Advertisement
photoDetails0hindi

ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

Amla Health Benefits:  ଭିଟାମିନ୍ ସିରେ ଭରପୂର ଅଁଳା (Amla) କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଯାହାକୁ ଆମେ ଆଜି କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଅଁଳା ଖାଇବାର ଲାଭ ବିଷୟରେ...

1/6

Amla Health Benefits: ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ । ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି (Vitamin C) ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା (Amla) କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି । ଯାହାକୁ ଆମେ ଆଜି କହିବାକୁ ଯାଉଛୁ ।

ଅଁଳା ଖାଇବାର ଲାଭ

2/6
ଅଁଳା ଖାଇବାର ଲାଭ

୧. ମଧୁମେହ ରୋଗୀଙ୍କ ପାଇଁ ଅଁଳା ବହୁତ ଉପଯୋଗୀ ହୋଇଥାଏ । ଅନ୍ୟପକ୍ଷରେ ଯଦି ପୀଡିତ ବ୍ୟକ୍ତି ପ୍ରତିଦିନ ମହୁ ସହିତ ଅଁଳା ରସ ପିଅନ୍ତି । ତେବେ ରୋଗରୁ ମୁକ୍ତି ମିଳିଥାଏ ।

3/6

୨. ଅମ୍ଳତା ବା ଏସିଡିଟି କ୍ଷେତ୍ରରେ ଅଁଳା ବହୁତ ଲାଭଦାୟକ ହୋଇଥାଏ । ଚିନି ସହିତ ଆମଲା ପାଉଡର ପାଣିରେ ମିଶାଇ ଖାଇବା କିମ୍ବା ପିଇବା ଦ୍ୱାରା ଅମ୍ଳତା ଦୂର ହୋଇଥାଏ ।

4/6

୩. ପଥର ସମସ୍ୟାର ମଧ୍ୟ ଅଁଳା ଏକ ପ୍ରଭାବଶାଳୀ ପ୍ରତିକାର ବୋଲି ପ୍ରମାଣ କରେ । ପଥର ହେବାରୁ ୪୦ ଦିନ ଯାଏ ଅଁଳାକୁ ଶୁଖାନ୍ତୁ ଓ ଏହାକୁ ପାଉଡର କରନ୍ତୁ । ପ୍ରତିଦିନ ପାଉଡରକୁ ମୂଳା ରସ ସହିତ ମିଶାଇ ସେବନ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ

ଅଧିକ ପଢ଼ନ୍ତୁ:-ଭାରତର ସ୍ୱପ୍ନକୁ ଭାଙ୍ଗିଥିଲା ଇସ୍ରାଏଲ, ବର୍ତ୍ତମାନ ଏହି ଦେଶ ବଢ଼ାଇଲା ସହାୟତାର ହାତ

ଅଧିକ ପଢ଼ନ୍ତୁ:-ବାସ୍ତୁ ଅନୁଯାୟୀ, ଯଦି ଆପଣ ଏହି ଜିନିଷଗୁଡ଼ିକୁ ରାସ୍ତାରେ ପଡ଼ିଥିବାର ଦେଖନ୍ତି, ତେବେ ବଦଳାନ୍ତୁ ନିଜ ପଥ

5/6

୪. ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ । ତେବେ ପ୍ରତିଦିନ ଅଁଳା ରସ ଗ୍ରହଣ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ରକ୍ତ କ୍ଷୟକୁ ହେବାକୁ ଦିଏ ନାହିଁ ।

6/6

୫. ଆଖି ପାଇଁ ଅଁଳା ଅମୃତ ସମାନ ହୋଇଥାଏ । ଏହା ଆଖିର ପାୱାର ବଢ଼ାଇବାରେ ସାହାଯ୍ୟ କରେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଏକ ଚାମଚ ଅଁଳା ପାଉଡର ମହୁ ସହିତ ଖାଇବାକୁ ପଡିବ ।