Advertisement
photoDetails0hindi

Prabhas house photos: ହାଇଦ୍ରାବାଦର ଏହି ଘରେ ରୁହନ୍ତୁ ସାଉଥ୍ ସୁପରଷ୍ଟାର ପ୍ରଭାସ, ଏମିତି ରହିଛି ଦାମ୍

Prabhas House Photos: ସାଉଥ୍ ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଖୁବଶୀଘ୍ର କ୍ରିତି ସାନନଙ୍କ ସହ ତାଙ୍କର ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

1/5

ଅଭିନେତା ହାଇଦ୍ରାବାଦର ଜୁବୁଲି ହିଲ୍ସର ଏକ ବିଳାସପୂର୍ଣ୍ଣ ଘରେ ରହୁଛନ୍ତି। ଯାହାର ମୂଲ୍ୟ ୬୦ କୋଟି ଟଙ୍କା ବୋଲି କୁହାଯାଉଛି।

2/5

ଅଭିନେତାଙ୍କର ଏହି ବିଳାସପୂର୍ଣ୍ଣ ବଙ୍ଗଳା ଏହି ଅଞ୍ଚଳର ସବୁଠାରୁ ମହଙ୍ଗା ଘର ଅଟେ।  ଯାହା ଅତି ସୁନ୍ଦର ଭାବରେ ସଜାଯାଇଛି ।

3/5

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଭିନେତାଙ୍କ ଘରେ ଏକ ବଡ ଜିମ୍ ମଧ୍ୟ ଅଛି । ଯେଉଁଥିରେ ବିଦେଶରୁ ୧.୫ କୋଟି ଟଙ୍କା ମୂଲ୍ୟର ଯନ୍ତ୍ରପାତି ଲଗାଯାଇଛି ।

4/5

ଏହା ବ୍ୟତୀତ ପ୍ରଭାସଙ୍କ ଏହି ଘରେ ଏକ ବଡ଼ ସୁଇମିଂ ପୁଲ ଓ ବଡ଼ ବଗିଚା ମଧ୍ଯ ଅଛି ।

5/5

୨୦୧୭ ମସିହାରେ ପ୍ରଭାସ ଫୋର୍ବସର ଶ୍ରେଷ୍ଠ ୧୦୦ ସେଲିବ୍ରିଟି ତାଲିକାରେ ୨୨ ନମ୍ବରରେ ଥିଲେ। ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରଥମ ସାଉଥ ସୁପରଷ୍ଟାର ଅଟନ୍ତି ।