Katrina Kaif Pregnancy News: ମାଆ ହେବେ କ୍ୟାଟ୍ରିନା, ଖୁବଶିଘ୍ର ଘରକୁ ଆସିବ କୁନି ଅତିଥି!
Advertisement

Katrina Kaif Pregnancy News: ମାଆ ହେବେ କ୍ୟାଟ୍ରିନା, ଖୁବଶିଘ୍ର ଘରକୁ ଆସିବ କୁନି ଅତିଥି!

Braless Bold Look After Marriage: କ୍ୟାଟ୍ରିନା କୈଫ ଓ ଭିକି କୈଶଲଙ୍କ ବିବାହକୁ ବର୍ଷେ ପୁରଣ ହୋଇଛି । କ୍ୟାଟ୍ରିନା ଗର୍ଭବତୀ ଥିବା ନେଇ ଖବର ଆସିଛି । ତେବେ, ଏହି ଖବର କେତେ ସତ କେତେ ମିଛ ତାହା ସ୍ପଷ୍ଟ ହୋଇନି । କି ଏପର୍ଯ୍ୟନ୍ତ କ୍ୟାଟ୍ରିନା କି ଭିକି କୌଣସି ଅଫିସିଆଲ ଘୋଷଣା କରିନାହାଁନ୍ତି । ତେବେ ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଭିନେତ୍ରୀଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି : କ୍ୟାଟ୍ରିନା କୈଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଯାହାକୁ ତାଙ୍କ ପ୍ରଶଂସକମାନେ ବେଶ ପ୍ରଶଂସା କରିଛନ୍ତି ।  କ୍ୟାଟ୍ରିନା କୈଫଙ୍କ ଏହି ପୋଷାକ ବିଷୟରେ ଯଦି କଥା ହେବା, ଅଭିନେତ୍ରୀ ଏକ କଳା ବ୍ରାଲେସ୍ ଅଫସୋଲ୍ଡର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ଏକ ଲକ୍ଷରୁ ଅଧିକ ଲୋକ (ସୋସିଆଲ ମିଡିଆ ବ୍ୟବହାରକାରୀ) ଏହି ଫଟୋକୁ ପସନ୍ଦ କରିଛନ୍ତି । ଏବଂ ଫଟୋରେ କମେଣ୍ଟ ଦେବାସହ ଲବ୍ ଇମୋଜି ଏବଂ ଫାୟାର ଇମୋଜି ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।  ନିକଟରେ କ୍ୟାଟ୍ରିନା କୈଫ୍ ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ ଏକ ଗୁଜବ ଉଠିଥିଲା । ଏହି କାରଣରୁ ଅନେକ ଲୋକ ଭିକି ଓ କ୍ୟାଟଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ। ଏହି କାରଣରୁ, ଏହି ବଲିଉଡ ଅଭିନେତ୍ରୀ କ୍ରମାଗତ ଭାବରେ ଲାଇମଲାଇଟରେ ରହିଆସୁଥିଲେ ।  ୨୦୨୧ , ଡିସେମ୍ବର ୯ରେ କ୍ୟାଟ୍ରିନା ଓ ଭିକିଙ୍କ ବିବାହ ହୋଇଥିଲା ।

Also Read:  Bollywood vs South: ‘RRR ବଲିଉଡ ମୁଭି ନୁହେଁ’

A post shared by Katrina Kaif (@katrinakaif)

ନିକଟରେ କ୍ୟାଟ୍ରିନା କୈଫ ପତି ଭିକିଙ୍କ ସହ ସିଦ୍ଧିବିନାୟକଙ୍କ ମନ୍ଦିର ଯାଇଥିଲେ । ରାଜସ୍ଥାନରୁ ନୂଆବର୍ଷର ଛୁଟି କଟେଇ ମୁମ୍ବାଇ ଆସି ସିଦ୍ଧିବିନାୟକଙ୍କ ଦର୍ଶନ କରିଥିଲେ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ। ଶ୍ରୀ ଗଣେଷଙ୍କ ଆଶୀର୍ବାଦ ନେଇ ନୂଆବର୍ଷ  ଆରମ୍ଭ କରିଥିଲେ । ଭାଇରାଲ ଫଟୋରେ କ୍ୟାଟ୍ରିନାଙ୍କ ସବୁଜ ରଙ୍ଗର ସଲୱାର ସୁଟ ଓ ମଥାରେ ଓଢଣୀ ସହ ଭିକିଙ୍କ ଧଳା ସାର୍ଟ ଓ ଘିଅ ରଙ୍ଗର ପ୍ୟାଣ୍ଟରେ ସିମ୍ପଲ ଲୁକ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି। କ୍ୟାଟ୍ରିନା ଓ ଭିକିଙ୍କ ସହ ଭିକିଙ୍କ ମାଆ ବୀଣା କୌଶଲ ମଧ୍ୟ ଉପସ୍ଥିତ ଥିଲେ। ଭାଇରାଲ ଫଟୋଟି କ୍ୟାଟ୍ରିନାଙ୍କ ଫ୍ୟାନ ପେଜରେ ସେୟାର ହୋଇଛି।ରିପୋର୍ଟ ଅନୁସାରେ ଏହି ଦମ୍ପତି ଚଳିତ ବର୍ଷ ଦର୍ଶକଙ୍କୁ ଭେଟିଦେବାକୁ ଯାଉଛନ୍ତି ଅନେକ ଫିଲ୍ମ। କ୍ୟାଟ୍ରିନା  ସଲମାନଙ୍କ ସହ ଟାଇଗର ୩ ,ବିଜୟ ସେତୁପତି ସହ ମେରୀ କ୍ରିସମାସ ଓ ଆଲିଆ ଭଟ୍ଟଙ୍କ ସହ ଜି ଲେ ଜାରା ଫିଲ୍ମରେ ନଜର ଆସିବେ। ସେହିପରି ଭିକିଙ୍କ ଅପକମିଙ୍ଗ ଫିଲ୍ମ ବାହାଦୂର,ଓ ହିଂସା ରେ ସାରା ଅଲ୍ଲୀ ଖାନଙ୍କ ସହ ନଜରରେ ଆସିବେ।