ବିଟରେ କ୍ୟାଲସିୟମ୍, ଆଇରନ୍ ଓ ଆଣ୍ଟିଓକ୍ସିଡେଣ୍ଟ୍ ସମେତ ଅନେକ ନ୍ୟୁଟ୍ରିଏସନ୍ ଭରି ରହିଛି । ଯଦି ଆପଣ ୧୦ ଗ୍ରାମର ବିଟ୍ ଖାଉଛନ୍ତି ତେବେ ଏଥିରେ ୪୩ ମିଲିଗ୍ରାମ କ୍ୟାଲୋରି ଓ ୨ ଗ୍ରାମ ଫ୍ୟଟ୍ ରହିଥାଏ । ଅର୍ଥାତ ବିଟ୍ ଖାଇଲେ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇବ ନାହିଁ । ବିଟରେ ଭରପୁର ପ୍ରୋଟିନ୍ ରହିଛି ଯାହ ଶାରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ।
Trending Photos
Benifits Of Beetroot: ବିଟ୍ ଏମିତି ଏକ ପରିବା ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ବିଟ୍ କେବଳ ଯେ ତରକାରୀରେ ବ୍ୟବହାର ହୁଏ ତାହା ନୁହେଁ, ଅନେକ ଲୋକ ଏହାକୁ ସାଲାଡ ଓ ଜୁସ୍ କରି ମଧ୍ୟ ପିଅନ୍ତି । କେତେକ ଲୋକଙ୍କୁ ବିଟ୍ ଖାଇବା ପସନ୍ଦ ନୁହେଁ କିନ୍ତୁ ଯେଉଁମାନେ ଏହାର ନ୍ୟୁଟ୍ରିସନ୍ ଗୁଣ ବିଷୟରେ ଜାଣନ୍ତି ସେମାନେ ପ୍ରତ୍ୟେକ ଦିନ ଡାଇଟରେ ବିଟକୁ ସାମିଲ କରିଥାନ୍ତି । ବିଟ୍ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଭାରତର ଫେମସ୍ ଏକ୍ସପୋର୍ଟ ନିଖିଲ ବତ୍ସ କୁହନ୍ତି।
ବିଟରେ ଏହି ସବୁ ଗୁଣ ଭରି ରହିଛି :
ବିଟରେ କ୍ୟାଲସିୟମ୍, ଆଇରନ୍ ଓ ଆଣ୍ଟିଓକ୍ସିଡେଣ୍ଟ୍ ସମେତ ଅନେକ ନ୍ୟୁଟ୍ରିଏସନ୍ ଭରି ରହିଛି । ଯଦି ଆପଣ ୧୦ ଗ୍ରାମର ବିଟ୍ ଖାଉଛନ୍ତି ତେବେ ଏଥିରେ ୪୩ ମିଲିଗ୍ରାମ କ୍ୟାଲୋରି ଓ ୨ ଗ୍ରାମ ଫ୍ୟଟ୍ ରହିଥାଏ । ଅର୍ଥାତ ବିଟ୍ ଖାଇଲେ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇବ ନାହିଁ । ବିଟରେ ଭରପୁର ପ୍ରୋଟିନ୍ ରହିଛି ଯାହ ଶାରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ।
Also Read: Health Tips: ଆପଣଙ୍କ ଖାଦ୍ୟ ଓ ଜୀବନଶୈଳୀରୁ ଏହି ୧୦ଟି ଜିନିଷକୁ ବାଦ୍ ଦିଅନ୍ତୁ, ନଚେତ ହୋଇପାରେ ଏହି ବଡ଼ ସମସ୍ୟା
ବିଟ୍ ଖାଇବାର ଫାଇଦା