Video: ଓଡ଼ିଆ ଉପସ୍ଥାପିକା ତଥା ଅଭିନେତ୍ରୀ ଏଲି ପାଢୀ ଓଡ଼ିଆ ମନରଞ୍ଜୋନ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିବାହ ପରେ ମଧ୍ୟ ଏଲି ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ସନ୍ତୁଳନ ରଖିବାରେ ସକ୍ଷମ ହୋଇଛନ୍ତି । ନିକଟରେ ନିଜ ପରିବାର ସହ ଏଲି କଶ୍ମୀର ବୁଲିବାକୁ ଯାଇଥିବା ସମୟରେ ଏହି ଭିଡିଓଟି ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.