Advertisement
Photo Details/zeeodisha/odisha1682372
photoDetails0hindi

Hindu temple in foreign country: ଜାଣନ୍ତୁ ବିଦେଶରେ କେଉଁଠି ରହିଛି ହିନ୍ଦୁ ଦେବା ଦେବୀଙ୍କ ଭବ୍ୟ ମନ୍ଦିର

Hindu temple in foreign country: ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କ ପୂଜା କରାଯାଇଥାଏ । ଭାରତରେ ଅନେକ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ରହିଛି । ଏହିସବୁ ମନ୍ଦିରରେ ନିୟମତ ଭାବେ ପୂଜା ହେବା ସହ ଲୋକେ ଦର୍ଶନ ଲାଗି ଆସିଥାଆନ୍ତି ।

1/4

ଭାରତରେ ହିନ୍ଦୁ ମନ୍ଦିର ହେବା ଏକ ସାଧାରଣ କଥା ଅଟେ । କିନ୍ତୁ କ'ଣ ଆପଣ ଜାଣିଛନ୍ତି, ଆମ ଦେଶ ପରି ବିଦେଶରେ ମଧ୍ୟ ଅନେକ ହିନ୍ଦୁ ମନ୍ଦିର ରହିଛି । ତେବେ ଏଠାରେ ଥିବା ମନ୍ଦିର ଏତେ ପ୍ରସିଦ୍ଧ ଯେ ଏଠାକୁ ବହୁ ଦୂରଦୁରନ୍ତରୁ ଲୋକେ ଦର୍ଶନ ଲାଗି ଆସିଥାଆନ୍ତି । ତେବେ ଆଜି ଆସନ୍ତୁ ସେହି ମନ୍ଦିର ବିଷୟରେ ଆଲୋଚନା କରିବା ।

2/4

ଅଙ୍ଗକୋର ୱାଟ ମନ୍ଦିର: ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗୀକୃତ ଅଙ୍ଗକୋର ୱାଟ ମନ୍ଦିର କାମ୍ବୋଡିଆରେ ଅବସ୍ଥିତ । ଭଗବାନ ବିଷ୍ଣୁଙ୍କ ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ କାମ୍ବୁଜ୍ର ସୂର୍ଯ୍ୟଭର୍ମୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। କାମ୍ବୋଡିଆରେ ଅବସ୍ଥିତ ଏହି ମନ୍ଦିର ଚାରି ପାଖରେ ଏକ ଗଭୀର ଖାଲ ଅଛି । ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଦର୍ଶନ ଲାଗି ଆସିଥାଆନ୍ତି ।

3/4

ପ୍ରମ୍ବାନ ମନ୍ଦିର: ଇଣ୍ଡୋନେସିଆରେ ଥିବା ହିନ୍ଦୁ ମନ୍ଦିର ମଧ୍ୟରୁ ପ୍ରମ୍ବାନ ମନ୍ଦିର ସବୁଠାରୁ ପ୍ରସିଦ୍ଧ ଅଟେ । ଏହି ମନ୍ଦିର ୯ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଏହି ମନ୍ଦିର ସମଗ୍ର ଦକ୍ଷିଣ ଏସିଆର ସବୁଠାରୁ ବଡ଼ ମନ୍ଦିର ଅଟେ ।

4/4

ମୁରୁଗାନ ମନ୍ଦିର: ଅଷ୍ଟ୍ରେଲିଆର ରାଜଧାନୀ ସିଡନୀରେ ମୁରୁଗାନ ମନ୍ଦିର ରହିଛି । ଭଗବାନ ମୁରୁଗାନଙ୍କୁ ପର୍ବତର ଦେବତା ବୋଲି କୁହାଯାଏ ।