Video: ବନ୍ଧୁତ୍ୱ ଏପରି ଏକ ଶବ୍ଦ ଯେଉଁଠି ଜଣେ ଅନ୍ୟ ଜଣଙ୍କ ସହିତ ସବୁ କିଛି ସେୟାର କରିପାରେ । କେବଳ ମଣିଷ ନୁହେଁ ଅନେକ ପଶୁ ପକ୍ଷୀ ମଧ୍ୟ ସ୍ନେହ ପ୍ରେମ ଡୋରୀରେ ବନ୍ଧା । ଏଇ ଯେମିତି ଜଣେ ଗୋଟିଏ ସିମ୍ପାଜୀ ଆଉ କଇଁଛର ବନ୍ଧୁତା । ଗୋଟିଏ ଆପଲକୁ ସିମ୍ପାଜୀ ନିଜେ ଖାଇବା ସହିତ କଇଁଛକୁ ଖୁଆଇ ଦେଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଅତିମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.