Advertisement
Photo Details/zeeodisha/odisha1742419
photoDetails0hindi

Vastu Tips: କରନ୍ତୁ କେବଳ ଏହି ୫ଟି କାମ, ପାଖ ମାଡି଼ବନି ଦାରିଦ୍ରତା!

Vastu Tips: Vastu Tips: ଧନୀ ହେବାକୁ କିଏ ବା ନ ଚାହେଁ । ଏଭଳି କିଛି ବ୍ୟକ୍ତି ଅଛନ୍ତି । ଯେଉଁମାନେ ଦିନରାତି ପରିଶ୍ରମ କରନ୍ତି  ଟଙ୍କା (Moeny) ରୋଜଗାର କରିବା ପାଇଁ । ଟଙ୍କା ରୋଜଗାର କରନ୍ତି । କିନ୍ତୁ ସେମାନଙ୍କ ପାଖରେ ଟଙ୍କା ରୁହେ ନାହିଁ । 

1/5

ନଡିଆକୁ ଠାକୁରଙ୍କ ଘରେ ରଖିବା ଦ୍ୱାରା ଆଦୌ ଧନର ଅଭାବ ହୋଇନଥାଏ।

 

2/5

ପର୍ସରେ କିମ୍ବା ଆଲମିରାରେ ହଳଦୀ ରଖିବା ଦ୍ୱାରା ଧନର ଅଭାବ ଦୂର ହୋଇ ଧନ ବୃଦ୍ଧି ହୋଇଥାଏ।

 

3/5

ମାନ୍ୟତା ଅନୁଯାୟୀ ପର୍ସରେ ହଳଦୀ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ମଧ୍ୟ କୃପା ମିଳିଥାଏ।

 

4/5

ଘରର ଦକ୍ଷିଣ-ପୂର୍ବ କୋଣରେ ଦୁବ ଘାସ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏବଂ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। 

5/5

ବାସ୍ତୁ ଅନୁଯାୟୀ, ଉତ୍ତର ଦିଗ କୁବେରଙ୍କ ଦିଗ। ତେଣୁ ଘରର ଆଲମିରା ଦ୍ୱାର ସର୍ବଦା ଉତ୍ତର ଦିଗକୁ ଖୋଲିବା ଆବଶ୍ୟକ। ଏହି ଉପାୟ କରିବା ଦ୍ୱାରା ମା’ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାଆନ୍ତି। ତାଙ୍କ ଆଶୀର୍ବାଦ ରହିଥାଏ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)