Viral Video: ଗଣେଶ ପୂଜା ପାଇଁ ଏବେ ସାରା ଦେଶ ଚଳଚଞ୍ଚଳ । ବିଭିନ୍ନ ସ୍ଥାନରେ ସାଜସଜ୍ଜାଠୁ ଆରମ୍ଭ କରି ରୋଷଣୀ ପର୍ଯ୍ୟନ୍ତ ଆଲୋଚନା ଚାଲିଛି । ଏହାରି ମଧ୍ୟରେ ଜଣେ ପୂଜକଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆଧୁନିକ ଗୀତର ତାଳରେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରି ଭାଇରାଲ୍ ହେଇଛନ୍ତି ଏହି ପୂଜକ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.