Horrifying video: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ବାଘର ପୋଷା କୁକୁରକୁ ଶିକାର କରିବାର ସିସିଟିଭି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ଦେଖି ପାରିବେ ଯେ ଏକ ପୋଷା କୁକୁର ଘର ଭିତରେ ଶୋଇଛି ଓ ସେଠାରେ ଏକ ବାଘ ପହଞ୍ଚି ତାକୁ ଶିକାର କରୁଛି । ଏହି ଭିଡିଓକୁ @TheBrutalNature ଟ୍ୱିଟର ଆଇଡି ଦ୍ୱାରା ସେୟାର କରୋଯାଇଛି । ଯାହାକୁ ବର୍ତ୍ତାମାନ ସୁଦ୍ଧା ୨୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏଠାରେ ଦେଖନ୍ତୁ ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.