ONGC Recruitment: ONGCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଆପଣ ବି କରିପାରିବେ ଆବେଦନ...
Advertisement
Article Detail0/zeeodisha/odisha2600914

ONGC Recruitment: ONGCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଆପଣ ବି କରିପାରିବେ ଆବେଦନ...

ONGC Recruitment: ଭୂବିଜ୍ଞାନୀ ପାଇଁ ୦୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଜିଓଫିଜିକ୍ ପାଇଁ ୦୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ଜିଓଫିଜିକ୍ (ୱେଲ୍ସ) ପାଇଁ ୦୨ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ AEE (ଉତ୍ପାଦନ-ମେକାନିକାଲ୍) ପାଇଁ ୧୧ଟି ପୋଷ୍ଟ୍‌ ଖାଲି ପଡ଼ିଛି। AEE (ଉତ୍ପାଦନ- ପେଟ୍ରୋଲିୟମ)  ପାଇଁ ୧୯ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ AEE (ଉତ୍ପାଦନ-କେମିଷ୍ଟ୍) ପାଇଁ ୨୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୧୦୮ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ONGC Recruitment: ONGCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଆପଣ ବି କରିପାରିବେ ଆବେଦନ...
ONGC Recruitment: ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଚାକିରି କରିବା ପାଇଁ ସୂବର୍ଣ୍ଣ ସୁଯୋଗ।  ONGC ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ONGC ର ଅଫିସିଆଲ୍ ୱେବ୍‌ସାଇଟ୍‌ ongcindia.com. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ ONGC Recruitment 2025 apply for 108 post Notificationରେ କ୍ଲିକ୍ କରି ଦେଖିପାରିବେ।
 
ଆବେଦନ ତାରିଖ:
ଏବେ ଅନଲାଇନ୍ ଆବେଦନ ଚାଲିଛି। ହାର୍ଡ କପି ଆବେଦନ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
 
ଖାଲି ପଦବୀ:
ଭୂବିଜ୍ଞାନୀ ପାଇଁ ୦୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଜିଓଫିଜିକ୍ ପାଇଁ ୦୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ଜିଓଫିଜିକ୍ (ୱେଲ୍ସ) ପାଇଁ ୦୨ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ AEE (ଉତ୍ପାଦନ-ମେକାନିକାଲ୍) ପାଇଁ ୧୧ଟି ପୋଷ୍ଟ୍‌ ଖାଲି ପଡ଼ିଛି। AEE (ଉତ୍ପାଦନ- ପେଟ୍ରୋଲିୟମ)  ପାଇଁ ୧୯ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ AEE (ଉତ୍ପାଦନ-କେମିଷ୍ଟ୍) ପାଇଁ ୨୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୧୦୮ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
 
ଯୋଗ୍ୟତା:
ଭୂବିଜ୍ଞାନୀ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଜିଓଲୋଜି (zoology)ରେ ଅତିକମରେ ୬୦ ପ୍ରତିଶତ ମାର୍କ ରଖି ପୋଷ୍ଟ୍ ଗ୍ରାଜୁଏଟ୍ ଡିଗ୍ରୀ କରିଥିବେ କିମ୍ବା ପେଟ୍ରୋଲିୟମ ଜିଓସାଇନ୍ସରେ ୬୦ପ୍ରତିଶତ ମାର୍କ ସହିତ MSc ବା M.Tech ଡିଗ୍ରୀ ହାସଲ କରିଥିବେ।
AEE ପୋଷ୍ଟଗୁଡିକ ପାଇଁ, ପ୍ରାର୍ଥୀମାନେ ଅତି କମରେ ୬୦ ପ୍ରତିଶତ ମାର୍କ ସହିତ ସମ୍ପୃକ୍ତ ବିଷୟରେ ଗ୍ରାଜୁସନ ଡିଗ୍ରୀ ହାସଲ କରିବା ଆବଶ୍ୟକ।
 
ବୟସ ସୀମା:
ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୬ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସସୀମା ୪୨ ବର୍ଷ ରଖାଯାଇଛି