Advertisement
Video ThumbnailPlay icon

Road Accident: ଦୁର୍ଘଟଣାରେ ଚାଲିଗଲେ ବାପାପୁଅ, ଖବର ଶୁଣି ଦାଦାର ମୃତ୍ୟୁ

କେନ୍ଦୁଝର ଘଟଗାଁ ଥାନା ପିପିଳିଆ ଛକ ନିକଟରେ ରଡ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁ ବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦା ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି । ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃହ ଘାତ ରେ ସେଇ ଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH - 20 କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Prasanta Kumar Muduli: ମା' ଶାରଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି
Play icon01:26
Dasam Release: ନେଦରଲ୍ୟାଣ୍ଡର କିନୋପଲିସରେ ରିଲିଜ ହେଲା ଓଡ଼ିଆ ସିନେମା ଦଶମ
Play icon01:24
Video: ପତିତପାବନଙ୍କ ମଙ୍ଗଳ ଆଳତୀ କରନ୍ତୁ ଦର୍ଶନ, ମଙ୍ଗଳମୟ ହେବ ଆପଣଙ୍କ ଦିନ
Play icon03:48
Viral Video:  ରାଣୀ ପଣ୍ଡାଙ୍କୁ ପ୍ରେମ ପାଗେଳି କହିଲେ ନିଶା ମହାରଣା, ଦେଖନ୍ତୁ ଭିଡିଓ
Play icon01:12
Paradeep News: BPCL ତୈଳ ଟର୍ମିନାଲ୍ ନିକଟରେ ୩ଟି ତୈଳ ଟାଙ୍କି ଗାଡିରେ ଲାଗିଗଲା ନିଆଁ
Play icon02:00
Chiranjib Biswal: ବିଜେଡିରେ ମିଶିବା ପରେ ଭାଇରାଲ ହେଲା ଚିରଞ୍ଜିବୀ ବିଶ୍ୱାଳଙ୍କ ଭିଡିଓ
Play icon04:55
Dharmendra Pradhan: ଆକ୍ଟିଭାରେ ବୁଲି ଲୋକଙ୍କ ସହ ଚର୍ଚ୍ଚା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Play icon07:18
Varsha Priyadarshini: ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା, ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଲା ଟିକେଟ
Play icon01:16
Odisha Election 2024: ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ସିଇଓଙ୍କ ପାଖେ ଫେରାଦ ହେଲେ ସ୍ୱୟଂପ୍ରକାଶ
Play icon01:15
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:44
Voter ID Card: କିପରି ଅନଲାଇନ ଡାଉନଲୋଡ କରିପାରିବେ ଭୋଟର ID କାର୍ଡ?
Play icon01:33
Sasmit Patra: NH ୫୫ର ଦୂରାବସ୍ଥା ନେଇ ବିଷ ଉଗାଳିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର
Play icon06:43
Odia Film: ଆସନ୍ତାକାଲି ନେଦରଲାଣ୍ଡରେ ରିଲିଜ ହେବ ଓଡ଼ିଆ ସିନେମା 'ଦଶମ'
Play icon02:07
Odisha Election 2024: ନିର୍ବାଚନ ପ୍ରଚାରରେ ରହିଛି ସମ୍ବଲପୁରୀ ଗୀତ ର ବିଶେଷ କ୍ରେଜ
Play icon04:20
AC Tunnel: ନାଁକୁ ତିଆରି ହେଲା କି ଏସି ସେଡ୍, ତାତିରେ ଡ଼ହଳବିକଳ ହେଉଛନ୍ତି ଭକ୍ତ...
Play icon04:41
Sand Art: ଦେଶର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ବାଲୁକାକଳାରେ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
Play icon03:20
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:49
Viral Video: ମା' ଏକ ସ୍କୁଟି ଚଳାଉଛନ୍ତି, ପଛରେ ବସିଥିବା ପୁଅ ନୋଟବୁକ୍ ଓ ବହି ବାହାରି କରି ପଢୁଛି; ଭିଡିଓ ଭାଇରାଲ୍
Play icon00:15
Varsha Priyadarshini Join BJD: ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଏହି ଭିଡିଓ
Play icon02:07
Odisha BJP Candidate Dillip Ray: ଅଡ଼ୁଆରେ ଦିଲ୍ଲୀପ ରାୟ ! ପ୍ରାର୍ଥୀତ୍ବ କୁ ନେଇ ଦଳ ଫାଳ ଫାଳ...
Play icon03:41
Sahijata Tradition: ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ, ପୁଣି ବୀର ବାଦ୍ୟରେ କମ୍ପିଲା ଶ୍ରୀକ୍ଷେତ୍ର, ଦେଖନ୍ତୁ ଏହି ଭିଡିଓ
Play icon02:57
Odisha Election 2024: ବିଜୟ ପାଇଁ ରଣନୀତି ପ୍ରସ୍ତୁତ କଲା ଜଗତସିଂହପୁର ବିଜେଡି, ଦେଖନ୍ତୁ ଏହି ଭିଡିଓ
Play icon03:53
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:27
Odisha News: : ଅଂଶୁଘାତ ଯୋଗୁ ଚାଲିଗଲା ଚାଷୀଙ୍କ ଜୀବନ, ଦେଖନ୍ତୁ ଏହି ଭିଡିଓ..
Play icon01:39
Ram Navami : ରାମ ନବମୀ ଅବସରରେ ପ୍ରଭୁ ଶ୍ରୀ ରାମଲଲ୍ଲାଙ୍କ ସୂର୍ଯ୍ୟ ତିଳକ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:23
Maoists shot dead: ୨୯ ନକ୍ସଲ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଛତିଶଗଡ଼ ଗୃହ ମନ୍ତ୍ରୀ ବିଜୟ ଶର୍ମା
Play icon03:03
Anant Ambani at Srimandir: ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ
Play icon02:37
Odisha Election 2024: ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Play icon04:17
Srimandir: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ସହ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon01:20
Dillip Ray: ପ୍ରଧାନମନ୍ତ୍ରୀ ଓ ଅମିତ୍ ସାହା ଙ୍କୁ ଧନ୍ୟବାଦ୍ ଜଣାଇଲେ ଦିଲ୍ଲୀପ ରାୟ
Play icon01:33