IND vs NZ 2nd ODI LIVE Updates: ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୮ ୱିକେଟରେ ପରାସ୍ତ ହେଲା ନ୍ୟୁଜଲ୍ୟାଣ୍ଡ
Advertisement

IND vs NZ 2nd ODI LIVE Updates: ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୮ ୱିକେଟରେ ପରାସ୍ତ ହେଲା ନ୍ୟୁଜଲ୍ୟାଣ୍ଡ

IND vs NZ 2nd ODI LIVE Updates: କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ୫୧ ରନ ସ୍କୋର ଖେଳିଥିଲେ । ଓ ଶୁବମାନ ଗିଲ ଅପରାଜିତ ୪୦ ରନ ସ୍କୋର କରିଥିଲେ । ଏହାପୂର୍ବରୁ ମହମ୍ମଦ ଶାମି ବୋଲିଂରେ ଭାରତ ପକ୍ଷରୁ ସର୍ବାଧିକ ତିନିଟି ୱିକେଟ୍ ନେଇଥିଲେ । ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଆଠ ୱିକେଟରେ ପରାସ୍ତ କରିଛି । 

ସୌ: ସୋସିଆଲ ମିଡିଆ
LIVE Blog

India vs New Zealand 2nd ODI: ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ଆଠ ୱିକେଟରେ ପରାସ୍ତ କରିଛି । ଏହା ସହିତ ରୋହିତ ଶର୍ମାଙ୍କ ଦଳ ମଧ୍ୟ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଅପରାଜିତ ୨-୦ ରେ ଅଗ୍ରଣୀ ହାସଲ କରିଛି । ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୧୦୮ ରନ୍ ସ୍କୋର କରିପାରିଥିଲେ । ଏହା ପରେ ଟିମ୍ ଇଣ୍ଡିଆ ମାତ୍ର ଦୁଇଟି ୱିକେଟ୍ ହରାଇ ଅତି ସହଜରେ ଟାର୍ଗେଟକୁ ହାସଲ କରିନେଇଛି । କ୍ୟାପଟେନ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ୫୧ ରନ ସ୍କୋର ଖେଳିଥିଲେ । ଓ ଶୁବମାନ ଗିଲ ଅପରାଜିତ ୪୦ ରନ ସ୍କୋର କରିଥିଲେ । ଏହାପୂର୍ବରୁ ମହମ୍ମଦ ଶାମି ବୋଲିଂରେ ଭାରତ ପକ୍ଷରୁ ସର୍ବାଧିକ ତିନିଟି ୱିକେଟ୍ ନେଇଥିଲେ ।

21 January 2023
18:23 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (111/2)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 40
ଈଶାନ କିସାନ: 8

21 ତମ ଓଭର:
ବୋଲର: ମିଚେଲ ସାଣ୍ଟନର୍ 

ପ୍ରଥମ ବଲ : 4 (ଦିନିକିଆ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୮ ୱିକେଟରେ ପରାସ୍ତ ହେଲା ନ୍ୟୁଜଲ୍ୟାଣ୍ଡ)

18:20 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (107/2)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 36
ଈଶାନ କିସାନ: 8

20 ତମ ଓଭର:
ବୋଲର: ମାଇକେଲ୍ ବ୍ରେକୱେଲ୍ 

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 0

18:14 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (102/2)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 35
ଈଶାନ କିସାନ: 4

19 ତମ ଓଭର:
ବୋଲର: ମିଚେଲ ସାଣ୍ଟନର୍ 

ପ୍ରଥମ ବଲ : W ବିରାଟ କୋହଲି ଆଉଟ (11(9) [4s-2])
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:11 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (98/1)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 35
ବିରାଟ କୋହଲି: 11

18 ତମ ଓଭର:
ବୋଲର: ମାଇକେଲ୍ ବ୍ରେକୱେଲ୍

ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 0
ଷଷ୍ଠ ବଲ : 0

18:05 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (90/1)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 27
ବିରାଟ କୋହଲି: 11

17 ତମ ଓଭର:
ବୋଲର: ହେନେରୀ ସିପଲି

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 4
ପଞ୍ଚମ ବଲ : 1
ଷଷ୍ଠ ବଲ : 1

18:02 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (79/1)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 25
ବିରାଟ କୋହଲି: 2

16 ତମ ଓଭର:
ବୋଲର: ମିଚେଲ ସାଣ୍ଟନର୍

ପ୍ରଥମ ବଲ : 3
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

17:58 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (74/1)

ବ୍ୟାଟସମ୍ୟାନ:
ଶୁବମନ ଗିଲ୍: 20
ବିରାଟ କୋହଲି: 1

15 ତମ ଓଭର:
ବୋଲର: ହେନେରୀ ସିପଲି

ପ୍ରଥମ ବଲ : 0
ଦ୍ୱିତୀୟ ବଲ : W (ରୋହିତ ଶର୍ମା ଆଉଟ LBW 51(50) [4s-7 6s-2])
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

17:52 PM

ND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (72/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 51
ଶୁବମନ ଗିଲ୍: 20

14 ତମ ଓଭର:
ବୋଲର: ବ୍ଲେୟାର ଟିକନର୍

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:47 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (71/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 50
ଶୁବମନ ଗିଲ୍: 20

13 ତମ ଓଭର:
ବୋଲର: ମିଚେଲ ସାଣ୍ଟନର୍

ପ୍ରଥମ ବଲ : 4
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1LB
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:41 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (64/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 44
ଶୁବମନ ଗିଲ୍: 20

ଦ୍ୱାଦଶ ଓଭର:
ବୋଲର: ବ୍ଲେୟାର ଟିକନର୍

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 2

17:38 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (61/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 43
ଶୁବମନ ଗିଲ୍: 18

ଏକାଦଶ ଓଭର:
ବୋଲର: ମିଚେଲ ସାଣ୍ଟନର୍

ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 0

17:33 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (52/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 38
ଶୁବମନ ଗିଲ୍: 14

ଦଶମ ଓଭର:
ବୋଲର: ବ୍ଲେୟାର ଟିକନର୍

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 6
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 1

17:28 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (41/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 27
ଶୁବମନ ଗିଲ୍: 14

ନବମ ଓଭର:
ବୋଲର: ଲକି ଫର୍ଗସନ୍

ପ୍ରଥମ ବଲ : 3
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:24 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (33/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 22
ଶୁବମନ ଗିଲ୍: 11

ଅଷ୍ଟମ ଓଭର:
ବୋଲର: ବ୍ଲେୟାର ଟିକନର୍

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 0

17:20 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (29/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 18
ଶୁବମନ ଗିଲ୍: 11

ସପ୍ତମ ଓଭର:
ବୋଲର: ଲକି ଫର୍ଗସନ୍

ପ୍ରଥମ ବଲ : 4
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:16 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (25/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 18
ଶୁବମନ ଗିଲ୍: 6

ଷଷ୍ଠ ଓଭର:
ବୋଲର: ହେନେରୀ ସିପଲି

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

17:11 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (24/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 18
ଶୁବମନ ଗିଲ୍: 6

ପଞ୍ଚମ ଓଭର:
ବୋଲର: ଲକି ଫର୍ଗସନ୍

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 6
ପଞ୍ଚମ ବଲ : 0
ଷଷ୍ଠ ବଲ : 0

17:07 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (18/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 12
ଶୁବମନ ଗିଲ୍: 6

ଚତୃର୍ଥ ଓଭର:
ବୋଲର: ହେନେରୀ ସିପଲି

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 4
ଚତୁର୍ଥ ବଲ : 1
ପଞ୍ଚମ ବଲ : 4
ଷଷ୍ଠ ବଲ : 1

17:03 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (7/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 6
ଶୁବମନ ଗିଲ୍: 1

ତୃତୀୟ ଓଭର:
ବୋଲର: ଲକି ଫର୍ଗସନ୍ 

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

16:59 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (5/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 5
ଶୁବମନ ଗିଲ୍: 0

ଦ୍ୱିତୀୟ ଓଭର:
ବୋଲର: ହେନେରୀ ସିପଲି

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 0

16:47 PM

IND vs NZ Live Score: ଟିମଇଣ୍ଡିଆ ସ୍କୋରକାର୍ଡ (1/0)

ବ୍ୟାଟସମ୍ୟାନ:
ରୋହିତ ଶର୍ମା: 1
ଶୁବମନ ଗିଲ୍: 0

ପ୍ରଥମ ଓଭର:
ବୋଲର: ଲକି ଫର୍ଗସନ୍ 

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

16:11 PM

India vs New Zealand 2nd ODI Live Updates: ରାୟପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଦଳ (New Zealand Team) ମାତ୍ର ୧୦୮ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି । ଭ୍ରମଣକାରୀ ଦଳ ପାଇଁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୩୬ ରନ୍ ସ୍କୋର କରିଥିଲେ । ମାଇକେଲ ବ୍ରେସୱେଲ ୨୨ ଓ ମିଚେଲ ସାଣ୍ଟନର୍ ୨୭ ରନ୍ ସ୍କୋର କରିଥିଲେ । ଟିମ୍ ଇଣ୍ଡିଆ (Team India) ପାଇଁ ମହମ୍ମଦ ଶାମି ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ । ଏହା ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ୍ ସୁନ୍ଦରଙ୍କୁ ୨ଟି ଲେଖାଏଁ ସଫଳତା ମିଳିଛି । ଏଥିସହିତ ସିରାଜ, ଶାର୍ଦ୍ଦୁଲ ଓ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

16:07 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (108/10)

ବ୍ୟାଟସମ୍ୟାନ
ହେନେରୀ ସିପଲି: 1

35 ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : W ବ୍ଲେୟାର ଟିକନର୍- ଆଉଟ (2(7))

16:03 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (107/9)

ବ୍ୟାଟସମ୍ୟାନ
ହେନେରୀ ସିପଲି: 1
ବ୍ଲେୟାର ଟିକନର୍ : 2

34 ତମ ଓଭର
ବୋଲର: ୱାଶିଂଟନ୍ ସୁନ୍ଦର
ପ୍ରଥମ ବଲ : W (ଲକି ଫର୍ଗସନ୍ ଆଉଟ 1(9))
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 2

15:59 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (105/8)

ବ୍ୟାଟସମ୍ୟାନ
ହେନେରୀ ସିପଲି: 1
ଲକି ଫର୍ଗସନ୍: 1

33 ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:55 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (103/8)

ବ୍ୟାଟସମ୍ୟାନ
ହେନେରୀ ସିପଲି: 0
ଲକି ଫର୍ଗସନ୍: 0

32 ତମ ଓଭର
ବୋଲର: ୱାଶିଂଟନ୍ ସୁନ୍ଦର

ପ୍ରଥମ ବଲ : W (ଗ୍ଲେନ୍ ଫିଲିପ୍ସ ଆଉଟ 36(52) [4s-5])
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:49 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (103/7)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 36
ହେନେରୀ ସିପଲି: 0

31 ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : W (ମିଚେଲ ସାଣ୍ଟନର୍ ଆଉଟ 27(39) [4s-3])
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:46 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (103/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 36
ମିଚେଲ ସାଣ୍ଟନର୍: 27

30 ତମ ଓଭର
ବୋଲର: ୱାଶିଂଟନ୍ ସୁନ୍ଦର

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 2
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:41 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (98/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 35
ମିଚେଲ ସାଣ୍ଟନର୍: 23

29 ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

15:37 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (95/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 34
ମିଚେଲ ସାଣ୍ଟନର୍: 21

28 ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 4
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 1

15:32 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (85/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 33
ମିଚେଲ ସାଣ୍ଟନର୍: 12

27 ତମ ଓଭର
ବୋଲର: ଶାର୍ଦ୍ଧୁଲ ଠାକୁର

ପ୍ରଥମ ବଲ : WD
ଅତିରିକ୍ତ ବଲ :0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 1

15:29 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (78/6)

ବ୍ୟାଟସମ୍ୟାନ୍
ଗ୍ଲେନ୍ ଫିଲିପ୍ସ: 28
ମିଚେଲ ସାଣ୍ଟନର୍: 11

26 ତମ ଓଭର
ବୋଲର:  କୁଲଦୀପ ଯାଦବ

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0

15:25 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (73/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 26
ମିଚେଲ ସାଣ୍ଟନର୍: 8

25 ତମ ଓଭର
ବୋଲର: ଶାର୍ଦ୍ଧୁଲ ଠାକୁର

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0 
ଚତୁର୍ଥ ବଲ : 0
ପଞ୍ଚମ ବଲ : 4
ଷଷ୍ଠ ବଲ : 0

15:21 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (68/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 22
ମିଚେଲ ସାଣ୍ଟନର୍: 7

24 ତମ ଓଭର
ବୋଲର:  କୁଲଦୀପ ଯାଦବ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0 
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 1

15:14 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (67/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 22
ମିଚେଲ ସାଣ୍ଟନର୍: 6

23 ତମ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0 
ଚତୁର୍ଥ ବଲ : 0
ପଞ୍ଚମ ବଲ : 2
ଷଷ୍ଠ ବଲ : 0

15:11 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (64/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 19
ମିଚେଲ ସାଣ୍ଟନର୍: 6

21 ତମ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0 
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

15:07 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (60/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 23
ମିଚେଲ ସାଣ୍ଟନର୍: 2

20 ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 1
ତୃତୀୟ ବଲ : 0 
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 1

 

15:01 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (56/6)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 17
ମିଚେଲ ସାଣ୍ଟନର୍: 0

19 ତମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : 4
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0 (ମାଇକେଲ୍ ବ୍ରେକୱେଲ୍ ଆଉଟ୍: 22(30) [4s-4])
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:57 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (48/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 17
ମାଇକେଲ୍ ବ୍ରେକୱେଲ୍: 14

18 ତମ ଓଭର
ବୋଲର: କୁଲଦୀପ ଯାଦବ

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 1
ତୃତୀୟ ବଲ : 1
ଚତୁର୍ଥ ବଲ : 1
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:54 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (43/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 15
ମାଇକେଲ୍ ବ୍ରେକୱେଲ୍: 11

17 ତମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

14:48 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (38/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 15
ମାଇକେଲ୍ ବ୍ରେକୱେଲ୍: 6

16 ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : 1LB
ଦ୍ୱିତୀୟ ବଲ : 3
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 1

14:42 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (33/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 12
ମାଇକେଲ୍ ବ୍ରେକୱେଲ୍: 5

15 ତମ ଓଭର
ବୋଲର: ଶାର୍ଦ୍ଧୁଲ ଠାକୁର

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 4

14:37 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (28/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 8
ମାଇକେଲ୍ ବ୍ରେକୱେଲ୍: 4

14 ତମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:35 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (28/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 8
ମାଇକେଲ୍ ବ୍ରେକୱେଲ୍: 4

13 ତମ ଓଭର
ବୋଲର: ଶାର୍ଦ୍ଧୁଲ ଠାକୁର

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:29 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 8
ମାଇକେଲ୍ ବ୍ରେକୱେଲ୍: 0

ଦ୍ୱାଦଶ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : 4
ଦ୍ୱିତୀୟ ବଲ : WD
ଅତିରିକ୍ତ ବଲ: 4
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:24 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/5)

ବ୍ୟାଟସମ୍ୟାନ
ଗ୍ଲେନ୍ ଫିଲିପ୍ସ: 0
ମାଇକେଲ୍ ବ୍ରେକୱେଲ୍: 0

ଏକାଦଶ ଓଭର
ବୋଲର: ଶାର୍ଦ୍ଧୁଲ ଠାକୁର

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : W (ଟମ୍ ଲାଥମ୍: 1(17))
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:18 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/4)

ବ୍ୟାଟସମ୍ୟାନ
ଟମ୍ ଲାଥାମ୍: 1
ଗ୍ଲେନ୍ ଫିଲିପ୍ସ: 0

ଦଶମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : W (ଡିଭନ୍ କନୱେ: 7(16) [4s-1])
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:13 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (15/3)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 7
ଟମ୍ ଲାଥାମ୍: 1

ନବମ ଓଭର
ବୋଲର: ଶାର୍ଦ୍ଧୁଲ ଠାକୁର

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 4
ତୃତୀୟ ବଲ : 1
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:10 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (10/3)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ଟମ୍ ଲାଥାମ୍: 1

ଅଷ୍ଟମ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 0

14:03 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (10/3)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ଟମ୍ ଲାଥାମ୍: 1

ସପ୍ତମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : W (ମିଚେଲ- 1 (3)
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 1

13:56 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (9/2)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ଡାରିଲ୍ ମିଚେଲ୍: 1

ଷଷ୍ଠ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : W (ହେନେରୀ ନିକୋଲସ୍: 2(20)
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

13:52 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (8/1)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ହେନେରୀ ନିକୋଲସ୍: 2

ପଞ୍ଚମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : WD
ଅତିରିକ୍ତ ବଲ: 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 1
ଷଷ୍ଠ ବଲ : 0

13:48 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (6/1)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ହେନେରୀ ନିକୋଲସ୍ : 1

ଚତୃର୍ଥ ଓଭର
ବୋଲର: ମହମ୍ମଦ ସିରାଜ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : 0
ଷଷ୍ଠ ବଲ : 1

13:43 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (5/1)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ହେନେରୀ ନିକୋଲସ୍ : 0

ତୃତୀୟ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : WD 
ଅତିରିକ୍ତ ବଲ:0
ପଞ୍ଚମ ବଲ : 0
ଷଷ୍ଠ ବଲ : WD
ଅତିରିକ୍ତ ବଲ:0

13:36 PM

IND vs NZ Live Score: ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (3/1)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 2
ହେନେରୀ ନିକୋଲସ୍ : 0

ଦ୍ୱିତୀୟ ଓଭର
ବୋଲର: ମହମ୍ମଦ ସିରାଜ *

ପ୍ରଥମ ବଲ : 1
ଦ୍ୱିତୀୟ ବଲ : 0
ତୃତୀୟ ବଲ : L1
ଚତୁର୍ଥ ବଲ : 1
ପଞ୍ଚମ ବଲ : 0
ଷଷ୍ଠ ବଲ : 0

13:33 PM

ନ୍ୟୁଜିଲାଣ୍ଡ ସ୍କୋରକାର୍ଡ (0/1)

ବ୍ୟାଟସମ୍ୟାନ
ଡିଭନ୍ କନୱେ: 0
ଟମ୍ ଲାଥାମ୍ : 0

ପ୍ରଥମ ଓଭର
ବୋଲର: ମହମ୍ମଦ ସାମୀ

ପ୍ରଥମ ବଲ : 0
ଦ୍ୱିତୀୟ ବଲ : 0
ତୃତୀୟ ବଲ : 0
ଚତୁର୍ଥ ବଲ : 0
ପଞ୍ଚମ ବଲ : W (ଫିନ ଆଲେନ୍ 0(5))
ଷଷ୍ଠ ବଲ : 0

13:21 PM

IND vs NZ Live Score: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଛି । ମହମ୍ମଦ ଶାମି ଭାରତ ପାଇଁ ବୋଲିଂ ଆରମ୍ଭ କରୁଛନ୍ତି । ତାଙ୍କ ସାମ୍ନାରେ ଡିଭନ୍ କନୱେ ଓ ଅନ୍ୟ ପଟେ ଅଧିନାୟକ ଟମ୍ ଲାଥାମ୍ ଅଛନ୍ତି ।

 

13:15 PM

IND vs NZ Live Score: ନ୍ୟୁଜିଲ୍ୟାଣ୍ଡର ପ୍ଲେଇଂ ଇଲେଭେନ
ଟମ୍ ଲାଥାମ୍ (ଅଧିନାୟକ), ଫିନ୍ ଆଲେନ୍, ଡିଭନ୍ କନୱେ, ହେନେରୀ ନିକୋଲସ୍, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର୍, ହେନେରୀ ସିପଲି, ଲକି ଫର୍ଗୁସନ୍, ବ୍ଲେୟାର ଟିକନର୍

13:14 PM

IND vs NZ Live Score: ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ
ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶର୍ଦ୍ଦଲ ଠାକୁର