Panchang Today 15th March 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ, କାଳବେଳା
Advertisement

Panchang Today 15th March 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ, କାଳବେଳା

Panchang Today 15th March 2024: ଆଜିର ପଞ୍ଚାଙ୍ଗରେ ଜାଣନ୍ତୁ ଶୁଭ ସମୟ, କାଳବେଳା, ତିଥି ନକ୍ଷତ୍ର...

Panchang Today 15th March 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ, କାଳବେଳା

Panchang Today 15th March 2024: ମହାବୀର ପଞ୍ଜିକା ଅନୁଯାୟୀ, ଅଦ୍ୟ ମାର୍ଚ୍ଚ ମାସ ୧୫ ତାରିଖ ୨୦୨୪ ମସିହା (ଶୁକ୍ରବାର)

ଶକାବ୍ଦ -୧୯୪୫ 
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ  ରାତ୍ରି  ଘ୧୦/୦୪ ପର୍ଯ୍ୟନ୍ତ  ତଦନ୍ତେ ସପ୍ତମୀ
ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୪୦ ପର୍ଯ୍ୟନ୍ତ  ତଦନ୍ତେ ରୋହିଣୀ 
ଚନ୍ଦ୍ର- ବୃଷ
ଯୋଗ-  ବିସ୍କୁମ୍ଭ୍
କରଣ - କୌଳବ
ସୌରମାସ- ମୀନ ୦୨ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୬/୫୯/୩୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୪୯

ଯୋଗିନୀ ପଶ୍ଚିମେ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ବାୟବ୍ୟେ
ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶିର ଘାତଚନ୍ଦ୍ର
ବିଛା ,ଧନୁ ଓ ମୀନ ରାଶି ର ଘାତବାର

କାଳବେଳା ଓ ବାରବେଳା - ଦିବା ଘ୦୮/୫୪ ଗତେ ଘ୧୧/୫୨ ମଧ୍ୟେ

ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୩୩ ମଧ୍ୟେ ଓ ଘ୦୮/୨୦  ଗତେ ଘ୦୮/୫୩ମଧ୍ୟେ ଓ ଘ୦୧/୦୯ ଗତେ ଘ୦୨/୪୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୪୦  ଗତେ ଘ୧୧/୩୨ ମଧ୍ୟେ

ଅଦ୍ୟ  ନିମ୍ବ ଭକ୍ଷଣ ନିଷେଧ

ତଥ୍ୟ-  ଜ୍ୟୋତିଷ ଡ:ବାୟୁନନ୍ଦନ ମିଶ୍ର 

Also Read- Mangal Gochar 2024: କୁମ୍ଭରେ ମଙ୍ଗଳ ଚଳନ, ଜାଣନ୍ତୁ କେଉଁ ରାଶିରେ ପଡିବ କି ପ୍ରଭାବ