Aryan Khan And Nora Fathei: ଧରାପଡ଼ିଗଲା ଲୁଚାଛପା ପ୍ରେମ !ନୋରାଙ୍କୁ ଡେଟ୍ କରୁଛନ୍ତି ଆର୍ୟନ
Advertisement

Aryan Khan And Nora Fathei: ଧରାପଡ଼ିଗଲା ଲୁଚାଛପା ପ୍ରେମ !ନୋରାଙ୍କୁ ଡେଟ୍ କରୁଛନ୍ତି ଆର୍ୟନ

Aryan Khan And Nora Fathei Dating: ତେବେ ନୂଆ ବର୍ଷ ଆସୁ ଆସୁ ବଲିଉଡରେ ଖାଲି ନୂଆ ନୂଆ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କ ମଧ୍ୟରେ ଡେଟିଂ ଚାଲିଥିବା ଖବର ଏବେ ନିଆଁ ପରି ବ୍ୟାପିଗଲାଣି । ଏକଥା କେତେ ସତ ଏନେଇ କୌଣସି ଅଧିକାରୀକ ଭାବେ କୌଣସି ସୂଚନା ନାହିଁ।

Aryan Khan And Nora Fathei: ଧରାପଡ଼ିଗଲା ଲୁଚାଛପା ପ୍ରେମ !ନୋରାଙ୍କୁ ଡେଟ୍ କରୁଛନ୍ତି ଆର୍ୟନ

Aryan Khan And Nora Fathei: ପୁଣିଥରେ ଚର୍ଚ୍ଚାରେ ବଲିଉଡ । ଏବେ ଫିଲ୍ମର ହିଟ୍ କାରଣରୁ ନୁହେଁ ବରଂ ଅଫେୟାର କୁ ନେଇ ଖବର ବେଶ ସାମ୍ନାକୁ ଆସୁଛି । ଗତକିଛି ଦିନ ତଳେ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଓ ଅଭିନେତା ବିଜୟ ବର୍ମାଙ୍କ ବିଚରେ କିସିଂ ଭିଡିଓ କୁ ନେଇ ବେଷ ଚର୍ଚ୍ଚା ହୋଇଥିଲା । ସେହିପରି ଆଜି ବଲିଉଡ ଦୁନିଆର ଦୁଇଟି ଚର୍ଚ୍ଚିତ ଚେହେରାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ନୂଆ ବର୍ଷ ଆସୁ ଆସୁ ବଲିଉଡରେ ଖାଲି ନୂଆ ନୂଆ ଖବର ସାମ୍ନାକୁ ଆସିଛି। ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହିଙ୍କ ମଧ୍ୟରେ ଡେଟିଂ ଚାଲିଥିବା ଖବର ଏବେ ନିଆଁ ପରି ବ୍ୟାପିଗଲାଣି ।

ପ୍ରକୃତରେ ଦୁହେଁ ଏଥର ନୂଆ ବର୍ଷରେ ଦୁବାଇରେ ଥିଲେ। ସେହି ସମୟର ଏକ ଫଟୋଭାଇରାଲ ପରେ ସମସ୍ତେ ଏବେ ଚକିତ। କୁହାଯାଉଛି ଯେଉଁ ହିସାବରେ ନୋରା ଆଉ ଆର୍ୟନଙ୍କୁ (Nora And Aryan) ସ୍ପଟ୍ କରାଯାଇଛି ସେଥିରୁ ଜଣାପଡ଼ୁଛି ଏ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଛି। ହେଲେ ଏହି ପୋଷ୍ଟ ଉପରେ ଏବେ ତର୍କ ବିତର୍କ ଲାଗିରହିଛି। ଜଣେ ୟୁଜର ଲେଖିଛନ୍ତି ତାଙ୍କ ଚିନ୍ତାଧାରାକୁ ଟିକେ ଉଚ୍ଚ କରନ୍ତୁ। ବାସ୍ତବରେ ଏହି ପୋଷ୍ଟ ଜଣେ ରି-ଏଡିଟ୍ ୟୁଜର (Re-edit User)  ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ନୋରା ଏବଂ ଆର୍ୟନ୍ ଙ୍କ ହାଭଭାବ ଅଲଗା ଦିଶୁଛି। ହେଲେ ପୋଷ୍ଟକୁ ସେୟାର କରିଥିବା ୟୁଜର ଲେଖିଛନ୍ତି ଯେ, ଗତ କିଛି ମାସ ତଳେ କରଣ ଜୋହରଙ୍କ ସହ ନୋରାଙ୍କ ନାଁ କୁ ଯୋଡାଯାଉଥିଲା ହେଲେ ଏବେ ଦୁବାଇରେ ଆର୍ୟନ ଖାନ ଓ ନୋରା ମିଶିକି ଡିନର କରୁଥିବା ନଜର ଆସିଛନ୍ତି। 

ହେଲେ ଏହି ଫଟୋକୁ ନେଇ କେତେ ସତ୍ୟତା ଅଛି ତାହା କାହାକୁ ଜଣାନାହିଁ। ଏକଥା କୁହାଯାଇପାରେ ଆର୍ୟନ ଖାନ, ନୋରା ଫତେହୀ ଓ ତାଙ୍କର କିଛି ସାଙ୍ଗ କମନ୍ ସାଙ୍ଗ ଅଟନ୍ତି । ଯାହାଫଳରେ ଏହି ଫଟୋକୁ ନେଇ ଏବେ ବେଶ ଆଲୋଚନା ଜାରି ରହିଛି। ଯଦି ଆର୍ୟନ୍ ଖାନଙ୍କ (Aryan Khan) ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ କ୍ୟାମେରାରେ ଆସିବା ପରିବର୍ତ୍ତେ ଆର୍ୟନ କ୍ୟାମେରା ପଛରେ ତାଙ୍କର ନୂତନ ପ୍ରୋଜେକ୍ଟ ଲେଖିବା ଏବଂ ନିର୍ଦ୍ଦେଶନା ଦେବେ। ଆର୍ୟନଙ୍କ ଫିଲ୍ମ ଶାହାରୁଖ ଏବଂ ଗୌରୀ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ (Red Chillies Entertainment) ଅଧୀନରେ ନିର୍ମିତ ହେଉଛି । ଖବର ଅଛି ଯେ ଆର୍ୟନଙ୍କ ଏହି ଫିଲ୍ମ ଡେବ୍ୟୁ ଏକ ୱେବ୍ ସିରିଜ୍ ହେବ ।

Also Read: BCCI On Rishabh Pant: ଯାହା କେବେ କରିନଥିଲା ବିସିସିଆଇ, ସୁସ୍ଥ କରିବାକୁ ଋଷଭ ପନ୍ତଙ୍କ ପାଇଁ ନେବ ଏହି ପଦକ୍ଷେପ

Also Read: Sabyasachi Mishra: ଲଭର୍ ବୟରୁ ରହସ୍ୟମୟ ଚରିତ୍ର...