Advertisement
Photo Details/zeeodisha/odisha1569138
photoDetails0hindi

Big Boss 16 Final: ଜାଣନ୍ତୁ ଗୋଟଏ ସପ୍ତାହ ପାଇଁ କେତେ ଫିସ୍ ନେଇଥାଆନ୍ତି ଏହି ଟପ ୫ ଫାଇନାଲିଷ୍ଟ

Big Boss 16 Final: ଆଜି ସଲମାନ ଖାନଙ୍କ ସୁପରହିଟ୍ ରିଆଲିଟି ସୋ ବିଗ୍ ବସ ୧୬ର ଗ୍ରାଣ୍ଡ ଫାଇନାଲ। ଏହି ସିଜନର ଟପ ୫ ଫାଇନାଲ ଲିଷ୍ଟ ହେଉଛନ୍ତି, ପ୍ରିୟଙ୍କା ଚୌଧୁରୀ, ଶିବ ଠାକରେ, ଏମସି ଷ୍ଟାନ, ସାଲିନ ଭନୋଟ ଓ ଅର୍ଚ୍ଚନା ଗୌତମ । ତେବେ ଆଜି ଆସନ୍ତୁ ଜାଣିବା ବିଗ୍ ବସର ଏହି ପ୍ରତିଯୋଗୀ ମାନେ ଗୋଟିଏ ସପ୍ତାହରେ ଫିସ୍ ନେଇଥାଆନ୍ତି ।

1/5

ପ୍ରିୟଙ୍କା ଚୌଧୁରୀ- ଟେଲି ଅଭିନେତ୍ରୀ ପ୍ରିୟଙ୍କା ଚୌଧୁରୀ ନିଜ କୋ ଷ୍ଟାର ଅଙ୍କିତ ଗୁପ୍ତାଙ୍କ ସହ ସୋ’ରେ ଏଣ୍ଟ୍ରି କରିଥିଲେ । ପ୍ରିୟଙ୍କା ଗୋଟିଏ ସପ୍ତାହ ପାଇଁ ୫ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି । ତେବେ ଫାଇନାଲରେ ଜିତିବା ନେଇ ପ୍ରିୟଙ୍କା ବେଶ ସମ୍ଭବନା ରହିଛି ।

2/5

ଶିବ ଠାକରେ- ମରାଠି ବିଗ ବସ୍ ବିଜେତା ଶିବ ଠାକରେ ମଧ୍ଯ ଗୋଟିଏ ସପ୍ତାହ ପାଇଁ ୫ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି ।

3/5

ଏମ.ସି ଷ୍ଟାନ- ରାପର ଏମ.ସି ଷ୍ଟାନଙ୍କ ଫ୍ୟାନ୍ସ ଫଲୋୟର୍ସ ବେଶ ଅଧିକା ରହିଥିବା ବେଳେ ବିଗ୍ ବସକୁ ଆସିବା ଏହା ଆହୁରୀ ବଢିଯାଇଛି । ଏମ.ସି ଷ୍ଟାନ ଗୋଟିଏ ସପ୍ତାହ ପାଇଁ ୭ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି ।

4/5

ସାଲିନ ଭନୋଟ- ଟେଲି ଅଭିନେତା ସାଲିନ ଭନୋଟଙ୍କ ଲୋକପ୍ରିୟତା ବିଗ ବସକୁ ଆସିଲା ପରେ ବେଶ ବଢିଯାଇଛି । ତେବେ ସାଲିନ ଗୋଟିଏ ସପ୍ତାହ ପାଇଁ ୪ରୁ ୫ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି ।

5/5

ଅର୍ଚ୍ଚନା ଗୌତମ- ବିଗ ବସ୍ ୧୬ର ସବୁଠୁ ଅଧିକ ଲୋକପ୍ରିୟ ପ୍ରତିଯୋଗୀ ଭାବେ ଅର୍ଚ୍ଚନା ଗୌତମ ଗଣା ଯାଇଥାଏ । ଗୋଟିଏ ସପ୍ତାହ ପାଇଁ ଅର୍ଚ୍ଚନା ୩ ଲକ୍ଷ ଟଙ୍କା ଚାର୍ଜ କରିଥାଆନ୍ତି ।