Viral Video: ଖୁସି ମଣିଷକୁ ବଞ୍ଚିବାର ରାହା ଦେଖାଇଥାଏ। ସେ ନାଚ ହେଉ କି ଗୀତ । ମଣିଷ ଖୁସି ରହିବା ପାଇଁ କୌଣସି ବୟସରେ ବି ସେ ସବୁ କାମ କରିପାରେ। ଏକଥା ଆମେ କହୁନୁ । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି । ଜଣେ ୮୦ ବର୍ଷିୟ ବୃଦ୍ଧ ସଜନା ହେ ମୁଝେ ସଜନାକେ ଲିୟେ ଗୀତରେ ଧୂଆଁଧାର ଡାନ୍ସ କରିଛନ୍ତି । ତାଙ୍କୁ ଦେଖିଲେ ଯେମିତି ଲାଗୁଛି ତାଙ୍କ ଆଗରେ ବୟସ ହାର୍ ମାନିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.