Advertisement
photoDetails0hindi

Health Tips: ରାତିରେ କ୍ଷୀର ପିଇବାର ଅଭ୍ୟାସ ଥିଲେ ପଢ଼ନ୍ତୁ ଏହି ରିପୋର୍ଟ; ଭୁଲ୍ ଉପାୟରେ ପିଇଲେ ଶରୀରରେ ହୋଇଥାଏ କ୍ଷତି

Milk At Night: ଏହା ସମସ୍ତେ ଜାଣନ୍ତି ଯେ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହି କାରଣରୁ, ଲୋକମାନେ ସକାଳେ ଓ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଅନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ରାତିରେ କ୍ଷୀର ପିଇବା ଉଚିତ୍ ନୁହେଁ ।

1/4

ଶରୀରକୁ ସୁସ୍ଥ ରଖିବା ପାଇଁ, ଆପଣଙ୍କୁ ମଧ୍ୟ କ୍ଷୀର ପିଇବାକୁ କେହି ନା କେହି ପରାମର୍ଶ ଦେଇଥିବେ ନିଶ୍ଚୟ । କିନ୍ତୁ ମନେରଖନ୍ତୁ ଯେ ରାତିରେ ଗରମ କିମ୍ବା ଥଣ୍ଡା କ୍ଷୀର ପିଇବା ଉଚିତ୍ ନୁହେଁ ।

2/4

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କହିରଖୁଛୁ ଯେ ରାତିରେ କ୍ଷୀର ପିଇବା ଦ୍ୱାରା ଆପଣଙ୍କ ଓଜନ ବଢିପାରେ । ଏକ ଗ୍ଲାସ କ୍ଷୀରରେ ଅତି କମରେ ୧୨୦ ଗ୍ରାମ କ୍ୟାଲୋରୀ ଥାଏ । କ୍ଷୀର ପିଇବା ଯୋଗୁଁ ଆପଣଙ୍କ କ୍ୟାଲୋରୀ ବର୍ଣ୍ଣ ହୋଇପାରେ ନାହିଁ । ତା’ପରେ ଏହି ସମାନ କ୍ୟାଲୋରୀ ଫେଟ୍ ଓ ଚର୍ବିରେ ପରିଣତ ହୁଏ ।

3/4

ରାତିରେ କ୍ଷୀର ପିଇବା ଦ୍ୱାରା କିଛି ଲୋକ ଖାଦ୍ୟ ହଜମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହିପରି ଲୋକଙ୍କ ପାଇଁ କ୍ଷୀର ପିଇବା ପେଟ ସହିତ ଜଡିତ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ ।

4/4

ରାତିରେ ଥଣ୍ଡା କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆଦୌଭଲ ନୁହେଁ । ଥଣ୍ଡା କ୍ଷୀର ଦ୍ୱାରା ଗଳା ଓ ପେଟ ପର୍ଯ୍ୟନ୍ତ ଆପଣଙ୍କର କୌଣସି ଅସୁବିଧା ହୋଇପାରେ । ଆପଣ ସାଧାରଣ ଉଷୁମ କ୍ଷୀର ପିଇପାରିବେ । ଯାହା ଦ୍ୱାରା ଏହା ଆପଣଙ୍କ ଶରୀରକୁ ସଂକ୍ରମିତ କରିବ ନାହିଁ ।