OAVS Recruitment: ଓଡ଼ିଶାରେ ବାହାରିଲା ଶିକ୍ଷକ ଚାକିରି, ଦରମା ୩୦ ହଜାର, ଏବେ ହିଁ କରନ୍ତୁ ଆବେଦନ
Advertisement

OAVS Recruitment: ଓଡ଼ିଶାରେ ବାହାରିଲା ଶିକ୍ଷକ ଚାକିରି, ଦରମା ୩୦ ହଜାର, ଏବେ ହିଁ କରନ୍ତୁ ଆବେଦନ

ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବ ଯୁବପିଢିଙ୍କ ପାଇଁ ଖୁସି ଖବର। ଓଡିଶା ଆଦର୍ଶ ବିଦ୍ୟାଳୟ, ଗଜପତି(OAV, Gajapati) ରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ। TGT ଏବଂ PGTର ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟ

OAVS Recruitment: ଓଡ଼ିଶାରେ ବାହାରିଲା ଶିକ୍ଷକ ଚାକିରି, ଦରମା ୩୦ ହଜାର, ଏବେ ହିଁ କରନ୍ତୁ ଆବେଦନ

OAVS Recruitment: ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବ ଯୁବପିଢିଙ୍କ ପାଇଁ ଖୁସି ଖବର। ଓଡିଶା ଆଦର୍ଶ ବିଦ୍ୟାଳୟ, ଗଜପତି(OAV, Gajapati) ରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ। TGT ଏବଂ PGTର ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଅଫ୍‌ଲାଇନରେ ଚାଲିଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OAV ର ଅଫିସିଆଲ୍ ୱେବ୍‌ସାଇଟ୍ https://gajapati.nic.in କୁ ଯାଇ ଏ ବିଷୟରେ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ OAVS Recruitment 2024 ! Apply Offline For TGT & PGT Various notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଏହାର ଆବେଦନ ପ୍ରକ୍ରିୟା ଏବେ ଚାଲିଥିବା ବେଳେ ଆବେଦନ ଶେଷ ତାରିଖ ମାର୍ଚ୍ଚ ୧୮ ତାରିଖ।

ଖାଲି ପଦବୀ:

PGT ପଦାର୍ଥ ବିଜ୍ଞାନ ପାଇଁ ୦୪ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ PGT ରସାୟନ ବିଜ୍ଞାନ ପାଇଁ ୦୨ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି PGT ଗଣିତ ପାଇଁ ୦୧ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ PGT ଜୀବ ବିଜ୍ଞାନ ପାଇଁ ୦୨ଟି ପୋଷ୍ଟ୍‌ ଖାଲି ପଡ଼ିଛି। PGT ଇଂରାଜୀ ପାଇଁ ୦୧ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ TGT ଗଣିତ ପାଇଁ ୦୩ଟି ପୋଷ୍ଟ୍‌ ଖାଲି ପଡିଛି। ସେହିପରି TGT ଇଂରାଜୀ ପାଇଁ ୦୬ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ TGT ହିନ୍ଦୀ ପାଇଁ ୦୪ଟି ପୋଷ୍ଟ୍‌ ଖାଲି ପଡ଼ିଛି। TGT ସଂସ୍କୃତ ପାଇଁ ୦୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୧୬ଟି ପୋଷ୍ଟ୍‌ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

PGT ଶିକ୍ଷକ ପାଇଁ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ମାଷ୍ଟର ଡିଗ୍ରୀ ଏବଂ ବିଏଡ୍ ରଖାଯାଇଛି। ସେହିପରି TGT ଶିକ୍ଷକ ପାଇଁ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସମ୍ପୃକ୍ତ ବିଷୟରେ ୫୦% ମାର୍କ ସହିତ ବ୍ୟାଚଲର୍ ଡିଗ୍ରୀ ଏବଂ ବିଏଡ୍ କରିଥିବା ଆବଶ୍ୟ।

ବୟସ ସୀମା:

ମେଡିକାଲ୍ ଅଫିସର ସର୍ବାଧିକ ବୟସ – ୨୧ ବର୍ଷ

ଅନ୍ୟାନ୍ୟ ପଦବୀର ସର୍ବାଧିକ ବୟସ – ୬୫ ବର୍ଷ