Horoscope 2024: ୨୦୨୪ରେ ବଦଳିବ ଏହି ରାଶିର ଲୋକଙ୍କ ଭାଗ୍ୟ, ଲଭ୍ ଲାଇଫକୁ ନେଇ ରହିଛି ଭଲ ଖବର..
Advertisement
Article Detail0/zeeodisha/odisha2036277

Horoscope 2024: ୨୦୨୪ରେ ବଦଳିବ ଏହି ରାଶିର ଲୋକଙ୍କ ଭାଗ୍ୟ, ଲଭ୍ ଲାଇଫକୁ ନେଇ ରହିଛି ଭଲ ଖବର..

Horoscope 2024: କନ୍ୟା ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ବା ୨୦୨୪ ସ୍ୱତନ୍ତ୍ର ରହିବ। ଆସନ୍ତା ବର୍ଷରେ ଏହି ରାଶିର ଲୋକଙ୍କ ପ୍ରେମା ଜୀବନରେ ସନ୍ତୁଳନ ବଜାୟ ରହିବ।ଆପଣଙ୍କ ଜୀବନ ସାଥୀ ବା ଆପଣଙ୍କ ପାର୍ଟନର ସହ ସମ୍ପର୍କ ଖୁବ୍ ଭଲ ରହିବ।ବର୍ଷର ଆରମ୍ଭରେ ଆରମ୍ଭରେ ପରସ୍ପରର ଅତି ନିକଟତର ରହିବେ।

Horoscope 2024: ୨୦୨୪ରେ ବଦଳିବ ଏହି ରାଶିର ଲୋକଙ୍କ ଭାଗ୍ୟ, ଲଭ୍ ଲାଇଫକୁ ନେଇ ରହିଛି ଭଲ ଖବର..

Horoscope 2024: କନ୍ୟା ରାଶିର ଲୋକଙ୍କ ପାଇଁ ନୂଆ ବର୍ଷ ବା ୨୦୨୪ ସ୍ୱତନ୍ତ୍ର ରହିବ। ଆସନ୍ତା ବର୍ଷରେ ଏହି ରାଶିର ଲୋକଙ୍କ ପ୍ରେମା ଜୀବନରେ ସନ୍ତୁଳନ ବଜାୟ ରହିବ।ଆପଣଙ୍କ ଜୀବନ ସାଥୀ ବା ଆପଣଙ୍କ ପାର୍ଟନର ସହ ସମ୍ପର୍କ ଖୁବ୍ ଭଲ ରହିବ।ବର୍ଷର ଆରମ୍ଭରେ ଆରମ୍ଭରେ ପରସ୍ପରର ଅତି ନିକଟତର ରହିବେ।ଏଥି ସହ ଆପଣଙ୍କ ରାଶିରେ ଆଗାମୀ ବର୍ଷ କେତୁ ଗ୍ରହର ଉପସ୍ଥିତି ହେତୁ ଜୀବନ ସାଥୀଙ୍କୁ ବୁଝିବା ସାମାନ୍ୟା କଷ୍ଟକର ହେବ। ଫେବୃଆରୀ-ମାର୍ଚ୍ଚ ମାସ ଅବଧି ମଧ୍ୟରେ ପ୍ରେମ ଜୀବନ ପାଇଁ ଅତ୍ୟନ୍ତ ଶୁଭ ଅଟେ।ଏହି ଅବଧି ମଧ୍ୟରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ରୋମାନ୍ସ ବଜାୟ ରହିବ।

 ୨୦୨୪ ରାଶିଫଳ ଅନୁଯାୟୀ ୨୦୨୪ ବର୍ଷ କନ୍ୟା ରାଶି ପାଇଁ ମିଶ୍ରିତ ରହିବ। ଏହି ରାଶିର ଲୋକମାନେ ନିଜ ପାର୍ଟନରଙ୍କ ସହ ନିକଟତର ହେବେ।ତଥାପି ଉଭୟ ନିଜର ନିଜର ଭାବନାକୁ ନିୟନ୍ତ୍ରଣ କରିବା ଉଚିତ୍।ତେବେ ଆପଣଙ୍କ ସାଥୀଙ୍କ ସହ ସମୟ ମଧ୍ୟ ଭଲରେ କଟିବ।

ରାଶିରେ କେତୁର ଉପସ୍ଥିତି:

ଆସନ୍ତା ବର୍ଷ କନ୍ୟା ରାଶିରେ କେତୁ ଗ୍ରହର ଉପସ୍ଥିତି ରହିବ। ଏହି କାରଣ ଯୋଗୁ ଆପଣଙ୍କ ଭିତରେ ନିରାଶା ଲାଗି ରହିବ। ଏପରି ପରିସ୍ଥିତିରେ ଆପଣଙ୍କ ସାଥୀକୁ ବୁଝିବା କଷ୍ଟକର ହେବ। ଏହାର ଅର୍ଥ ହେଉଛି ଆପଣଙ୍କ ସାଥୀ ପ୍ରେମ ଜୀବନ ପ୍ରତି ଗମ୍ଭୀର କି ନୁହେଁ ତାହା ଜାଣିବା କଷ୍ଟକର ହେବ। ଏହା ବ୍ୟତୀତ, ସାଥୀଙ୍କ ସହିତ ମତଭେଦ ମଧ୍ୟ ହୋଇପାରେ। ତେଣୁ, ନୂଆ ବର୍ଷରେ ଆପଣ ପ୍ରେମ ଜୀବନ ବିଷୟରେ ଖୁବ୍ ସତର୍କ ରହିବାକୁ ପଡିବ।

ଫେବୃଆରୀ-ମାର୍ଚ୍ଚ ସ୍ୱତନ୍ତ୍ର ହେବ:

୨୦୨୪ ରାଶିଫଳ ଅନୁଯାୟୀ, ଫେବୃଆରୀ ଏବଂ ମାର୍ଚ୍ଚ କନ୍ୟା ରାଶିର ଲୋକଙ୍କ ପ୍ରେମ ଜୀବନ ଆପଣଙ୍କ ସପକ୍ଷରେ ରହିବ। ଏହାର ଅର୍ଥ ହେଉଛି ଏହି ଅବଧି ମଧ୍ୟରେ ପ୍ରେମୀ ଯୁଗଳମାନେ ପରସ୍ପରର ନିକଟତର ରହିବେ। ଏହା ବ୍ୟତୀତ ପ୍ରେମ ଜୀବନରେ ମଧ୍ୟ ରୋମାନ୍ସ ବଢ଼ିବ। କେବଳ ଏତିକି ନୁହେଁ, ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ଆପଣ ବହୁତ ଖୁସି ପାଇବେ।

ବିବାହ ଯୋଜନା:

୨୦୨୪ର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କ ସାଥୀଙ୍କ ସହିତ ପ୍ରେମ ବିବାହ ଯୋଜନା କରି ପାରନ୍ତି। ନିଜର ଲଭ୍ ଲାଇଫ୍ ବିଷୟରେ ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ, କାରଣ ଏପରି କରିବା ଦ୍ୱାରା ଆପଣଙ୍କ ପାର୍ଟନର ବା ସାଥୀଙ୍କ ସହିତ ବ୍ରେକଅପ୍ ହେବାର ସମ୍ଭାବନା ରହିଛି। ବର୍ଷର ପ୍ରଥମ ୩ ମାସ, ଆପଣଙ୍କ ପ୍ରେମ ଜୀବନରେ ସନ୍ତୁଳନ ବଜାୟ ରଖିବାକୁ ପଡିବ। ଯଦି ଏହା ଜାରି ରହେ ତେବେ ଏହା ସମ୍ଭବ ଯେ ବର୍ଷ ଶେଷ ସୁଦ୍ଧା ଆପଣଙ୍କ ପାର୍ଟନରଙ୍କ ସହିତ ବିବାହ ହେବାର ସମ୍ଭାବନା ରହିଛି।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also read: Love Horoscope 2024: ୨୦୨୪ ରେ ଫିଟିବ ଏହି ରାଶିର ଲୋକଙ୍କ ଭାଗ୍ୟ, ଲଭ୍ ଲାଇଫକୁ ନେଇ ରହିଛି ଖୁସି ଖବର..