Video: ଯାତ୍ରା କଳାକାରମାନେ ରାତି ଉଜାଗର ରହି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି । ଯାତ୍ରା ପେଣ୍ଡାଲରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କୁ କେତେବେଳେ ହସାନ୍ତି ତ ପୁଣି କେତେବେଳେ କନ୍ଦାନ୍ତି । କିନ୍ତୁ ଯାତ୍ରା ପେଣ୍ଡାଲ ପଛପଟେ ରହିଥିବା ବିଶ୍ରାମ କକ୍ଷରେ କଳାକାରଙ୍କ ମଧ୍ୟରେ ଅନେକ ମଜାମସ୍ତି ଚାଲିଥାଏ । କିଛି କଳାକାର ରିଲ୍ସ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହି ଦୃଶ୍ୟଟି ବର୍ତ୍ତମାନ ଖୁବ ଭାଇରାଲ୍ ହେବାରେ ଲାଗିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.