Advertisement
Photo Details/zeeodisha/odisha1783506
photoDetails0hindi

katrina kaif: କ୍ୟାଟ୍ରିନାଙ୍କ ଜନ୍ମଦିନ ଫଟୋ ସେୟାର କରି କିଛି ଏପରି ଲେଖିଲେ ଭିକି କୌଶଲ...

katrina kaif Birthday Celebration: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରବିବାର ଦିନ ନିଜର ୪୦ତମ ଜନ୍ମଦିନ ପାଳନ କରିଛନ୍ତି । ତେବେ ବିବାହ ପରେ ନିଜର ପ୍ରଥମ ଜନ୍ମଦିନକୁ ସ୍ମରଣୀୟ କରିବା ଲାଗି ଅଭିନେତ୍ରୀ ସ୍ବାମୀ ଭିକି କୌଶଲଙ୍କ ସହ ଛୁଟିରେ ଯାଇଥିଲେ ।

1/5

ଭିକି କୌଶଲ ନିଜ ସୋସିଆଲ ମିଡ଼ିଆରେ ସ୍ତ୍ରୀ କ୍ୟାଟ୍ରିନା କୈଫଙ୍କ ସହ କିଛି ରୋମାଣ୍ଟିକ ଫଟୋ ସେୟାର କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

2/5

ଅଭିନେତା ଭିକି୍ କୌଶଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଭିକି ଓ କ୍ୟାଟ୍ରିନାଙ୍କ ସହ ସମୁଦ୍ର କୂଳରେ କ୍ଲୋଜ ହୋଇ ପୋଜ ଦେଉଥିବା ଦେଖିବାକୁ ମିଳିଛି ।

3/5

ଗୋଟିଏ ଫଟୋରେ ଏହି ଷ୍ଟାର କପଲ୍ ପରସ୍ପରକୁ ଚାହିଁ ପୋଜ ଦେଉଥିବା ବେଳେ ଅନ୍ୟ ଏକ ଫଟୋରେ କ୍ୟାଟ୍ରିନା ଲାଜେଇ ଯାଉଥିବା ଦେଖିବାକୁ ମିଳୁଛି ।

4/5

ଫଟୋରେ କ୍ୟାଟ୍ରିନା ଏକ ହଳଦିଆ ରଙ୍ଗର ଡ୍ରେସ ଓ ଭିକି କୌଶଲ ଏକ ନୀଳ ରଙ୍ଗରେ ଆଉଡ଼ ଫିଟରେ ବେଶ କୁଲ୍ ଦେଖାଯାଉଛନ୍ତି ।

5/5

ଅଭିନେତା ଭିକି କୌଶଲ ଏହି ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, 'ମୁଁ ପ୍ରତିଦିନ ତୁମର ଯାଦୁରେ ହଜିଯାଉଛି । ଜନ୍ମଦିନର ଶୁଭେଚ୍ଛା ମାଇଁ ଲଭ'.. । ତେବେ ପ୍ରଶଂସକ ଉଭୟଙ୍କର ଏହି ଫୋଟକୁ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ ।