Advertisement
Photo Details/zeeodisha/odisha1926655
photoDetails0hindi

i Phone 12 Mini: ମାତ୍ର ୯,୮୪୯ ଟଙ୍କାରେ ମିଳୁଛି ଏହି ଆଇଫୋନ, ଶସ୍ତାରେ କିଣିନେଉଛନ୍ତି ଗ୍ରାହକ

ଅଧିକାଂଶ ମୋବାଇଲ ବ୍ୟବହାରକାରୀଙ୍କୁ ଆପଲ୍ ଆଇଫୋନ୍ ଖୁବ୍ ପସନ୍ଦ । କିନ୍ତୁ ଏହାର ମହଙ୍ଗା ମୂଲ୍ୟ କାରଣରୁ ସବୁ ବର୍ଗର ଲୋକେ ଏହାକୁ କିଣିପାରୁନାହାନ୍ତି । କିଛି ଲୋକଙ୍କୁ ଆଇଫୋନ ଏତେ ମାତ୍ରାରେ ପସନ୍ଦ ଯେ, ସେମାନେ ଆଇଫୋନ କିଣିବାକୁ ବିଗ୍ ବିଲିୟନ ଅଫରକୁ ଅପେକ୍ଷା କରିଥାନ୍ତି । ଯାହା ଦ୍ୱାରା ସେମାନେ ଶସ୍ତାରେ ଆଇଫୋନ୍ କିଣିପାରିବେ । ଯଦି ଆପ

1/5

ଆପଲ୍ ଆଇଫୋନ୍ ୧୨ ମିନି ଯେତେବେଳେ ପ୍ରଥମେ ଲଞ୍ଚ କରାଯାଇଥିଲା ସେତେବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ଥିଲା ୬୯,୯୦୦ ଟଙ୍କା । ବର୍ତ୍ତମାନ ୪୧,୧୫୦ ଟଙ୍କା ରିହାତି ପରେ ଫ୍ଲିପକାର୍ଟରେ ୯,୮୪୯ ଟଙ୍କାରେ ଉପଲବ୍ଧ ହେଉଛି ।

2/5

୮,୯୦୧ ଟଙ୍କା ରିହାତି ପରେ ଫ୍ଲିପକାର୍ଟରେ ଆପଲ୍ ଆଇଫୋନ୍ ୧୨ ମିନିର ମୂଲ୍ୟ ୫୦,୯୯୯ ଟଙ୍କା ରହିଛି। ଏହା ସହିତ, ଗ୍ରାହକମାନେ ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ୍ କାର୍ଡ EMI ରେ ୨ହଜାର ଟଙ୍କା ରିହାତି ପାଇପାରିବେ । ଏହି ରିହାତି ପରେ ଆଇଫୋନ୍ ୧୨ ମିନିର ମୂଲ୍ୟ ୪୮,୯୯୯ ଟଙ୍କାକୁ ହ୍ରାସ ହୋଇପାରିବ ।

3/5

ବିଶେଷ କଥା ଏହା ଯେ, ଆଇଫୋନ୍ ୧୨ ମିନିରେ ଏକ୍ସଚେଞ୍ଜ ଅଫର ଲାଭ ମଧ୍ୟ ଆପଣ ଉଠାଇପାରିବେ । ଆପଣଙ୍କର ପୁରୁଣା ସ୍ମାର୍ଟଫୋନ୍ ବଦଳରେ ଫ୍ଲିପକାର୍ଟ ଆପଣଙ୍କୁ ୩୯,୧୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି । ଆପଣଙ୍କ ପୁରୁଣା ସ୍ମାର୍ଟଫୋନର ମଡେଲ ଏବଂ ଅବସ୍ଥାକୁ ଆଖି ଆଗରେ ରଖି ଆପଣଙ୍କୁ ଏକ୍ସଚେଞ୍ଜ ଅଫର ଅନୁସାରେ ରିହାତି ମିଳିବ ।

4/5

ଏକ୍ସଚେଞ୍ଜ୍ ବୋନସ୍ ପରେ ଆପଲ୍ ଆଇଫୋନ୍ ୧୨ ମିନିର ମୂଲ୍ୟ ୯,୮୪୯ ଟଙ୍କାକୁ ଖସି ଆସିଛି। ଏହାର ଅର୍ଥ ହେଉଛି ଯେ ସମସ୍ତ ବ୍ୟାଙ୍କ ଅଫର ଏବଂ ରିହାତିକୁ ହିସାବ କରିବା ପରେ ଆପଣ ୪୧,୧୫୦ ଟଙ୍କା ରିହାତି ପାଇବା ସହ ଫ୍ଲିପକାର୍ଟରୁ ମାତ୍ର ୯,୮୪୯ ଟଙ୍କାରେ ଆପଲ୍ ଆଇଫୋନ୍ ୧୨ ମିନି କିଣି ପାରିବେ ।

5/5

ଆପଣଙ୍କୁ କହିରଖୁଛୁ ଯେ, ଆପଲ୍ ଆଇଫୋନ୍ ୧୨ ମିନିରେ ୫.୪ ଇଞ୍ଚର ଡିସପ୍ଲେ ରହିଛି । ଏହି ଫୋନରେ ଆପଣଙ୍କୁ ଦୁଇଟି ୧୨ ମେଗାପିକ୍ସେଲ କ୍ୟାମେରା ମିଳିବ । ଯାହା ମାଧ୍ୟମରେ ଆପଣ ସୁନ୍ଦର ଫଟୋ ଉଠାଇପାରିବେ । ଏହି ଆପଲ୍ ଫୋନ୍ ଶକ୍ତିଶାଳୀ A14 ବାୟୋନିକ୍ ଚିପସେଟରେ କାର୍ଯ୍ୟ କରିଥାଏ । iPhone 12 Mini 5G ଆପଣ ବ୍ୟବହାର କରିପାରିବେ ।