Advertisement
photoDetails0hindi

MS Dhoni: ଧୋନିଙ୍କ ରାଜନୀତିର ଶିକାର ହୋଇଥିଲେ ଏସବୁ ଖେଳାଳି!

MS Dhoni: ୧୫ ଅଗଷ୍ଟ ୨୦୨୦ ସନ୍ଧ୍ୟା ୭.୨୯ ମିନିଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) । କେହି ବିଶ୍ୱାସ କରିପାରି ନଥିଲେ ଯେ ତିନିଟି ଆଇସିସି ଟ୍ରଫି (ICC Trophy) ଜିତିଥିବା ପୂର୍ବତନ ଅଧିନାୟକ ତଥା ୱିକେଟକିପର ଏହି ଉପାୟରେ ଅବସର ନେବେ । ଲୋକମାନେ ଆଶା କରିଥିଲେ ଯେ ଧୋନି (MS Dhoni) ମଧ୍ୟ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ପରି ମୈଦାନରୁ ବିଦାୟ ନେବେ, କିନ୍ତୁ ତାହା ହୋଇପାରି ନଥିଲା  ।

1/7

ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଦୁନିଆର ଅନ୍ୟତମ ଶ୍ରେଷ୍ଠ ଖେଳାଳି ।

2/7

ଏମଏସ ଧୋନି (MS Dhoni) ମଧ୍ୟ ଭାରତର ସବୁଠାରୁ ସଫଳ ଅଧିନାୟକ ।

3/7

ଦିନିକିଆ ଓ ଟି-20 ବିଶ୍ୱକପ ବ୍ୟତୀତ ଏମଏସ ଧୋନି ଭାରତକୁ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତାଇଛନ୍ତି ।

4/7

ତେବେ ଅନେକ ପ୍ରଶଂସକ ବିଶ୍ୱାସ କରନ୍ତି ଯେ ଏମଏସ ଧୋନି କିଛି ଖେଳାଳିଙ୍କ କ୍ୟାରିୟର ଶେଷ କରିଛନ୍ତି ।

5/7

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଯୁବରାଜ ସିଂ (Yuvraj Singh) । ତାଙ୍କ ବାପା ଏମଏସ ଧୋନିଙ୍କ ବିରୋଧରେ ଯୁବରାଜ ସିଂଙ୍କ କ୍ୟାରିୟର ଶେଷ କରିଥିବା ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ଏହି ଘାତକ ବୋଲର! ହଠାତ୍ ସାମ୍ନାକୁ ଆସିଲା ବଡ଼ ସୂଚନା

6/7

ବିରେନ୍ଦର ସେହୱାଗ (Virender Sehwag) ଙ୍କ କ୍ୟାରିୟର ଶେଷ କରିବା ପାଇଁ ଏମଏସ ଧୋନି ମଧ୍ୟ ଦାୟୀ ବୋଲି ମନେ କରାଯାଏ ।

7/7

ବିରେନ୍ଦର ସେହୱାଗ (Virender Sehwag) ଙ୍କ କ୍ୟାରିୟର ଶେଷ କରିବା ପାଇଁ ଏମଏସ ଧୋନି ମଧ୍ୟ ଦାୟୀ ବୋଲି ମନେ କରାଯାଏ ।