ED summons Vaibhav Gehlot: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅଙ୍କୁ ସମନ୍ କଲା ଇଡ଼ି
Advertisement
Article Detail0/zeeodisha/odisha1931119

ED summons Vaibhav Gehlot: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅଙ୍କୁ ସମନ୍ କଲା ଇଡ଼ି

ED summons Ashok Gehlot's son: ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM ) ଅଶୋକ ଗେହଲୋଟଙ୍କ (Ashok gehlot) ପୁଅ ବୈଭବ ଗେହଲୋଟଙ୍କୁ (Vaibhav gehlot) ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏହି ପ୍ରଶ୍ନର ଉତ୍ତରରେ ଅଶୋକ ଗେହଲୋଟ୍ କହିଛନ୍ତି, ରାଜସ୍ଥାନରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ ନାହିଁ କାରଣ ଇଡି ପ୍ରତିଦିନ ସମନ ପଠାଉଛନ୍ତି।

ସୌ(ସୋସିଆଲ ମିଡିଆ)

ED summons CM Ashok Gehlot's son: ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM ) ଅଶୋକ ଗେହଲୋଟଙ୍କ (Ashok gehlot) ପୁଅ ବୈଭବ ଗେହଲୋଟଙ୍କୁ (Vaibhav gehlot) ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଏହି ପ୍ରଶ୍ନର ଉତ୍ତରରେ ଅଶୋକ ଗେହଲୋଟ୍ କହିଛନ୍ତି, ରାଜସ୍ଥାନରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ ନାହିଁ କାରଣ ଇଡି ପ୍ରତିଦିନ ସମନ ପଠାଉଛନ୍ତି।

ସୂଚନାଯୋଗ୍ୟ, ଫରେନ୍ ଏକ୍ସଚେଞ୍ଜ ଉଲ୍ଲଂଘନ ମାମଲାରେ (Foreign Exchange Management Act (FEMA) ଇଡ଼ି (ED) ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ସମନ ଜାରି (ED summons Vaibhav Gehlot) କରିଛି । ଅକ୍ଟୋବର ୨୭ ତାରଖ ଦିନ ହାଜର ହେବା ପାଇଁ ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟର ୧୯୯୯ ନିୟମ ଅନୁଯାୟୀ ବୈଭବ ଗେହଲୋଟଙ୍କୁ (Vaibhav gehlot )ସମନ କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଇଡ଼ି ରାଜସ୍ଥାନର ପୂର୍ବତନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଓ କଂଗ୍ରେସ ବିଧାୟକ ଓମ୍‌ ପ୍ରକାଶ ହୁଡ୍‌ଲାଙ୍କ ୧୧ଟି ପ୍ରତିଷ୍ଠାନରେ ଚଢ଼ଉ ସହ ତଲାସ କରୁଥିବା ସୂଚନା ମିଳିଛି ।

Also Read-Accident News: ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ୧୨ ମୃତ, ଜଣେ ଗୁରୁତର