Advertisement
Photo Details/zeeodisha/odisha1164257
photoDetails0hindi

କୌଣସି ବଲିଉଡ ହିରୋଇନଠୁ କମ୍ ନୁହଁନ୍ତି କାଜୋଲଙ୍କ କନ୍ୟା, ଦେଖନ୍ତୁ ହଟ୍ ଫଟୋ

ବଲିଉଡ ଷ୍ଟାର କିଡ୍ସଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ପ୍ରାୟତଃ ଅଭିନେତା-ଅଭିନେତ୍ରୀଙ୍କ ପିଲାମାନେ ବାପା ମାଆଙ୍କ ପେଶାକୁ ଅନୁସରଣ କରନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଏଭଳି ଏପରି ଅନେକ ଷ୍ଟାର କିଡ୍ସ ଅଛନ୍ତି ଯେଉଁମାନେ କ୍ୟାମେରା ଲେନ୍ସଠାରୁ ନିଜକୁ ଦୂରେଇ ରଖନ୍ତି। ଆଉ ସେହି ସେଲିବ୍ରିଟି ସନ୍ତାନ ମଧ୍ୟରେ ଅଜୟ ଦେଭଗନଙ୍କ ଲାଡଲି ନ୍ୟାସା ହେଉଛନ୍ତି ଜଣେ।

1/7

ବଲିଉଡ ସୁପରଷ୍ଟାର ଅଜୟ ଦେଭଗନ ଓ ଅଭିନେତ୍ରୀ କାଜଲଙ୍କ ଝିଅ ହେଉଛନ୍ତି Nysa Devgan।

2/7

Nysa Devgan ୨୦୦୩ ମସିହା ଏପ୍ରିଲ ୨୦ ତାରିଖ (ରବିବାର) ମୁମ୍ବାଇରେ  ଜନ୍ମଗ୍ରହଣ କରିଥିଲେ।

3/7

ଗତ ସପ୍ତାହରେ Nysa Devgan ତାଙ୍କର ୧୯ତମ ଜନ୍ମଦିନ ପାଳିଛନ୍ତି।

4/7

ଅଜୟ ଓ ଅଭିନେତ୍ରୀ କାଜଲଙ୍କ ପ୍ରଥମ କନ୍ୟା ହେଉଛନ୍ତି Nysa Devgan। ତାଙ୍କର ଛୋଟ ଭାଇ ନାମ Yug Devgan।

5/7

Nysa Devgan ସିଙ୍ଗାପୁରସ୍ଥିତ United World College of South East Asiaରେ ପାଠ ପଢିଛନ୍ତି।

6/7

ଲାଇମ ଲାଇଟରୁ ଦୂରରେ ରୁହନ୍ତି Nysa Devgan, କିନ୍ତୁ ସୋସିଆଲ ମିଡିଆରେ ସେ ବେସ୍ ଆକ୍ଟିଭ୍।

7/7

ଜେଜେବାପା ଭିରୁ ଦେଭଗନଙ୍କ ଦେହାନ୍ତ (୨୭ ମଇ ୨୦୧୯) ର ପରଦିନ ପାର୍ଲର ଯାଇ ଟ୍ରୋଲ ହୋଇଥିଲେ Nysa Devgan।