Advertisement
Photo Details/zeeodisha/odisha1380393
photoDetails0hindi

ଜମୁଛି ଭକ୍ତଙ୍କ ଭିଡ଼; ଧୂମଧାମରେ ଦୁର୍ଗା ପୂଜା ପାଳନ କରୁଛନ୍ତି ରାଜଧାନୀବାସୀ, ଦେଖନ୍ତୁ ବିଭିନ୍ନ ମଣ୍ଡପର ଦୃଶ୍ୟ...

Bhubaneswar Durga Puja: ଆଜି ଶାରଦୀୟ ଦୁର୍ଗା ପୂଜାର ମହାନବମୀ ପୂଜା । ଚଞ୍ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର । ସାରା ରାଜ୍ୟରେ ଧୂମଧାମରେ ପାଳନ କରାଯାଉଛି ଦୁର୍ଗାପୂଜା । ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି । କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ରେ କମି ଦେଖିବାକୁ ମିଳିଛି । ଆସନ୍ତୁ ଫଟୋରେ ଦେଖିବା ରାଜଧାନୀର ବିଭିନ୍ନ ମଣ୍ଡପର ମନୋରମ ଦୃଶ୍ୟ...

1/10

ଏହି ଫଟୋରେ ଦେଖୁଥିବା ଦୃଶ୍ୟଟି ହେଉଛି ଝାରପଡ଼ା ଦୁର୍ଗା ପୂଜା ମଣ୍ଡପର...

2/10

3/10

4/10

5/10

6/10

7/10

8/10

9/10

10/10