Advertisement
photoDetails0hindi

Armaan Malik Net Worth: ଗୋଟିଏ ମାସରେ ଏତିକି ଟଙ୍କା ରୋଜଗାର କରନ୍ତି ୟୁଟ୍ୟୁବର ଅରମାନ ମଲିକ, ସମ୍ପତ୍ତି ବିଷୟରେ ଜାଣିଲେ ଉଡ଼ିଯିବ ହୋସ!

Armaan Malik Net Worth: ୟୁଟ୍ୟୁବର ଅରମାନ ମଲିକଙ୍କୁ(Armaan malik) କିଏ ବା ନ ଜାଣେ । ଦୁଇଟି ସ୍ତ୍ରୀ ଓ ଏକାସାଙ୍ଗରେ ଉଭୟ ଗର୍ଭବତୀ ହେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଏହି ୟୁଟ୍ୟୁବର । ତେବେ ସେ ଖୁବଶୀଘ୍ର ଆଉ ଥରେ ବାପା ହେବାକୁ ଯାଉଛନ୍ତି ଅରମାନ । ତାଙ୍କର ଉଭୟ ପତ୍ନୀ ଗର୍ଭବତୀ ଅଛନ୍ତି। ନିକଟରେ କ୍ରିତିକା(kritika malik) ଓ ପାୟଲ ମଲିକଙ୍କ(Payal malik) ବେବି ସାୱାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ସୋସିଆଲ ମିଡିଆରେ ଆସୁଥିବା ଭିଡ଼ିଓରେ ଅରମାନ, କ୍ରିତିକା ଓ ପାୟଲଙ୍କ ବେଶ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଦେଖି୍ବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗୋଟିଏ ମାସରେ ଅରମାନ କେତେ ଟଙ୍କା ରୋଜଗାର କରଥାଆନ୍ତି, କ’ଣ ରହିଛି ତାଙ୍କ ନେଟ୍ ୱର୍ଥ?

1/4

ମିଡି଼ଆ ରିପୋର୍ଟ ଅନୁଯାୟୀ, ୟୁଟ୍ୟୁବରର ଅରମାନ ମଲିକ ମୋଟ ୧୦ରୁ ୧୫ କୋଟି ଟଙ୍କାର ମାଲିକ ଅଟନ୍ତି ହେବ।

2/4

ଅରମାନଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ୟୁଟ୍ୟୁବ୍(YouTube) ଓ ସୋସିଆଲ୍ ମିଡିଆ(social media) ହ୍ୟାଣ୍ଡଲ୍ସ ଅଟେ । ସୂଚନା ଅନୁଯାୟୀ, ଅରମାନ ଏହି ପ୍ଲାଟଫର୍ମଗୁଡିକରୁ ଏକ ମାସରେ ପ୍ରାୟ ଅଢେଇରୁ ତିନି ଲକ୍ଷ ଟଙ୍କା ରୋଜଗାର କରନ୍ତି ।

3/4

ଏହାସହ ଏହି ୟୁଟ୍ୟୁବରଙ୍କର ନିଜର ଏକ ଜିମ୍ ମଧ୍ଯ ଅଛି, ଏଥିସହ ସେ ମ୍ୟୁଜିକ ଭିଡ଼ିଓରୁ ମଧ୍ଯ ସେ ରୋଜଗାର କରିଥାଆନ୍ତି ।

4/4

ସ୍ବାମୀଙ୍କ ପରି ତାଙ୍କର ଉଭୟ ପତ୍ନୀ ମଧ୍ଯ କଣ୍ଟେଣ୍ଟ୍ କ୍ରିଏଟର(content creator) ଅଟନ୍ତି। ଖବର ଅନୁଯାୟୀ, ପାୟଲ ମଲିକ ଓ କ୍ରିତିକା ମଲିକ ୟୁଟ୍ୟୁବ ଭିଡ଼ିଓ ଓ ବ୍ଲଗ ଭିଡ଼ିଓରୁ ଗୋଟିଏ ମାସରେ ୧ରୁ ୧.୫ ଲକ୍ଷ ଟଙ୍କା ରୋଜଗାର କରଥାଆନ୍ତି ।