Horoscope 4th December 2022: ଆର୍ଥିକ ସ୍ଥିତି ମଜଭୁତ୍ ହେବ, ପାରିବାରିକ ସ୍ନେହଶ୍ରଦ୍ଧା ମିଳିବ
Advertisement

Horoscope 4th December 2022: ଆର୍ଥିକ ସ୍ଥିତି ମଜଭୁତ୍ ହେବ, ପାରିବାରିକ ସ୍ନେହଶ୍ରଦ୍ଧା ମିଳିବ


Horoscope 4th December 2022: କୌଣସି ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ପାରିବାରିକ ଜୀବନ ବେଶ ସୁଖପ୍ରଦ ହେବ । 

Horoscope 4th December 2022: ଆର୍ଥିକ ସ୍ଥିତି ମଜଭୁତ୍ ହେବ, ପାରିବାରିକ ସ୍ନେହଶ୍ରଦ୍ଧା ମିଳିବ

Horoscope 4th December 2022, ମେଷ: ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।

ବୃଷ: ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନନିବେଶ କରିବେ ।

ମିଥୁନ: ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ । ଶରୀର ସୁସ୍ଥ ରହିବ । 

କର୍କଟ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପଡୋଶୀଙ୍କ ସହ ଅଯୋଥା ଯୁକ୍ତିତର୍କ କରନ୍ତୁ ନାହିଁ । ଦୂରଯାତ୍ରା ନକରିବା ଭଲ ।

Also Read: Odisha State Museum: କିଏ ନେଇଗଲା ୨୦,୦୦୦ ଭୂଜ ପତ୍ର? ଅନଲାଇନରେ ଅଛି, ମ୍ୟୁଜିୟମରେ ନାହିଁ

ସିଂହ: ମନ ଭଲ ରହିଲେ ମଧ୍ୟ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ କର୍ମଚାପ ବଢିବ। ଦୂରଯାତ୍ରା କରନ୍ତୁ ନାହିଁ ।

କନ୍ୟା: ମାନସିକ ଚିନ୍ତା ଓ ଶାରୀରିକ ଅସୁସ୍ଥତା ଦେଖାଦେବ । ପୂଜା ଆରଧନାରେ ସମୟ କାଟିବେ । ପାରିବାରିକ ଜୀବନ ମଧ୍ୟମଧରଣର ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।  ଦୂରଯାତ୍ରା ବିପଜ୍ଜନକ ହୋଇପାରେ ।

ତୁଳା: ଶରୀର ସୁସ୍ଥ ରହିବ । କୌଣସି ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଦୂର ସଂପର୍କୀୟଙ୍କ ସାହାଯ୍ୟ ମିଳିବ । ଆର୍ଥିକ ସ୍ଥିତି ମଜଭୁତ୍ ହେବ ।

ବିଛା: ମନ ପ୍ରଫୁଲ୍ଲ୍ ରହିବ । ଅଧିକ ଶ୍ରମ ଜନିତ କ୍ଲାନ୍ତି ଅନୁଭବ କରିବେ । ଆୟ ଅବ୍ୟାହତ ରହିବ । ପାରିବାରିକ ସ୍ନେହଶ୍ରଦ୍ଧା ମିଳିବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ ।

Also Read: Chennai Express: ୧୦୧ ବର୍ଷରେ ଚେନ୍ନାଇ ଏକ୍ସପ୍ରେସ, ଆଶ୍ଚର୍ଯ୍ୟ କରିବ ଏହାର ଇତିହାସ

ଧନୁ: ଦେହ ଭଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ନୂତନ ଯୋଜନା ପାଇଁ ବିଚାର ବିମର୍ଶ ଲୋଡିବେ ।

ମକର: ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।  

କୁମ୍ଭ: ସ୍ୱାସ୍ଥ୍ୟ ସଚେତନ ହେବେ । ପୂଜା ଆରାଧନାରେ ମନ ନିବେଶ କରିବେ । କର୍ମକ୍ଷେତ୍ରରେ କର୍ମ ଚାପ ବଢିଯିବ । ପାରିବାରିକ ଜୀବନ ବେଶ ସୁଖପ୍ରଦ ହେବ । ବ୍ୟବସାୟ ପ୍ରତିଯୋଗିତା ପୂର୍ଣ୍ଣ ହେବ ।  

ମୀନ: କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।