Viral Video: କମେଡିଆନ୍ ତଥା ୟୁଟ୍ୟୁବର୍ ଟୁକୁନା ଷ୍ଟାଇଲିସ୍। ସୋସିଆଲ୍ ମିଡିଆରେ ଜଣାଶୁଣା ନାଁଟିଏ। ତାଙ୍କ କମେଡି ଦେଖିବାକୁ ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ତେବେ, ଟୁକୁନା ସହ ଆଉ ଜଣେ ନୂଆ ନାୟିକା ମଧ୍ୟ ତାଙ୍କ ସହ ଏବେ ସ୍କ୍ରିନ୍ ସେୟାର କରୁଛନ୍ତି। ତେବେ, ସେ ନାୟିକା ବା ମହିଳା ଙ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ମହିଳାଙ୍କ ନାଁ ମାମାଲି ମ