Oscar Nominations 2025: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଅପେକ୍ଷା କରନ୍ତି। ଆଜି ଅର୍ଥାତ୍ ୨୩ ଜାନୁଆରୀରେ ୯୭ତମ ଏକାଡେମୀ ପୁରସ୍କାର ପାଇଁ ନାମାଙ୍କନ ତାଲିକା ଘୋଷଣା କରାଯାଇଛି।
Trending Photos
Oscar Nominations 2025: ଓସ୍କାର ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏହାକୁ ଅପେକ୍ଷା କରନ୍ତି। ଆଜି ଅର୍ଥାତ୍ ୨୩ ଜାନୁଆରୀରେ ୯୭ତମ ଏକାଡେମୀ ପୁରସ୍କାର ପାଇଁ ନାମାଙ୍କନ ତାଲିକା ଘୋଷଣା କରାଯାଇଛି। କହି ରଖୁଛୁ ଯେ ଲସ୍ ଆଞ୍ଜେଲସ୍ରେ ଅଗ୍ନିକାଣ୍ଡ ଯୋଗୁଁ ଏହାକୁ ବହୁତ ଦିନ ଧରି ସ୍ଥଗିତ ରଖାଯାଇଥିଲା ଏବଂ ଆଜି ଶେଷରେ ଏହାର ଘୋଷଣା କରାଯାଇଛି। ଏଥର ଭାରତରୁ'ଅନୁଜା'ଲାଇଭ୍ ଆକ୍ସନ୍ ସର୍ଟ ମୁଭି ବର୍ଗରେ ନିଜର ସ୍ଥାନ ସୃଷ୍ଟି କରିଛି।
ଏଥର ୯୭ତମ ଏକାଡେମୀ ପୁରସ୍କାରର ନାମାଙ୍କନ କାର୍ଯ୍ୟକ୍ରମ ବୋୱେନ୍ ୟାଙ୍ଗ ଏବଂ ରାଚେଲ୍ ସେନଟ୍ ଦ୍ୱାରା ହୋଷ୍ଟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲସ୍ ଆଞ୍ଜେଲସ୍ରେ ଅନୁଷ୍ଠିତ ହୋଇଥିଲା ଏବଂ ଏବେ ଏଠାରେ ୨୦୨୫ ପାଇଁ ଓସ୍କାର ମନୋନୀତ ଫିଲ୍ମର ସମ୍ପୂର୍ଣ୍ଣ ତାଲିକା ପ୍ରକାଶା ପାଇଛି।
ବେଷ୍ଟ ଏକ୍ଟ୍ରେସ୍: ସିନ୍ଥିଆ ଏରିଭୋ, (ୱିକେଡ୍) କାର୍ଲା ସୋଫିଆ ଗାସ୍କନ୍, (ଏମିଲିଆ ପେରେଜ୍) ମାଇକି ମ୍ୟାଡିସନ୍, ଆନୋରା ଡେମି ମୁର୍ (ଦି ସବଷ୍ଟନ୍ସ), ଫର୍ଣ୍ଣାଣ୍ଡା ଟୋରେସ୍ (ଆଇ'ମ୍ ଷ୍ଟିଲ୍ ହେୟାର)
ବେଷ୍ଟ ଡିରେକ୍ଟର: ସିଆନ୍ ବେକର (ଆନୋରା), ବ୍ରାଡି କର୍ବେଟ୍ (ଦି ବ୍ରୁଟାଲିଷ୍ଟ), ଜେମ୍ସ ମାଙ୍ଗୋଲ୍ଡ (ଏ କମ୍ପ୍ଲିଟ୍ ଆନନ୍), ଜ୍ୟାକ୍ସ ଅଗାର୍ଡ, କୋରାଲି ଫାର୍ଗିଟ୍ (ଏମିଲିଆ ପେରେଜ୍)
ବେଷ୍ଟ ସପୋର୍ଟିଂ ଏକ୍ଟର: ୟୁରା ବୋରିସୋଭ, କିରାନ କଲକିନ୍, ଏଡୱାର୍ଡ ନର୍ଟନ୍, ଗାଏ ପେରେଜ୍, ଜେରେମି ଷ୍ଟ୍ରଙ୍ଗ୍
ବେଷ୍ଟ ସପୋର୍ଟିଂ ଏକ୍ଟ୍ରେସ: ମୋନିକା ବାର୍ବାରୋ, ଆରିଆନା ଗ୍ରାଣ୍ଡେ, ଫେଲିସିଟି ଜୋନ୍ସ, ଇସାବେଲା ରୋସେଲିନି, ଏମିଲିଆ ପେରେଜ୍।
ବେଷ୍ଟ ଆନିମେଟେଡ୍ ଫିଚର୍ ଫିଲ୍ମ: ଇନସାଇଡ୍ ଆଉଟ୍ ୨, ଫ୍ଲୋ, ମେମୋଇର୍ସ ଅଫ୍ ଏ ସ୍ନେଲ୍, ୱାଲେସ୍ ଆଣ୍ଡ୍ ଗୋର୍ମିଟ୍, ଦି ୱାଇଲ୍ଡ ରୋବୋଟ୍।
ବେଷ୍ଟ ଆନିମେଟେଡ୍ ସର୍ଟ ଫିଲ୍ମ: ବିୟ୍ୟୁଟିଫୁଲ୍ ମ୍ୟାନ୍, ଇନ୍ ଶେଡ୍ ଅଫ୍ ଦ ସରପ୍ରାଇଜ୍, ମ୍ୟାଜିକ୍ କ୍ୟାଣ୍ଡିଜ୍, ୱାଣ୍ଡର୍ ଟୁ ୱଣ୍ଡର୍, ୟୁକ୍।
ବେଷ୍ଟ ଇଣ୍ଟରନେସନାଲ ଫିଚର ଫିଲ୍ମ: ଆଇ'ମ୍ ଷ୍ଟିଲ୍ ହେୟାର, ବ୍ରାଜିଲ୍ ଦି ଗାର୍ଲ ୱିଥ୍ ଦି ନିଡଲ୍, ଡେନମାର୍କ ଏମିଲିଆ ପେରେଜ୍, ଫ୍ରାନ୍ସ ଦି ସିଡ୍ ଅଫ୍ ଦି ସେକ୍ରେଡ୍ ଫିଗ୍, ଜର୍ମାନୀ ଫ୍ଲୋ, ଲାଟଭିଆ।
ବେଷ୍ଟ ଡକ୍ୟୁମେଣ୍ଟାରୀ ଫିଚର: ବ୍ଲାକ୍ ବକ୍ସ ଡାଏରିଜ୍, ନୋ ଅଦର ଲ୍ୟାଣ୍ଡ, ପୋର୍ସେଲେନ୍ ୱାର୍
ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ: ଡେଥ୍ ବାଏ ନମ୍ବରସ୍, ଆଇ ଆମ୍ ରେଡି, ୱାର୍ଡେନ୍, ଇନସିଡେଣ୍ଟ, ଇନଷ୍ଟ୍ରୁମେଣ୍ଟସ୍ ଅଫ୍ ଦି ବିଟିଂ ହାର୍ଟ, ଦି ଓନଲି ଗାର୍ଲ ଇନ୍ ଦି ଅର୍କେଷ୍ଟ୍ରା।
ବେଷ୍ଟ ସାଉଣ୍ଡ: ଏ କମ୍ପଲିଟ୍ ଅନୋନ, ଡ୍ୟୁନ୍ ପାର୍ଟ ୨, ଏମିଲିଆ ପେରେଜ୍, ୱିକେଡ୍, ଦି ୱାଇଲ୍ଡ ରୋବୋଟ୍।
ବେଷ୍ଟ ଲାଇଭ୍ ଆକ୍ସନ୍ ସର୍ଟ: ଏ ଲିନେନ୍, ଅନୁଜା, ଆଇ ଆମ୍ ନଟ୍ ଏ ରୋବୋଟ୍, ଦି ଲାଷ୍ଟ ରେଞ୍ଜର, ଦି ମ୍ୟାନ୍ ହୁ କୁଡ୍ ନଟ୍ ରିମେନ୍ ସାଇଲେଣ୍ଟ।
ବେଷ୍ଟ ଭିଜ୍ୟୁଆଲ୍ ଇଫେକ୍ଟ: ଏଲିଏନ୍, ରୋମୁଲସ୍, ବେଟର୍ ମ୍ୟାନ୍, ଡ୍ୟୁନ୍ ପାର୍ଟ ୨, କିଙ୍ଗଡମ୍ ଅଫ୍ ଦି ପ୍ଲାନେଟ୍ ଅଫ୍ ଦି ଆପ୍ସ, ୱିକ୍ଡ।
ଶ୍ରେଷ୍ଠ ଫିଲ୍ମ ଏଡିଟିଂ: ଅନୁରା, ଦି ବ୍ରୁଟାଲିଷ୍ଟ, କନକ୍ଲେଭ, ଏମିଲିଆ ପେରେଜ, ୱିକଡ୍।