Budh Gochar 2022: ଦୀପାବଳୀ ପରେ ଏସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ପହଞ୍ଚାଇବ ବୁଧ, ଚମକି ଯିବ ଭାଗ୍ୟ
Advertisement

Budh Gochar 2022: ଦୀପାବଳୀ ପରେ ଏସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ପହଞ୍ଚାଇବ ବୁଧ, ଚମକି ଯିବ ଭାଗ୍ୟ

Budh Gochar 2022: ସମସ୍ତ ଗ୍ରହ ମଧ୍ୟରେ ବୁଧକୁ ରାଜକୁମାରର ମାନ୍ୟତା ଦିଆଯାଇଛି । ଯଦି ଜାତକରେ ବୁଧବାର ସ୍ଥାନ ନକାରାତ୍ମକ ରହେ, ତେବେ ବ୍ୟକ୍ତି ସର୍ବଦା ଚିନ୍ତିତ ରହିଥାଏ ଓ ନିଷ୍ପତ୍ତି ନେବାରେ ଅସୁବିଧା ହୁଏ । ବୁଧ (Mercury) ପୁଣି ଥରେ ରାଶି ପରିବର୍ତ୍ତନ (Rashi parivartan) କରିବାକୁ ଯାଉଛନ୍ତି ।

Budh Gochar 2022: ଦୀପାବଳୀ ପରେ ଏସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ପହଞ୍ଚାଇବ ବୁଧ, ଚମକି ଯିବ ଭାଗ୍ୟ

Budh Gochar 2022: ଜ୍ୟୋତିଷ ଶାସ୍ତ୍ର (Astrology) ଅନୁସାରେ ବୁଧ  (Mercury) ଗ୍ରହକୁ ଅତ୍ୟନ୍ତ ଶୁଭ ବୋଲି ମନେ କରାଯାଏ । ବୁଧ (Budh) ଚାକିରି, ବ୍ୟବସାୟ, ବୁଦ୍ଧିମତ୍ତା ଏବଂ ଶିକ୍ଷାର କାରକ ଭାବରେ ବିବେଚନା କରାଯାଏ । ସମସ୍ତ ଗ୍ରହ ମଧ୍ୟରେ ବୁଧକୁ ରାଜକୁମାରର ମାନ୍ୟତା ଦିଆଯାଇଛି । ଯଦି ଜାତକରେ ବୁଧବାର ସ୍ଥାନ ନକାରାତ୍ମକ ରହେ, ତେବେ ବ୍ୟକ୍ତି ସର୍ବଦା ଚିନ୍ତିତ ରହିଥାଏ ଓ ନିଷ୍ପତ୍ତି ନେବାରେ ଅସୁବିଧା ହୁଏ । ବୁଧ (Mercury) ପୁଣି ଥରେ ରାଶି ପରିବର୍ତ୍ତନ (Rashi parivartan) କରିବାକୁ ଯାଉଛନ୍ତି । ଅକ୍ଟୋବର ୨୬ରେ ବୁଧ ତୁଳା ରାଶି (Libra) ରେ ପ୍ରବେଶ କରିବେ । ସେ ଏହି ଦିନ ତୁଳା ରାଶିରେ ପରିବର୍ତ୍ତନ କରିବେ । ବୁଧଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ଟି ରାଶି (Zodiac Signs) ଉପରେ କିଛି ନା କିଛି ପ୍ରଭାବ ପଡ଼ିବ । କିଛି ରାଶିଙ୍କୁ କ୍ଷତି ସହିବାକୁ ପଡ଼ିବ ତ କିଛି ରାଶିଙ୍କୁ ଜବରଦସ୍ତ ଲାଭ ପହଞ୍ଚାବ । ଏପରି ପରିସ୍ଥିତିରେ ଆଜି ଏହି ଲେଖା ମାଧ୍ୟମରେ ଆମେ କହିବୁ ଯେ କେଉଁ ରାଶି ପାଇଁ ବୁଧଙ୍କ ଗୋଚର ଶୁଭ ହେବାକୁ ଯାଉଛି ।

ସିଂହ ରାଶି

ବୁଧ ଗ୍ରହଙ୍କ ତୁଳା ରାଶିରେ ପ୍ରବେଶ କରିବା ଯୋଗୁଁ ସିଂହ ରାଶିର ଜାତକର ଲୋକଙ୍କ ପାଇଁ ବିଶେଷ ଲାଭ ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ରହିବ । କର୍ମକ୍ଷେତ୍ରରେ ବିଶେଷ ଲାଭ ମିଳିବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ଧନୁ ରାଶି

ବୁଧଙ୍କ ରାଶି ପରିବର୍ତ୍ତନ ଧନୁ ରାଶି ଲୋକଙ୍କ ଉପରେ ଭଲ ପ୍ରଭାବ ପକାଇବ । ଆୟର ନୂତନ ଉତ୍ସ ସୃଷ୍ଟି ହେବ, ଯାହା ଦ୍ୱାରା ଧନ ଲାଭ ହେବ । କୌଣସି ସ୍ଥାନରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ । ପାରିବାରିକ ସମ୍ପର୍କରେ ମଧୁରତା ଦେଖାଦେବ । କୌଣସି ସ୍ଥାନରୁ ଭଲ ଖବର ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ ।

ମିଥୁନ ରାଶି

ବୁଧ ଗ୍ରହର ଗୋଚର ମିଥୁନ ରାଶିର ବ୍ୟକ୍ତିମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । କର୍ମକ୍ଷେତ୍ରରେ ଅନୁକୂଳ ସୁଯୋଗ ମିଳିପାରେ । ଆୟର ଉତ୍ସ ବୃଦ୍ଧି ପାଇବ । ଯେକୌଣସି ସ୍ଥାନରୁ ଧନ ଲାଭ ମିଳିପାରେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଦହି ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି କରିଥିବା ପ୍ରଥମ ଭାରତୀୟ

ଅଧିକ ପଢ଼ନ୍ତୁ:-ପାକିସ୍ତାନ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ପିଏମ ମୋଦି, କୋହଲିଙ୍କ ପାଇଁ କହିଲେ ଏହି ବଡ଼ କଥା

 

କର୍କଟ ରାଶି

ବୁଧ ଗ୍ରହର ତୁଳା ରାଶିରେ ପ୍ରବେଶ କଲାବେଳେ କର୍କଟ ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ଧନ ଲାଭର ପ୍ରବଳ ସମ୍ଭାବନା ରହିବ । ଚାକିରି କରୁଥିବା ଲୋକଙ୍କ ଆୟରେ ବୃଦ୍ଧି ହୋଇପାରେ । ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟୀମାନେ ଏକ ଭଲ ଡିଲ୍ କରିପାରନ୍ତି ।