ରିତ ଚା ମଧ୍ୟ ଆପଣ ଶୋଇବା ପୂର୍ବରୁ ପିଇ ପାରିବେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)