Advertisement
Photo Details/zeeodisha/odisha2616665
photoDetails0hindi

"କଇଥ" ଦୂର କରେ ଲିଭର୍ ଓ କିଡନୀ ରୋଗ ! ଜାଣନ୍ତୁ ଏହାର ଅନ୍ୟାନ୍ୟ ଲାଭ...

ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ବାହାରିଯାଏ। 

1/8

ପେଟ ସମସ୍ୟା ପାଇଁ ମଧ୍ୟ କଇଥକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। 

2/8

ଏହା ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ।  ଯାହା ପେଟ ଯନ୍ତ୍ରଣା, ବଦହଜମୀ ଏବଂ ଅଲସର ଭଳି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରେ।

3/8

ଯଦି କାହାର ପେଟ ଯନ୍ତ୍ରଣା କିମ୍ବା ପେଟ ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟା ଥାଏ, ତେବେ କଇଥ ପଲ୍ପରୁ ତିଆରି ଜୁସ୍ ଖାଇବା ଦ୍ୱାରା ବହୁତ ଆରାମ ମିଳିପାରିବ।

4/8

କଇଥରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ଦୂର କରି ତ୍ୱଚାକୁ ସୁସ୍ଥ ରଖିଥାଏ। 

5/8

ଏହାର ପତ୍ର ଏବଂ ଛାଲି ମଧ୍ୟ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣରେ ଭରପୁର। ଏହାର ପେଷ୍ଟ ଲଗାଇବା ଦ୍ୱାରା ତ୍ବଚାରେ ଉଜ୍ଵଳତା ଆସେ ।

6/8

ତେବେ କଇଥକୁ ଆପଣ ସାଧାରଣ ଭାବେ ଲୁଣ ଲଗାଇ ଖାଇପରିବେ,  ନଚେତ୍ ଚଟଣୀ ବନାଇ ମଧ୍ୟ ଖାଇପାରିବେ। 

7/8

କଇଥରେ ଅଳ୍ପ ଜିରା, କଞ୍ଚା ଲଙ୍କା, ଟିକେ କଇଁଆ, ଲୁଣ ଏଵଂ ଚିନି କିମ୍ୱା ଗୁଡ଼ ପକାଇ ଗ୍ରାଇଣ୍ଡିଂ କରି ଚଟଣୀ ପ୍ରସ୍ତୁତ କରିବେ । ଏହା ପରେ ଏହି ସ୍ଵାଦିଷ୍ଟ ଚଟଣିକୁ ଆପଣ ଖାଲିରେ କିମ୍ୱା ଭାତ ସହିତ ଖାଇ ପାରିବେ।

8/8

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ ସ୍ୱାସ୍ଥ୍ୟଗତ କାରଣ ପାଇଁ ZEE ODISHA NEWS ଦାୟୀ ରହିବ