Advertisement
photoDetails0hindi

Bollywood Weddings: ୪୦ ବର୍ଷ ବୟସ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ୫ ପ୍ରଖ୍ୟାତ ଅଭିନେତ୍ରୀ

Bollywood Celebrity Weddings: ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି ଯେଉଁମାନେ ବୟସ ସୀମାକୁ ଦେଖ ନ ଥିଲେ ଓ ଯେତେବେଳେ ସେମାନେ ଅନୁଭବ କଲେ ଯେ ସେମାନେ ଉପଯୁକ୍ତ ସାଥୀ ପାଇଛନ୍ତି ।  ସେତବେଳେ ସେ ବିବାହ ଅରିନେଇଥିଲେ । ଅଧିକ ବୟସରେ ବିବାହ କରିଥିବା ସେଲିବ୍ରିଟିମାନଙ୍କ ତାଲିକା ଦେଖନ୍ତୁ ।

 

1/6

ସୁହାସିନି ମୁଲେ ଉତ୍କୃଷ୍ଟ ଅଭିନେତ୍ରୀ ସୁହାସିନି ମୁଲେ ଅନେକ ଚଳଚ୍ଚିତ୍ର ଓ ସିରିଏଲରେ ଅଭିନୟ କରିଛନ୍ତି । ସୁହାସିନି ଦୀର୍ଘ ସମୟ ଧରି ଏକ ଲିଭ୍-ଇନ୍-ରିଲେସନସିପରେ ଥିଲେ । ୧୯୯୦ ରେ ତାଙ୍କର ବ୍ରେକଅପ୍ ହୋଇଥିଲେ, ଯାହା ପରେ ସେ ଅବିବାହିତ ରହିଥିଲେ । ୨୦୧୧ ରେ, ସୁହାସିନି ୬୦ ବର୍ଷ ବୟସରେ ଅତୁଲ ଗୁରୁଟୁଙ୍କୁ ବିବାହ କରିଥିଲେ ।

2/6

ସୁହାସିନି ମୁଲେ ଉତ୍କୃଷ୍ଟ ଅଭିନେତ୍ରୀ ସୁହାସିନି ମୁଲେ ଅନେକ ଚଳଚ୍ଚିତ୍ର ଓ ସିରିଏଲରେ ଅଭିନୟ କରିଛନ୍ତି । ସୁହାସିନି ଦୀର୍ଘ ସମୟ ଧରି ଏକ ଲିଭ୍-ଇନ୍-ରିଲେସନସିପରେ ଥିଲେ । ୧୯୯୦ ରେ ତାଙ୍କର ବ୍ରେକଅପ୍ ହୋଇଥିଲେ, ଯାହା ପରେ ସେ ଅବିବାହିତ ରହିଥିଲେ । ୨୦୧୧ ରେ, ସୁହାସିନି ୬୦ ବର୍ଷ ବୟସରେ ଅତୁଲ ଗୁରୁଟୁଙ୍କୁ ବିବାହ କରିଥିଲେ ।

3/6

ନୀନା ଗୁପ୍ତା ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ନୀନା ଗୁପ୍ତା ନିଜ ସର୍ତ୍ତ ଅନୁଯାୟୀ ଜୀବନ ଅତିବାହିତ କରିଛନ୍ତି । ୨୦୦୮ ମସିହାରେ, ନୀନା ନିଜ ପାଇଁ ପରଫେକ୍ଟ ସାଥୀ ଖୋଜିବାରେ ସଫଳ ହୋଇଥିଲେ ଓ ବିବେକ ମେହେରାଙ୍କୁ ୫୪ ବର୍ଷ ବୟସରେ ବିବାହ କରିଥିଲେ ।

4/6

ଉର୍ମିଲା ମାତୋଣ୍ଡକର 'ରଙ୍ଗିଲା ଗାର୍ଲ' ଉର୍ମିଲା ମାତୋଣ୍ଡକର ୪୨ ବର୍ଷ ବୟସରେ କାଶ୍ମୀରୀ ବ୍ୟବସାୟୀ ତଥା ମଡେଲ ମୋହସିନ୍ ଅଖତର ମିରଙ୍କୁ ୨୦୧୬ ରେ ବିବାହ କରିଥିଲେ । ଉର୍ମିଲା ଗୁପ୍ତରେ ବିବାହ କରିଥିଲେ । କହିରଖୁଛୁ ଯେ ମୋହସିନ୍ ଉର୍ମିଲା ଠାରୁ ୧୦ ବର୍ଷ ସାନ ।

 

5/6

ପ୍ରୀତି ଜିଣ୍ଟା 'ଡିମ୍ପଲ୍ ଗର୍ଲ' ପ୍ରୀତି ଜିଣ୍ଟାଙ୍କ ସହ ଅନେକ କଳାକାରଙ୍କ ସମ୍ପର୍କ ଖବର ଅନେକ ସମୟରେ ଚର୍ଚ୍ଚାରେ ଥିଲା, ଯଦିଓ ସେସବୁ କେବଳ ଗୁଜବ ବୋଲି ପ୍ରମାଣିତ ହୋଇଥିଲା । ୨୦୧୬ ମସିହାରେ, ୪୧ ବର୍ଷ ବୟସରେ, ପ୍ରୀତି ଜିଣ୍ଟା ଗୁପ୍ତରେ ବ୍ୟବସାୟୀ ଜିନ୍ ଗୁଡେନୋଫ୍ଙ୍କୁ ବିବାହ କରିଥିଲେ । ପ୍ରୀତି କିଛି ସମୟ ପାଇଁ ଚଳଚ୍ଚିତ୍ରଠାରୁ ଦୂରରେ ଥିଲେ ମଧ୍ୟ ତାଙ୍କୁ ଆଇପିଏଲ୍ ସମୟରେ ନିୟମିତ ଦେଖିବାକୁ ମିଳେ ।

6/6

ଜନ୍ ଅବ୍ରାହମ ଅଭିନେତା ଜନ୍ ଅବ୍ରାହମ ବିପାଶା ବସୁଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ । ଦିନେ ହଠାତ୍ ସେମାନଙ୍କ ବ୍ରେକଅପ୍ ଖବର ଆସିଲା । ବିପାଶା ଠାରୁ ଅଲଗା ହେବା ପରେ ଜନ୍ ୨୦୧୪ ରେ ନିବେଶ ବ୍ୟାଙ୍କର ପ୍ରିୟା ରୁଚାଲଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଜନଙ୍କୁ ୪୧ ବର୍ଷ ହୋଇଥିଲା ।