Advertisement
Photo Details/zeeodisha/odisha1373052
photoDetails0hindi

ପୁରୁଷଙ୍କୁ ଶିଳାଜିତ ଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ଗଛର ପତ୍ର, ପ୍ରତିଦିନ କରନ୍ତୁ ସେବନ!

Tulsi Banefits: ଆମେ ତୁଳସୀ (Tulsi) ଗଛ କଥା କହୁଛୁ । ଏହି ଗଛକୁ ଆୟୁର୍ବେଦରେ ଗୁଣକାରୀ ଗୁଳ୍ମ ଭାବେ ସ୍ୱୀକାର କରାଯାଇଛି । ଏହି ଗଛରୁ ଆମକୁ ବହୁତ ଲାଭ ମିଳିଥାଏ । ଏହା ଏକ ଲାଭଦାୟକ ଗୁଳ୍ମ କହିଲେ ଅତୁକ୍ତ ହେବ ନାହିଁ । ଏହାର ପତ୍ରରୁ ଲାଭକାରୀ ଗୁଣ ମିଳିଥାଏ ।

1/7

ନୂଆଦିଲ୍ଲୀ: Tulsi Banefits: ଆଜି ଆମେ ଯେଉ ବୃକ୍ଷର କଥା କହିବାକୁ ଯାଉଛୁ, ତାହା ସର୍ବଦା ଆମ ଘରରେ ସହଜରେ ମିଳି ଯାଇଥାଏ । ଆମେ ତୁଳସୀ (Tulsi) ଗଛ କଥା କହୁଛୁ । ଏହି ଗଛକୁ ଆୟୁର୍ବେଦରେ ଗୁଣକାରୀ ଗୁଳ୍ମ ଭାବେ ସ୍ୱୀକାର କରାଯାଇଛି । ଏହି ଗଛରୁ ଆମକୁ ବହୁତ ଲାଭ ମିଳିଥାଏ । ଏହା ଏକ ଲାଭଦାୟକ ଗୁଳ୍ମ କହିଲେ ଅତୁକ୍ତ ହେବ ନାହିଁ । ଏହାର ପତ୍ରରୁ ଲାଭକାରୀ ଗୁଣ ମିଳିଥାଏ ।

 

2/7

୧. ବହୁତ ପୁରୁଷମାନେ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ ଶିଳାଜିତ (Shilajit) ର ବ୍ୟବହାର କରନ୍ତି । ଏପରି ପୁରୁଷଙ୍କ ପାଇଁ ତୁଳସୀ ପତ୍ର ସେବନ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ପ୍ରତିଦିନ ତୁଳସୀ ପତ୍ର ଚବାଇବା ଦ୍ୱାରା ଶିଳାଜିତ ଠାରୁ ଅଧିକ ଶକ୍ତି ମିଳିଥାଏ ।

3/7

୨. ତୁଳସୀରେ ଏଣ୍ଟିବାୟୋଟିକ ଗୁଣ ରହିଥାଏ, ଯାହା ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ତୁଳସୀ ପତ୍ର ସହ କଳାଜିରା, କଳାଲୁଣ ଓ ଅଦା ମିଶାଇ କାଢ଼ା କରି ପିଇବାରୁ କାଶ, ଜ୍ୱର ଓ ମୁଣ୍ଡବ୍ୟାଥରୁ ଆରାମ ମିଳିଥାଏ ।

4/7

୩. ସକାଳ ବେଳେ କେବଳ ତୁଳସୀ ପତ୍ର ଚବାଇବାରୁ ପରିସ୍ରା ସମ୍ୱନ୍ଧୀୟ ଅସୁବିଧା ଦୂର ହୋଇ ଯାଇଥାଏ । ଏହାସହ ତୁଳସୀ ପତ୍ର ସେବନରୁ ମହିଳାଙ୍କ ମାସିକ ଧର୍ମ ସମ୍ୱନ୍ଧୀୟ ସମସ୍ୟା ହୋଇ ନଥାଏ ।

5/7

୩. ସକାଳ ବେଳେ କେବଳ ତୁଳସୀ ପତ୍ର ଚବାଇବାରୁ ପରିସ୍ରା ସମ୍ୱନ୍ଧୀୟ ଅସୁବିଧା ଦୂର ହୋଇ ଯାଇଥାଏ । ଏହାସହ ତୁଳସୀ ପତ୍ର ସେବନରୁ ମହିଳାଙ୍କ ମାସିକ ଧର୍ମ ସମ୍ୱନ୍ଧୀୟ ସମସ୍ୟା ହୋଇ ନଥାଏ ।

7/7

୫. ତୁଳସୀ ଆମକୁ ଋତୁ କାଳୀନ ରୋଗ ବେମାରୀରୁ ମଧ୍ୟ ମୁକ୍ତ ରଖିଥାଏ । ପତ୍ରକୁ ସିଝାଇ ପିଇଲେ ମାନସିକ ଉତ୍ତେଜନାରୁ ମୁକ୍ତି ମିଳିବା ସହ ମୁଣ୍ଡ ବିନ୍ଧା, ଜ୍ୱର ଓ କାଶ ଉପଶମ ହୋଇଥାଏ । ଏଥି ନିମନ୍ତେ ତୁଳସୀ ପତ୍ରକୁ ଗୋଲମରିଚ, ସନ୍ଧୈବ ଲବଣ ଓ ଅଦା ସହ ସିଝାଇ ପିଇବାକୁ ହୋଇଥାଏ ।