Chhi Chhi Chhi Re Nani Heroine Video: ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ଛି ଛି ଛିରେ ନନୀ ଛି ଗୀତ । କୋରାପୁଟିଆ ଭାଷାରେ ପ୍ରସ୍ତୁତ ଏହି ଗୀତ ଏବେ ଖୁବ୍ ଲୋକପ୍ରିୟ ହୋଇଛି । ୧୯୯୫ ମସିହାର ଅଡିଓ ଆଲବମ୍- ବାଲିଫୁଲ୍ ବେଶ୍ ଚହଳ ପକାଇଥିଲା । ଗାୟକ ସତ୍ଯନାରାୟଣ ଅଧିକାରୀଙ୍କ ରଚିତ ଓ ସ୍ବର ସଂଯୋଜନା ଅତି ଚମତ୍କାର ହୋଇଥିବା ବେଳେ ଗୀତଟି ଏବେ ସବୁବର୍ଗର ଲୋକଙ୍କ ପସନ୍ଦ ହୋଇପାରିଛି ।ତେବେ ୨୦ ବର୍ଷ ପରେ ଭାଇରାଲ ହୋଇଥିବା ଏହି ଗୀତକୁ ନେଇ ଏବେ ମୁହଁ ଖୋଲିଛନ୍ତି ନିଜେ ଅଭିନେତ୍ରୀ ଶୈଳଜା ପଟେଲ। ସେ କହିଛନ୍ତି ଯେ, ଦୀର୍ଘ ୨୦ ବର୍ଷ ତଳର ପରିଶ୍ରମ ଏବେ ଫଳ ଦେଇଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.