Advertisement
Photo Details/zeeodisha/odisha1506397
photoDetails0hindi

Urfi Javed: ଡ୍ରେସ ପ୍ରତି ଖର୍ଚ୍ଚ କରନ୍ତି ଜିରୋ, ଜାଣନ୍ତୁ କେତେ ଇନକମ କରନ୍ତି ଉର୍ଫି ?

Urfi Javed : ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ । ଅଭିନୟ ପାଇଁ ନୁହେଁ ବରଂ ଅତରଙ୍ଗୀ ଡ୍ରେସ ପାଇଁ ସେ ଅଧିକ ଜଣାଶୁଣା । ଏବଂ ବିବାଦୀୟ ବୟାନ ଦେଇ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚାକୁ ଆସନ୍ତି ।

1/5

ପ୍ରଥମ ଫଟୋରେ ଉର୍ଫି ଟପଲେସ ହୋଇଛନ୍ତି । ହାତରେ ଏକ ବ୍ରେକଫାଷ୍ଟ ପ୍ଲେଟ ଧରିଥିବା ବେଳେ ଅନ୍ୟ ଏହ ହାତରେ ଜୁସ ଗ୍ଲାସ ଧରିଛନ୍ତି । ଏବଂ କେବଳ ଏକ ବ୍ଲାକ କର୍ଲରର ସ୍କର୍ଟ ପିନ୍ଧିଛନ୍ତି। ତେବେ, ଏହି ଆଉଟଫିଟରେ ଉର୍ଫି ବେଶି କିଛି ଟଙ୍କା ଖର୍ଚ୍ଚ କରି ନାହାଁନ୍ତି ।  

2/5

ସେହିପରି ଏହି ଫଟୋରେ ଉର୍ଫି,ଟପଲେସ ମଧ୍ୟ ହୋଇଛନ୍ତି । ନିଜ କେଶରେ ଦୁଇ ବକ୍ଷଜକୁ ଲୁଚାଇଛନ୍ତି । ଏବଂ କେବଳ ଏକ ଡେନିମ କର୍ଲର ପ୍ୟାଣ୍ଟ ପିନ୍ଧିଛନ୍ତି । ତେବେ, ଏଥିରେ ମଧ୍ୟ ଉର୍ଫି ନିଜ ପୋଷାକ ପାଇଁ ବେଶି ଟଙ୍କା ଖର୍ଚ୍ଚ କରି ନାହାଁନ୍ତି । 

 

3/5

ସମସ୍ତେ ଜାଣନ୍ତି ଯେ ଆଜିର ସମୟରେ କ୍ୟାସେଟ୍ ଆସିବା ବନ୍ଦ ହୋଇଯାଇଛି । ଏବଂ ଅଭିନେତ୍ରୀ ଏହି କ୍ୟାସେଟର ରିଲ୍ସକୁ ବ୍ୟବହାର କରି ନିଜର ଆଉଟଫିଟ ପ୍ରସ୍ତୁତ କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ଯେ, ଉର୍ଫି କମ୍ ଖର୍ଚ୍ଚ ସହିତ ଏକ ଚମତ୍କାର ପୋଷାକ ପ୍ରସ୍ତୁତ କରିଛନ୍ତି । 

4/5

ସେହିପରି ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ଯେ, ଉର୍ଫି ନିଜ ଖୋଲା ଶରୀରକୁ ଗୋଲାପ ପାଖୁଡାରେ ସଜେଇଛନ୍ତି ।  ତାଙ୍କ ପୁରା ଶରୀର ଗୋଲାପ ପାଖୁଡାରେ ଲୁଚାଇ ରଖିଛନ୍ତି । 

 

5/5

ଏହି ଫଟୋରେ ଉର୍ଫି ନିଜ ପୋଷାକକୁ ବ୍ଲେଡରେ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ସେ ଖୁବ ହଟ୍ ଦିଶୁଛନ୍ତି ।